Latest Odisha News

BREAKING NEWS

ଜାନୁଆରୀ ୨୨: କେନ୍ଦ୍ର ପରେ ରାଜ୍ୟ ଅଧା ଦିନ ଛୁଟି ଘୋଷଣା କଲା

ଭୁବନେଶ୍ୱର: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବାକୁ ଥିବା ବେଳେ ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଧା ଦିନଛୁଟି ଘୋଷଣା କରିଛନ୍ତି। ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଅତିରିକ୍ତ…

କ୍ରିଜରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ତାଳିରେ କମ୍ପିଲା ପଡ଼ିଆ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ସଚିନ ତେନ୍ଦୁଲକରଙ୍କ ପ୍ରଶଂସକମାନେ ଏବେ ବି ତାଙ୍କୁ ପଡ଼ିଆରେ କ୍ରିକେଟ୍ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି। ପ୍ରଶଂସକଙ୍କ ଏହି ଇଚ୍ଛା ଗୁରୁବାର ଦିନ ସଚିନ ତେନ୍ଦୁଲକର…

ଡଙ୍ଗା ବୁଡ଼ି: ୧୪ ଜଣ ପିଲା ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ, ଦୁର୍ଘଟଣା ପାଇଁ ଦାୟୀ କିଏ?

ଭଦୋଦରା: ଗୁଜରାଟର ଭଦୋଦରା ଜିଲ୍ଲାର ହରନି ହ୍ରଦରେ ଗୁରୁବାର ଏକ ଡଙ୍ଗା ବୁଡ଼ି ଯିବାରୁ ୧୪ ଜଣ ପିଲା ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଦୁଃଖ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ ସ୍କୁଲ ପିଲାମାନେ ବୋଟିଂ…

କୋଚିଂ ସେଣ୍ଟରର ମନମାନି ଉପରେ ଲାଗିବ ରୋକ୍, କେନ୍ଦ୍ରର ମାର୍ଗଦର୍ଶିକାକୁ ସବୁଠି ସ୍ବାଗତ

ଭୁବନେଶ୍ବର: କୋଚିଂ ସେଣ୍ଟରରେ ୧୬ ବର୍ଷରୁ କମ୍ ପିଲାଙ୍କ ନାମଲେଖା ଉପରେ କେନ୍ଦ୍ର ସରକାରଙ୍କ କଟକଣାକୁ ଅଭିଭାବକମାନେ ସ୍ୱାଗତ କରିଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ କୋଚିଂ ସେଣ୍ଟର ନିୟନ୍ତ୍ରଣ ପାଇଁ ଶିକ୍ଷା…

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଖଣ୍ଡନ କଲା ଓସେପା

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିବିଟି)ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବହୁ ସଂଖ୍ୟକ ପରୀକ୍ଷାର୍ଥୀ ଗୁରୁବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) କାର୍ଯ୍ୟାଳୟ ସମ୍ମୁଖରେ…

ଆହତ ସୈନିକଙ୍କୁ ଉଦ୍ଧାର କରିବା ପାଇଁ ରୁଷ ପ୍ରସ୍ତୁତ କଲା ରୋବୋଟ ଆମ୍ବୁଲାନ୍ସ

ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ରୁଷର ଅନେକ ସୈନିକ ଗୁରୁତର ଆହତ ହେଉଥିଲେ ମଧ୍ୟ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବ ସମ୍ଭବପର ହେଉ ନ ଥିଲା । ଏବେ ଏଥିପାଇଁ ଏକ ସ୍ୱତନ୍ତ୍ର ରୋବଟ ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇଛି । ଏହାର ପଛରେ ଏକ ସ୍ଲାଇଡର ଲାଗିଛି । ସୈନିକ ଏହା ଉପରେ ଶୋଇଲେ…

ରୋହିତ ସ୍ପଷ୍ଟ କଲେ, ଟି୨୦ ବିଶ୍ୱକପ ପାଇଁ ଟିମ ରଣନୀତି ପ୍ରସ୍ତୁତ ହୋଇନି

ବାଙ୍ଗାଲୋର: ଆଫଗାନିସ୍ତାନ ବିପକ୍ଷରେ ଭାରତ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ କ୍ଲିନ ସୁଇପ କରିଛି । ୨ଟି ମ୍ୟାଚରେ ଶୂନରେ ଆଉଟ ହେବା ପରେ ରୋହିତ ବିସ୍ଫୋରକ ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ଏହି ଅବସରରେ ରୋହିତ ଆଗାମୀ ଟି୨୦ ବିଶ୍ୱକପ ପାଇଁ ଦଳ ସମ୍ପର୍କରେ ସୂଚନା…

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ। ଏହି…

ଶିକ୍ଷା ବ୍ୟବସ୍ଥାକୁ ଘରୋଇକରଣ କରି ଛାତ୍ରଛାତ୍ରୀଙ୍କୁ ଶୋଷଣ କରୁଛି ବିଜେଡି ସରକାର: ବିଜେପି

ଭୁବନେଶ୍ୱର: ସରକାରୀ ବୈଷୟିକ ମହାବିଦ୍ୟାଳୟକୁ ଘରୋଇକରଣ କରିବା ପ୍ରସଙ୍ଗ ରେ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ସରକାରୀ ବୈଷୟିକ ମହାବିଦ୍ୟାଳୟକୁ ଘରୋଇକରଣ…

ଆହୁରି ସହଜ ହେବ ଜଗା ଦର୍ଶନ, ପୁରୀକୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟରେ ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍ ଗୁଡିକ ଜିଲ୍ଲା ସଦରମହକୁମା ରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା’ ମାନଙ୍କ…