Latest Odisha News

BREAKING NEWS

୪ ବର୍ଷର ପୁଅକୁ ମାରିବାକୁ ସିଇଓ ମା’ କଫ୍ ସିରଫ ଆଣିଥାଇପାରନ୍ତି: ପୋଲିସ

ପାଣାଜି: ୪ ବର୍ଷର ପୁଅର ମୃତଦେହକୁ ସୁଟକେସ୍ ରେ ନେଇ ଗୋଆରୁ ଫେରାର ହେଉଥିବା ବେଳେ ନାଟକୀୟ ଭାବେ ଗିରଫ ହୋଇଛନ୍ତି। ହତ୍ୟାର କାରଣ ଖୋଜା ଚାଲିଛି। ଏହି ହତ୍ୟାକାଣ୍ଡ ହଠାତ ଘଟିଛି ମା ଯୋଜନାବଦ୍ଧ ସେ ନେଇ ତଦନ୍ତ ଚାଲିଛି। ଏହାରି ଭିତରେ ପୋଲିସ କହିଛି, ଏଭଳି କିଛି ପ୍ରମାଣ ମିଳିଛି ତାହା…

ଭୋଜିରୁ ତୁମୁଳକାଣ୍ଡ, ଗୁଳିମାଡରେ ସମିତି ସଭ୍ୟ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ପଞ୍ଚାୟତ ଗରେଇଝୁଳି ଗାଁରେ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଭୋଜି ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏହି ଗୁଳିମାଡରେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଜଣକ…

ଖଣି ଦୁର୍ନୀତି: ରୋହିତ କହିଲେ ନିର୍ବାଚନରେ ହାରିବା ଭୟରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ଜୟନାରାୟଣ

ଭୁବନେଶ୍ୱର: ଓଡ଼ିଶାରେ ଖଣି ଦୁର୍ନୀତି ଅଭିଯୋଗ ଆଣିଥିବା ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଶାସକ ଦଳ ବିଜୁ ଜନତା ଦଳ (ବିଜେଡି)ର ନେତା ରୋହିତ ପୂଜାରୀ। ଆଗାମୀ ନିର୍ବାଚନରେ ହାରିବା ଭୟରେ ସମ୍ବଲପୁର…

ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଆପତ୍ତିଜନକ ମନ୍ତବ୍ୟ, ବିଜେଡି ବିରୋଧରେ ଏତଲା ଦେଲା ବିଜେପି

ଭୁବନେଶ୍ୱର: ବିଜୁ ଜନତା ଦଳ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି (ବିଜେପି) ଶାସକ ଦଳ ବିରୋଧରେ ଥାନାରେ ଅଭିଯୋଗ କରିଛି। ବିଜେଡିଆଇଟି ସେଲ୍ ଦ୍ୱାରା ପରିଚାଳିତ ଏକ ଫେସ୍ ବୁକ୍ ହ୍ୟାଣ୍ଡେଲରେ…

ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡର ଗନ୍ଧଳପଡ଼ା ଲୁହା ଖଣିର ପରିବେଶ ମଞ୍ଜୁରି ପାଇଁ ଜନଶୁଣାଣି

ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ ଅନ୍ତର୍ଗତ ଗନ୍ଧଳପଡ଼ାଠାରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡର ଗନ୍ଧଳପଡ଼ା ଲୁହା ଖଣିର ପରିବେଶ ମଞ୍ଜୁରି ପାଇଁ ବୁଧବାର ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ଗନ୍ଧଳପଡ଼ା, ଗୁଆଳି ଓ ବରପଡ଼ାଠାରେ ୨୪୧.୧୦…

ବିଧାୟକ ପ୍ରାର୍ଥୀ ନୁହେଁ ବରଂ ସାଂସଦ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିଛି: ଜୁଏଲ ଓରାମ

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ସାଂସଦ ଜୁଏଲ ଓରାମଙ୍କୁ ବିଜେପି କହିପାରେ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଦଳର ଏହି ବରିଷ୍ଠ ଆଦିବାସୀ ନେତା କିନ୍ତୁ କହିଛନ୍ତି, ସୁନ୍ଦରଗଡ଼ରୁ ଶେଷ ଲୋକସଭା ନିର୍ବାଚନ ଲଢ଼ିବାକୁ ସେ ଇଚ୍ଛା ରଖିଛନ୍ତି। ଆଗାମୀ ନିର୍ବାଚନରେ…

ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ, ୪ ବର୍ଷରେ ୨୪୩ କୋଟିର ଦୁର୍ନୀତି ଅଭିଯୋଗ

କଟକ: ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଛନ୍ତି ହାଇକୋର୍ଟ । ଖଣି ବିଭାଗର ବିଜ୍ଞପ୍ତି ଉପରେ ବୁଧବାର ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ବାଲି ଉତ୍ତୋଳନ ପାଇଁ ଗତ ୨୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ । ଫଳରେ ବାଲିକୁ ନେଇ ରାଜ୍ୟରେ ଏବେ ଗୁରୁତର ପରିସ୍ଥିତି ସୃଷ୍ଟି…

ଭାଷା ଭାଗବତ : ପାରସ୍ପରିକ ସହଯୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଦ୍ୟାକୁ କରିଲେ ବିବାଦ ବ୍ୟକ୍ତିକୁ ମିଳେ ଅପବାଦ ହେଲେ କଳହପରାୟଣ ଜ୍ଞାନୀଂକ ମାନ ହୁଏ ନ୍ୟୂନ ଯେ ହୁଏ ସ୍ବଭାବେ କଳିହା ଖୋଜିପାଏନି ସିଧା ରାହା କାନେ ଶୁଭିଲେ ' ଆହା ଆହା ' ତା ମନ ବୁଝେ ' ୱାହା ୱାହା ' ନିଜକୁ ଯେ ସର୍ବଜ୍ଞ…

ସରିଲା ଚନ୍ଦକା-ଡମପଡା ଅଭୟାରଣ୍ୟ ପକ୍ଷୀ ଗଣନା, ଗତବର୍ଷ ତୁଳନାରେ ୬,୧୬୫ କମ୍ ଆସିଛନ୍ତି

ଭୁବନେଶ୍ବର: ଶେଷ ହେଲା ଚନ୍ଦକା-ଡମପଡା ଅଭୟାରଣ୍ୟରେ ପକ୍ଷୀ ଗଣନା । ତେବେ ଚଳିତବର୍ଷ ୧୬ ହଜାର ୬୭୫ ପକ୍ଷୀ ଆସିଥିବା ଜଣାପଡିଛି । ହେଲେ ଗତବର୍ଷ ଅପେକ୍ଷା ଚଳିତବର୍ଷ କମ ସଂଖ୍ୟାକ ପକ୍ଷୀ ଆସିଥିବା ଏହି ଗଣନା ରୁ ଜଣାପଡିଛି । ଗତବର୍ଷ ଅଭୟାରଣ୍ୟ କୁ ୨୨ ହଜାର ୮୪୦ ପକ୍ଷୀ ଆସିଥିଲେ । ଏଥର…

ଶ୍ରଦ୍ଧା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଦେବଭୂମି ଭାରତ, ଯାହାର ମାଟିରେ ତିଳକ କରାଯାଏ । ଯେଉଁ ଭୂମିର ନଦୀକୁ ସଦା ନମନ କରାଯାଏ । ସେହି ମାଟିରେ ଆମେ ଶ୍ରଦ୍ଧା ଆସ୍ଥା ଏବଂ ବିଶ୍ୱାସ ରଖି କାର୍ଯ୍ୟ କରିବା ଉଚିତ୍ । ଯାଚକ ମନରେ ଶ୍ରଦ୍ଧା ଓ ବିଶ୍ୱାସ ରହିବା ସହିତ ଭକ୍ତି…