Latest Odisha News

BREAKING NEWS

ଶିଶୁ ଶ୍ରମିକ ରଖିବେନି ଉଠାଦୋକାନୀ, ଦେବାକୁ ପଡ଼ିବ ଅଣ୍ଡରଟେକିଂ

ଭୁବନେଶ୍ବର: ଶିଶୁ ଶ୍ରମିକ ନିରୋଧୀ ଆଇନ ଥାଇ ବି ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛି । ଆଇନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି । ଫଳରେ ସେମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ଏଣୁ ବଢ଼ୁଥିବା ଶିଶୁ…

ଓଏଏସ୍ ସ୍ତରରେ ଅଦଳବଦଳ, ୧୨ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ବର: ୧୨ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ରନାଥ କରଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି । ଝାରସୁଗୁଡ଼ା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଶରଣ ରକ୍ଷଣ ମହାବାହୁ ବୋଲି ଆମ୍ଭେମାନେ କହିଥାଉ। ଅର୍ଥାତ ଯିଏ (ଭକ୍ତ )ତାଙ୍କର ଶରଣ ନିଏ, ତାକୁ ଶ୍ରୀଜଗନ୍ନାଥ ନିଶ୍ଚୟ ରକ୍ଷା କରନ୍ତି। ଏଠାରେ ପ୍ରଶ୍ନ ଉଠେ କେବଳ

ଟି୨୦ କ୍ରିକେଟରେ ସର୍ବାଧିକ ୱିକେଟ ହାସଲ କଲେ ଟିମ ସୌଥୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଅଭିଜ୍ଞ ପେସ ବୋଲର ଟିମ ସୌଥୀ ଆନ୍ତର୍ଜାତୀୟ ଟି୨୦ କ୍ରିକେଟ ଇତିହାସରେ ନୂତନ ଅଧ୍ୟାୟ ଯୋଡିଛନ୍ତି । ସେ ପ୍ରଥମ ପୁରୁଷ କ୍ରିକେଟର ଭାବେ ୧୫୦ ୱିକେଟ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପାକିସ୍ତାନ ବିପକ୍ଷ ଟି୨୦ ମ୍ୟାଚରେ ସେ ୪ଟି ୱିକେଟ ହାସଲ କରି ଏହି…

ଶ୍ରୀନଅରରେ ସମ୍ପନ୍ନ ହେଲା ଗଜପତିଙ୍କ ଆଚାର୍ଯ୍ୟବରଣ ନୀତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ କାର୍ଯ୍ୟ ପାଇଁ ସରିଲା ଆଚାର୍ଯ୍ୟ ବରଣ । ଆଜି ସନ୍ଧ୍ୟା ୫ ଟା ରୁ ୬ ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟ ବରଣ କରିବା ସହ ଗୁଆ ଟେକିଛନ୍ତି । ସନ୍ଧ୍ୟା 6 ଟା ରୁ ରାତି 8 ଟା ମଧ୍ୟରେ ଅଙ୍କୁରରୋପଣ ହେବ ।…

ମୋବାଇଲ ଉପଭୋକ୍ତାଙ୍କୁ ସତର୍କ କଲା ଟେଲିକମ ବିଭାଗ, ଡାଏଲ କରନ୍ତୁ ନାହିଁ ଏହି ନମ୍ବର

ନୂଆଦିଲ୍ଲୀ: ଭାରତର ଲକ୍ଷ ଲକ୍ଷ ମୋବାଇଲ ଫୋନ୍ ୟୁଜରଙ୍କୁ ସତର୍କ ସୂଚନା ଜାରି କରିଛି ଟେଲିକମ୍ ବିଭାଗ। ମୋବାଇଲ ଫୋନ୍ ବ୍ୟବହାରକରୀ '*୪୦୧#' ଏବଂ ପରେ ଏକ ଅଜଣା ନମ୍ବର ଡାଏଲ୍ କରିବା ପୂର୍ବରୁ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଠକେଇରେ ଫସିବା ଦ୍ୱାରା ଡାଏଲ ହେଉଥିବା…

ପୁଞ୍ଚ ସେକ୍ଟରରେ ସେନା ଗାଡ଼ି ଉପରେ ଆତଙ୍କୀ ହମଲା, ଚାଲିଛି ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପୁଣି ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ। ଆଜି ସନ୍ଧ୍ୟାରେ ପୁଞ୍ଚ ଜିଲ୍ଲାର କ୍ରିଷ୍ଣା ଘାଟି ନିକଟରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।…

ମାଲେସିଆ ଓପନ ବ୍ୟାଡମିଂଟନ: ସେମିରେ ସାତ୍ୱିକସାଇାଜ-ଚିରାଗ

କୁଆଲାଲମ୍ପୁର: ଭାରତୀୟ ଯୋଡି ସାତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଚଳିତ ମାଲେସିଆ ଓପନ ବ୍ୟାଡମିଂଟନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ସାଇରାଜ-ଚିରାଗ ଚୀନର ରେନ ଜିୟାଙ୍ଗ ୟୁ ଓ ଜି ଟିଙ୍ଗ ଯୋଡୀଙ୍କୁ ୨୧-୧୧ ଓ ୨୧-୮ରେ ପରାସ୍ତ କରିଥିଲେ…

୨୦୨୪ ଇତିହାସର ସବୁଠାରୁ ବଡ ନିର୍ବାଚନ ବର୍ଷ: ୬୩ଟି ଦେଶରେ ନିର୍ବାଚନ, ବିଶ୍ୱର ୪୯% ଲୋକ ଦେବେ ଭୋଟ୍

ନୂଆଦିଲ୍ଲୀ: ୨୦୨୪ ବିଶ୍ୱର ଗଣତାନ୍ତ୍ରିକ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ । ଚଳିତ ବର୍ଷ ୬୩ ଟି ଦେଶରେ ଓ ୟୁରୋପୀୟ ୟୁନିଅନରେ ରାଷ୍ଟ୍ରପତି କିମ୍ବା ସଂସଦୀୟ ନିର୍ବାଚନ ହେବ। ବିଶ୍ୱର ମୋଟ ଜନସଂଖ୍ୟାର ୪୯% ଭୋଟ୍ ଦେବେ । ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ…

ରାଜ୍ୟ ନିର୍ବାଚନ କମିଟି ଘୋଷଣା କଲା ଏଆଇସିସି

ଭୁବନେଶ୍ୱର: ଆସନ୍ତା ୨୦୨୪ ଲୋକସଭା ଓ ବିଧାନ ସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି । ଏଆଇସିସି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି । ଏନେଇ ଏଆଇସିସିର ସାଧାରଣ…