Latest Odisha News

BREAKING NEWS

ଆଇସିସି ନିୟମରେ ହେଲା ପରିବର୍ତନ: ଷ୍ଟମ୍ପିଂ ରିପ୍ଲେ ବେଳେ ବ୍ୟାଟ ସ୍ନିକ ଚେକ କରିବେନି ଥାର୍ଡ ଅମ୍ପାୟର

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ନିକଟରେ କେତେକ ନିୟମରେ ସାମାନ୍ୟ ପରିବର୍ତନ କରିଛି । ଥାର୍ଡ ଅମ୍ପାୟର ଷ୍ଟମ୍ପିଂ ରିପ୍ଲେ ଦେଖୁଥିବା ବେଳେ ବ୍ୟାଟ ସ୍ନିକ ଚେକ କରିପାରିବେ ନାହିଁ । ୧୨ ଡିସେମ୍ବର ୨୩ରୁ ଏହି ନିୟମ ଲାଗୁ କରାଯାଇଥିବା ବେଳେ ଏବେ ବିଧିବଦ୍ଧ ଭାବେ ଏହାର ଘୋଷଣା…

ନ୍ୟାୟ ସଂହିତା ଲାଗୁ ହେଲେ ମୁକ୍ତ ହେବେ ୮୨ ହଜାର କଏଦୀ

ନୂଆଦିଲ୍ଲୀ: ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ଭାରତୀୟ ପେନାଲ କୋଡ୍ ବା ଆଇପିସି ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା ବା ବିଏନସ ଲାଗୁ କରିବାକୁ ଯୋଜନା ଚାଲିଛି । ଗଣତନ୍ତ୍ର ଦିବସ ଅର୍ଥାତ ୨୬ଜାନୁଆରୀ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି ହେବା…

ଆମେ ଦୁଇଜଣ ପରସ୍ପର ପାଇଁ କେବେ ମା‘ ତ କେବେ ଛୁଆ ବନି ନିଜକୁ ସମ୍ଭାଳୁଛୁ; ଜାହ୍ନବୀ  

ମୁମ୍ବାଇ; କଫି ଉଇଥ୍ କରଣ ସିଜନ-୮ର ଏକାଦଶ ଅଧ୍ୟାୟରେ ଦୁଇ ବଲିଉଡ ଅଭିନେତ୍ରୀ ତଥା ଭଉଣୀ ଜାହ୍ନବୀ କପୁର ଓ ଖୁସି କପୁର ଶୋ’ର ଅତିଥି ଭାବରେ ନଜର ଆସିଥିଲେ। ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ପେସାଦାର ଜୀବନ ପର୍ଯ୍ୟନ୍ତ, ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ଦୁଇ ଭଉଣୀ। ନିଜ ମା’…

ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଡବ୍ଲ୍ୟୁଟିସି ପଂଏଟ ଟେବୁଲରେ ଶୀର୍ଷକୁ ଉଠିଲା ଭାରତ

କେପଟାଉନ: ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୭ ୱିକେଟରେ ପରାଜିତ କରିଛି । ଏହାର ଫାଇଦା ଟିମଇଣ୍ଡିଆକୁ ମିଳିଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଭାରତ ଷଷ୍ଠ ସ୍ଥାନରୁ ସିଧାସଳଖ ଶୀର୍ଷ ସ୍ଥାନରେ ପଂହଚିଛି । ଭାରତ ନିକଟରେ ୫୪.୧୬ ପ୍ରତିଶତ ଅଙ୍କ ରହିଛି ।…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ସର୍ବଦଳୀୟ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏହି ବୈଠକ କରାଯାଇଛି। ଏଥିରେ ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର…

ଲାଞ୍ଚ ନେଇ ଯାଉଥିଲେ ଫରେଷ୍ଟ ଗାର୍ଡ, ମାଡ଼ିବସିଲା ଭିଜିଲାନ୍ସ 

ନବରଙ୍ଗପୁର ; ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଫରେଷ୍ଟ ଗାର୍ଡ।  ଫରେଷ୍ଟ ଗାର୍ଡ ଜଣକ ହେଉଛନ୍ତି ବିନାୟକ ସୋରି। ସେ  ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥପୁର ବିଟରେ ଫରେଷ୍ଟ ଗାର୍ଡ ଭାବରେ କାମ କରୁଛନ୍ତି।  ସୂଚନା ଅନୁସାରେ ଫରେଷ୍ଟ ଗାର୍ଡ ବିନାୟକ ସୋରି ଖାତିଗୁଡା…

ଚାରା ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ : ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଚାରା ଦୁର୍ନୀତି ଅଭିଯୋଗ ଆଣି ବିଜେଡି ଉପରେ ବର୍ଷିଛନ୍ତି ଜିଲ୍ଲା ସଭାପତି ବାବୁ ସିଂ। ହକି ମହାକୁମ୍ଭ ବେଳେ ଗଛ ଲଗାଇ ସହରକୁ ସବୁଜମୟ କରିବା ନାଁରେ ରାଜ୍ୟ ସରକାର ବିରାଟ ଦୁର୍ନୀତି କରିଥିବା କହି ଟାର୍ଗେଟ କରିଛନ୍ତି । ଓଡ଼ିଶାର ମୁଖ କହିଲେ ଭୁବନେଶ୍ୱରକୁ ବୁଝାଏ, ଯଦି ଏଠାରେ…

ଟି୨୦ ବିଶ୍ୱକପ: ଜୁନ ୯ରେ ହୋଇପାରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଜୁନ ୯ରେ ପରସ୍ପରକୁ ଭେଟି ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । କାର୍ଯ୍ୟସୂଚୀ ଘୋଷଣା କରାଯାଇ ନ ଥିବାରୁ ଏହି ସମ୍ଭାବ୍ୟ ରିପୋର୍ଟର ସତ୍ୟତା ନେଇ ଓଡିଶା ସମ୍ବାଦ…

ଖୁବ୍ ଶୀଘ୍ର ବଣାଇଗଡ଼ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାଇଲିସିସ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଡାକ୍ତରଖାନାରେ ହେମୋ ଡାଇଲିସିସ୍ ସୁବିଧା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୃକକ୍ ଜନିତ ସମସ୍ୟା ଦେଇ ଗତି କରୁଥିବା ରୋଗୀମାନେ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ। ଗଲା ମାର୍ଚ୍ଚ ୨୦୨୩ ରେ…

ଶକ୍ତିଶାଳୀ ହେବ ପ୍ରତିରକ୍ଷା ବାହିନୀ: ସାମିଲ ହେବ ସ୍ବଦେଶୀ ମ୍ୟାନ-ପୋର୍ଟେବଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ

ନୂଆଦିଲ୍ଲୀ: ଆହୁରି ମଜବୁତ୍ ହେବ ଭାରତୀୟ ପ୍ରତିରକ୍ଷା ବାହିନୀ । ଶତ୍ରୁ ପକ୍ଷର ବିମାନ, ଡ୍ରୋନ, ହେଲିକପ୍ଟରକୁ ଧ୍ବଂସ କରିବା ଲାଗି ବିକଶିତ ହେବ ସ୍ବଦେଶୀ ମ୍ୟାନ-ପୋର୍ଟେବଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । ଏହା ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯିବ। ଅତି ନିକଟରୁ…