Latest Odisha News

BREAKING NEWS

ପୁଣି ଫ୍ୟାନ୍ସଙ୍କ ମନ ଜିତିଲେ ରଣବୀର କପୁର, ସିକ୍ୟୁରିଟିଗାର୍ଡଙ୍କ ସହ ଏପରି କିଛି କଲେ

ନୂଆଦିଲ୍ଲୀ: 'ଆନିମଲ' ଷ୍ଟାର୍ ରଣବୀର କପୁର କେବଳ ଜଣେ ମହାନ ଅଭିନେତା ନୁହଁନ୍ତି ବରଂ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ସେ ପୁଣି ଥରେ ଏହା ପ୍ରମାଣ କରିଛନ୍ତି । ନିକଟରେ ସୋସିଆଲ ମିଡିଆରେ ଅଭିନେତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଏହି ଭିଡିଓରେ ରଣବୀର…

ନିଜେ ନୀତୀଶ କୁମାର ଚର୍ଚ୍ଚାରେ କିନ୍ତୁ ପରିବାର ସଦସ୍ୟ ପରଦା ଆଢୁଆଳରେ

ପାଟନା: ବିହାର ସମେତ ସାରା ଦେଶରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣେ ଚର୍ଚ୍ଚିତ ବ୍ୟକ୍ତି। କିନ୍ତୁ ତାଙ୍କ ପରିବାର ସଦସ୍ୟ ଚର୍ଚ୍ଚାରୁ ବହୁ ଦୂରରେ। ନୀତୀଶ କୁମାରଙ୍କ ଏକମାତ୍ର ପୁଅ ନିଶାନ୍ତ କୁମାର ମଧ୍ୟ ଏହି ଖବରରେ କ୍ୱଚିତ୍ ଅଛନ୍ତି। ଏହା ବ୍ୟତୀତ ନୀତୀଶଙ୍କ ଭାଇ, ଭଉଣୀ ଏବଂ ପତ୍ନୀ…

ସଂସଦରେ ଦର୍ଶକଙ୍କ ପ୍ରବେଶ ନେଇ କଡାକଡି ହେଲା ନିୟମ, ଜାଣନ୍ତୁ କ’ଣ ରହିଛି ସର୍ତ୍ତାବଳୀ

ନୂଆଦିଲ୍ଲୀ: ସଂସଦ ଗୃହରେ ପ୍ରବେଶ କୁ ନେଇ ନିୟମ ବଦଳିଛି । ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ସଂସଦ ସୁରକ୍ଷା ଭଙ୍ଗ ଘଟଣା ପରେ ଏହି ନିୟମକୁ ପରିବର୍ତ୍ତନ କରାଯାଇଛି । ଯେଉଁମାନେ ସଂସଦକୁ ଦର୍ଶକ ଭାବରେ ଆସିବାକୁ ଚାହାଁନ୍ତି, ସେମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବ । ଏହା ବ୍ୟତୀତ…

ଫେବ୍ରୁଆରୀ ୩ ଓ ୧୦ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଥମେ ଫେବ୍ରୁଆରୀ ୩ ଓ ପରେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଥମେ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସି ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟନ ସମ୍ମିଳନୀରେ ଯୋଗଦେବେ । ଏହାପରେ ପୁଣି ୧୦ ତାରିଖରେ ମଧ୍ୟ ମୋଦି ଓଡ଼ିଶା…

ନିଜକୁ ନିଜେ ବୁଝିବା ପାଇଁ ମୁଁ ଲେଖେ : ଆକାଂକ୍ଷାମୟୀ ଦାଶ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଆକାଂକ୍ଷାମୟୀ ଦାଶ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ଡେଭିସ କପ: ୬୦ ବର୍ଷ ପରେ ଭାରତ ଟିମ ଯିବ ପାକିସ୍ତାନ

ଇସଲାମବାଦ: ଭାରତର ଡେଭିସ କପ ଟେନିସ ଟିମ ୬୦ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ । ପାକିସ୍ତାନ ସରକାର ପକ୍ଷରୁ ଭାରତୀୟ ଖେଳାଳିଙ୍କ ଇତି ମଧ୍ୟରେ ଭିସା ପ୍ରଦାନ କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ କପ ୱାର୍ଲ୍ଡ କପ-୧ ମ୍ୟାଚ ଫେବୃୟାରୀ ୩ ଓ ୪ରେ ଖେଳାଯିବ । ପୂର୍ବରୁ…

‘ମନ୍ କି ବାତ୍’ରେ ନାରୀ ଶକ୍ତିକୁ ସଲାମ କଲେ ପିଏମ, କହିଲେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଶକୁ ଏକତା…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି 'ମନ୍ କି ବାତ' କାର୍ଯ୍ୟକ୍ରମର ୧୦୯ ତମ ଏପିସୋଡକୁ ସମ୍ବୋଧିତ କରିଛନ୍ତି । ଚଳିତ ବର୍ଷ 'ମନ୍ କି ବାତ' କାର୍ଯ୍ୟକ୍ରମର ଏହା ପ୍ରଥମ ଏପିସୋଡ ଅଟେ । ଯାହା ମାଧ୍ୟମରେ ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର, ଅଙ୍ଗଦାନ ଏବଂ ଗଣତନ୍ତ୍ର ସମ୍ପର୍କରେ…

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ, ଅପରାହ୍ନରେ ୪ଟା ରେ ନେବେ ଶପଥ

ପାଟନା: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଜେଡିୟୁ ମୁଖ୍ୟ । ବିଧାୟକ ଦଳ ବୈଠକ ପରେ ରାଜଭବନକୁ ଯାଇ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ।…

ବିବାଦରେ ରାହତ ଫତେ ଅଲ୍ଲୀ ଖାନ୍, ନିଜ ଛାତ୍ରଙ୍କୁ ବାଡ଼ୋଉଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଯେଉଁ ଗାୟକ ଦିନେ ତାଙ୍କ ସୁନ୍ଦର ଗାଇବା ଶୈଳୀ ପାଇଁ ଚର୍ଚ୍ଚାରେ ରହୁଥିଲେ । ସେ ଆଜି ତାଙ୍କ ନିଜର ଲଜ୍ଜାଜନକ ବ୍ୟବହାର ପ୍ରଦର୍ଶନ ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଆମେ କହୁଛୁ ପାକିସ୍ତାନୀ ସିଙ୍ଗର ରାହତ ଫତେ ଅଲି ଖାନଙ୍କ ବିଷୟରେ । ନିକଟରେ ରାହତଙ୍କର ଏକ ଭିଡିଓ…

‘ଫାଇଟର’ର କମାଲ, ତିନି ଦିନରେ ରୋଜଗାର କଲାଣି ଏତିକି କୋଟି

ନୂଆଦିଲ୍ଲୀ: ବଡ଼ ପରଦାରେ ରିଲିଜ ହୋଇଛି ହାଇ ବଜେଟ ଫିଲ୍ମ ଫାଇଟର। ହ୍ରିତିକ ରୋଶନ, ଦିପିକା ପାଦୁକୋନ ଓ ଅନୀଲ କପୁରଙ୍କ ଅଭିନୀତ ଏହି ସିନେମା ଏବେ ଧିରେ ଧିରେ ଦର୍ଶକଙ୍କ ପସନ୍ଦ ଆସିବାରେ ଲାଗିଛି। ବଡ଼ ପରଦାରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସିଜଲିଂ କେମେଷ୍ଟ୍ରିକୁ ଦର୍ଶକମାନେ…