ବୌଦ୍ଧରେ ମାଓ କ୍ୟାମ୍ପରେ ଚଢାଉ, ବିସ୍ଫୋରକ ସାମଗ୍ରୀ ଜବତ କଲା ସୁରକ୍ଷାବାହିନୀ
ବୌଦ୍ଧ: ଜିଲ୍ଲାର ବୁଢ଼ାଖୋଲ ଜଙ୍ଗଲରେ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (ଏସଓଜି) ଓ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (ଡିଭିଏଫ୍)ର ଯବାନ ମିଳିତ କୁମ୍ବିଂ ଅପରେସନ୍ କରିଛନ୍ତି। ନକ୍ସଲଙ୍କ ସହ ଗୁଳି ବିନିମୟ ପରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ଗୋଳାବାରୁଦ ଜବତ ହୋଇଛି। ଏହାପରେ ମାଓ…