Latest Odisha News

BREAKING NEWS

ଏପରି ଏକ ରାମ ମନ୍ଦିର ଯେଉଁଠି ହିନ୍ଦୁଙ୍କୁ ମିଳେନି ପ୍ରବେଶ ଅନୁମତି, ଜାଣନ୍ତୁ କେଉଁଠି… 

ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ହିନ୍ଦୁ ଧର୍ମାମ୍ୱଲମ୍ୱୀ ଲୋକ ବାସ କରୁଛନ୍ତି। ସନାତନ ଧର୍ମରେ ବିଶ୍ୱାସ ରଖିଥିବା ହିନ୍ଦୁମାନେ ସେଠାରେ ମଧ୍ୟ ଅଛନ୍ତି। ତେବେ ପାକିସ୍ତାନର ଇସଲାମାବାଦର ମାରଗାଲା ପାହାଡରେ ମଧ୍ୟ ଶ୍ରୀ ରାମଙ୍କ ମନ୍ଦିର ରହିଛି। ଏହି ମନ୍ଦିରଟି ବହୁତ ପ୍ରାଚୀନ।…

ଖୁବଶୀଘ୍ର ଆରମ୍ଭ ହେବ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା”; ଏକ କୋଟି ଘରର ଛାତ ଉପରେ ସୌରଶକ୍ତି ବ୍ୟବହାର ଲକ୍ଷ୍ୟ

ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା। ଏକ କୋଟି ଘରର ଛାତ ଉପରେ ସୌର ଶକ୍ତି ବ୍ୟବହାର ଲକ୍ଷ୍ୟ ରଖାଯାଇଛି। ଯୋଜନାର ଶୁଭାରମ୍ଭ କରିବାକୁ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗରିବ ଓ ମଧ୍ୟବିତ୍ତଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ…

ପରଲୋକରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ରାଜ୍ୟ ବିଜେପିର ଶୋକ

କଟକ: ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ । ଆଜି ୭୬ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କିଛି ଦିନ ହେବ ଅସୁସ୍ଥତା କାରଣରୁ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସାମ୍ୱାଦିକତା ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର…

ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ଲାଗିଛି ମୋହର  

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ୧୨ଟି ବିଭାଗର ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ…

ମୃତ୍ୟୁ ପରେ ବି ଏହି ବ୍ୟକ୍ତିର କବର ଉପରେ ବଜ୍ରପାତ ହେବାରେ ଲାଗିଛି

ଲଣ୍ଡନ: ଅନେକ ସମୟରେ ଅସଫଳତା କିମ୍ବା ଅସୁବିଧା ନେଇ ଆମେ ଭାଗ୍ୟକୁ ଦାୟୀ କରିଥାଉ । ଅନେକ କ୍ଷେତ୍ରରେ ନିଜକୁ ଅନେକ ଦୁର୍ଭାଗ୍ୟଶାଳୀ ବୋଲି ଭାବିଥାନ୍ତି । ତେବେ ବ୍ରିଟେନର ୱାଲ୍ଟର ସମରଫୋର୍ଡକୁ ସବୁଠାରୁ ଅଭାଗା ବ୍ୟକ୍ତି ଭାବେ ବିବେଚନା କରାଯାଇଥାଏ । ୧୯୧୮ରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସେ…

ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା: ପ୍ରଥମ ସ୍ଥାନ ଅଧିକାର କଲା ମୟୂରଭଞ୍ଜ ଦ୍ରୌପଦୀ ବାଳିକା…

ଭୁବନେଶ୍ବର: ଜାନୁୟାରୀ ୨୧ ଓ ୨୨ ତାରିଖ ଦୁଇ ଦିନ ବ୍ୟାପି ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ, ପାଇପ ବ୍ୟାଣ୍ଡ (ବାଳିକା)…

ଅମ୍ଳଜାନ ବିନା କେବଳ ଏହି ଜୀବ ବଂଚିପାରେ

ନୂଆଦିଲ୍ଲୀ: ଧରାପୃଷ୍ଠରେ ଅମ୍ଳଜାନ ବିନା ବଂଚିବା ପ୍ରାୟତଃ ଅସମ୍ଭବ ମନେ କରାଯାଇଥାଏ । ବୈଜ୍ଞାନିକମାନେ ଦୀର୍ଘ ଦିନର ଗବେଷଣା ପରେ ଏପରି ଏକ ଜୀବକୁ ଖୋଜି ବାହାର କରିଛନ୍ତି ଯାହାକି ଅମ୍ଳଜାନ ବିନା ବଂଚିପାରେ । ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଜୀବର ନାମ…

ଭକ୍ତଙ୍କ ପ୍ରତି ସେବାୟତଙ୍କ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆଣିବାକୁ ନିବେଦନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଗତ 17 ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଥିବା ବେଳେ, ପ୍ରକଳ୍ପ ଉଦ୍ଘାଟନ ନେଇ ସାରା ରାଜ୍ୟରେ ଅର୍ପଣ ରଥ ଘୁରି ବୁଲିଥିଲା । ଏହା ମାଧ୍ୟମରେ ରାଜ୍ୟର କୋଣ ଅନୁକୋଣରୁ ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଚାଉଳ, ଗୁଆ ଓ ଟଙ୍କା…

ୱାନ ନେସନ ୱାନ ଇଲେକ୍ସନ ସପକ୍ଷରେ ଅଛନ୍ତି ୮୧ପ୍ରତିଶତ ଲୋକ

ନୂଆଦିଲ୍ଲୀ: ୱାନ ନେସନ ୱାନ ଇଲେକ୍ସନ ସପକ୍ଷରେ ଅଛନ୍ତି ୮୧ପ୍ରତିଶତ ଲୋକ। ଏନେଇ କରାଯାଇଥିବା ଏକ ସର୍ବେ‍କ୍ଷଣରୁ ୨୧ପ୍ରତିଶତ ଲୋକଙ୍କ ମତାମତ ନିଆଯାଇଛି। ୪୬ଟି ରାଜନୈତିକ ଦଳ ମଧ୍ୟରୁ ୧୭ ଟି ରାଜନୈତିକ ଦଳ ମଧ୍ୟ ଏ ସମ୍ପର୍କରେ ନିଜର ମତ ଦେଇଛନ୍ତି। ଏନେଇ ଏକ ସରକାରୀ ବିବୃତ୍ତିରେ ସୂଚନା…

ରାତିଯାକ ପାର୍ଟି କରି ଅସୁସ୍ଥ ମ୍ୟାକ୍ସୱେଲ ଡାକ୍ତରଖାନାରେ ଭର୍ତି, ତଦନ୍ତ କରିବ ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଧୂରନ୍ଧର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟିରେ ଯୋଗ ଦେବା ପରେ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମ୍ୟାକ୍ସୱେଲ ଅତ୍ୟଧିକ ମଦ୍ୟପାନ କରିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା…