Latest Odisha News

BREAKING NEWS

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ନେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ l ଦୀର୍ଘ ବର୍ଷ ପରେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ବେଶ ଖୁସି ଓ ଭାବବିହ୍ୱଳ ହୋଇଛନ୍ତି ଶ୍ରୀଯୁକ୍ତ ସ୍ୱାୱନ୍ତ । ଗୋଆର ଅର୍ଥନୀତିର ବିକାଶ ସହ ଗୋଆ ଅଧିବାସୀଙ୍କ ପାଇଁ ମହାପ୍ରଭୁଙ୍କ…

ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ: ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତା ହାତୀର ମୃତ୍ୟୁ । ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଗତକାଲି ବୌଦ୍ଧରୁ ଆସିଥିଲା ଅସୁସ୍ଥ ଦନ୍ତା ହାତୀ । ମୃତ ହାତୀଟିର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତେବେ ଦନ୍ତା ହାତୀଟିର…

ବାରି ବଗିଚାରେ ମିଳୁଥିବା ଏକ ସାଧାରଣ ଫୁଲ ଗଛରୁ ମିଳିପାରେ କର୍କଟ ଭଳି ଭୟଙ୍କର ରୋଗରୁ ନିସ୍ତାର । ଜାଣନ୍ତୁ…

ଭୁବନେଶ୍ଵର: ଆଜିକା ସମୟରେ ଅଧିକାଂଶ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତି । ପାଗ ବଦଳିବା ହେତୁ ଜ୍ଵର, ଥଣ୍ଡା, କାଶ, ସଂକ୍ରମଣ ଭଳି ରୋଗ ବି ଲାଗି ରହିଛି । ଏମିତିରେ ରୋଗରୁ ଇମ୍ୟୁନିଟି ପାୱାର୍ ବା ରୋଗ ପ୍ରତିରୋଧକ କ୍ଷମତା ବି ଦୁ୍ର୍ବଳ ହୋଇ ଯାଇଥାଏ । ତେବେ ଶରୀରରେ ଇମ୍ୟୁନ୍ ପାୱାର୍ କୁ…

ମୋ ଲେଖାର ପ୍ରକାଶିତ ରୂପ ମୋ ସାହିତ୍ୟ ସର୍ଜନାର ପ୍ରେରଣା : ସ୍ଵାଗତିକା ସାହୁ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସ୍ଵାଗତିକ ସାହୁ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ଓଡିଶା ରାଜସ୍ଵ ଅମଲା ସଂଘର ଦାବି ପୂରଣ କଲେ ରାଜ୍ୟ ସରକାର

ଭୁବନେଶ୍ଵର: ଓଡ଼ିଶା ରାଜସ୍ବ ଅମଲା ସଂଘର ୨୦୧୭ ମସିହା ଠାରୁ  ବହୁ ପ୍ରତୀକ୍ଷିତ  ପୃଥକ ପାହ୍ୟା (Separate Cadre)ଦାବି ଆଜି ରାଜ୍ଯ ସରକାର ପୂରଣ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ  ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୬୯୮ ତା ୦୬.୦ ୧.୨୦୨୪ ରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି l…

ଶିଶୁ କବିତା : ଯାତରା ଦେଖା

ପୂଣ୍ୟପ୍ରଭା ଦେବୀ  ବୁଢ଼ା ଡାକି କହେ ବୁଢୀ ଲୋ ପିନ୍ଧିନେ ଭଲ ଶାଢୀ ଲୋ ବୁଲିବାକୁ ଯିବା ଝୁଲଣ ଯାତରା କିଣିବା ତୋ ପାଇଁ ଚୁଡ଼ି ଲୋ। ବୁଢ଼ା ବୁଢୀ ହୋଇ ସାଥିରେ ଗଲେ ସେ ଝୁଲଣ ରାତିରେ ଦେଖିଲେ ବସିଛି ଦୋକାନ ବଜାର କିଣା ବିକା ନାନା ଜାତିରେ। ବୁଢ଼ା ସିନା ନେଲା ବୁଢ଼ୀକି…

ଗଳ୍ପ : ଭରସା

ଅଳକା ମହାପାତ୍ର  ବାପାଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଆସିଥିଲେ ଅଶୋକବାବୁ । ସୁସ୍ଥହେବା ପରେ ଘରକୁ ଫେରୁଛନ୍ତି ବାପପୁଅ । ଠିକ ସମୟରେ ଷ୍ଟେସନରେ ଲାଗିଥିଲା ରେଳଗାଡ଼ି । ରାତିର ଖାଇବାସାରି ନିଜ ସ୍ଲିପରବଗିକୁ ଉଠିଥିଲେ ଦୁହେଁ । ବାପାଙ୍କୁ ତଳ ବର୍ଥରେ ଶୋଇବାକୁ ଦେଇ, ନିଜେ ଉପର ବର୍ଥକୁ…

କବିତା : କଥା ଥିଲା

ମିରିନା ମହାନ୍ତି  ସେଇଠି, ସେପାଖେ ଯୁକ୍ତଚିହ୍ନ ସହ ଲେଖା ହୋଇଥିଲା ଆମ ନାଁ । ଆଜି ସେଠି ଗାଢ ସବୁଜ ରଙ୍ଗର ଘନ କୁଞ୍ଜଲତା, ତା ଦେହରେ ନାଲି ନାଲି କୁନିଫୁଲ। ସେତେବେଳେ ଆକାଶଟା ବେଶି ନୀଳ ନୀଳ ଢେଉମାନେ ଧୋବ ଫରଫର ତୁମ ଆଖି ଥିଲା ଏତିକି ଗଭୀର ଯେ, ଏକାବେଳକେ ଲୁଚିଯାଏ…

ଭାଷା ଭାଗବତ : ଗୁରୁଂକ ଗୁରୁତ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯିଏ ବି ଶିଖେ ଯାହାଠାରୁ ସିଏ ହିଁ ବାସ୍ତବିକ ଗୁରୁ ତା ହେଉ ବ୍ୟକ୍ତି ଅବା ସ୍ଥିତି ଉନ୍ନତ କରେ ଲୋକମତି ଏ ସତ୍ୟ ହେବାରୁ ବିସ୍ମୃତ କମିଛି ଗୁରୁଂକ ଗୁରୁତ୍ବ ଏ ସତ୍ୟ ହେଲେ ଅନୁଭୂତ ବଢ଼ିବ ଗୁରୁଂକ ମହତ୍ତ୍ୱ ଜ୍ଞାନ, ବିଦ୍ୟା…

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ମନ୍ମଥନାଥ ଦାଶର ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। । ଏହି ଅବସରରେ ପ୍ରଫେସର କେ.ଏମ.ପାତ୍ର, ରଞ୍ଜିତା…