ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରିଲେ କୋହଲି
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓହରି ଯାଇଛନ୍ତି । ସେ ବ୍ୟକ୍ତିଗତ କାରଣ ଯୋଗୁ ଏଥିରୁ ଓହରିଛନ୍ତି । ଚୟନ କମିଟି ଖୁବ ଶୀଘ୍ର କୋହଲିଙ୍କ ବଦଳ ଖେଳାଳି ଚୟନ କରିବ । ରିପୋର୍ଟ ମୁତାବକ ରିଙ୍କୁ ସିଂ, ସରଫରାଜ ଖାଁ ଓ ରଜତ…