Latest Odisha News

BREAKING NEWS

କିଛି ଦିନର ଅନ୍ତରାଳ ପରେ ମୁହଁ ଖୋଲିଲେ ସୌମ୍ୟ, କହିଲେ ଆଉ ନିର୍ବାଚନ ଲଢିବିନାହିଁ

ଭୁବନେଶ୍ଵର: କିଛି ଦିନର ଅନ୍ତରାଳ ପରେ ମୁହଁ ଖୋଲିଲେ ସୌମ୍ୟ । ଖୋର୍ଦ୍ଧାରେ ସ୍ଵର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇ ସୌମ୍ୟ କହିଛନ୍ତି-  ଓଡିଶାକୁ ଭଲପାଇବାର କିଛି ନମୁନା ଯଦି ଖୋଜିବାକୁ ଚାହାଁନ୍ତି ମୁଁ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସେଥିପାଇଁ…

ବୈଦେଶିକ ମନ୍ତ୍ରଣାଳୟର ନୂଆ ମୁଖପାତ୍ର ହେଲେ ରଣଧୀର ଜୈସୱାଲ, ଅରିନ୍ଦମ ବାଗଚିଙ୍କୁ ଏହି ବଡ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ନୂଆ ମୁଖପାତ୍ର ହେଲେ ରଣଧୀର ଜୈସୱାଲ । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମୁଖପାତ୍ର ଭାବରେ କାର୍ଯ୍ୟ କରୁଥିବା ଅରିନ୍ଦମ ବାଗଚି ଙ୍କୁ ଆଉ ଏକ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି । ଏନେଇ ଅରିନ୍ଦମ ବାଗଚି ତାଙ୍କ…

ବଲାଙ୍ଗୀର ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ: ଲୋକାର୍ପିତ ହେଲା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ

ବଲାଙ୍ଗୀର: ବଲାଙ୍ଗୀର ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ । ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ କରିବା ସହ ୩୦୫ କୋଟି ଟଙ୍କାରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ୨ ହଜାର ୨୨୦ କୋଟି…

ଜିଲ୍ଲାପାଳଙ୍କୁ କ୍ଷମତାରୁ ହଟାଇ ଦେଲେ ମୁଖ୍ୟମନ୍ତ୍ରୀ, ଟ୍ରକ ଚାଳକଙ୍କୁ ଗାଳି କରି ଚର୍ଚ୍ଚାରେ ଥିଲେ

ନୂଆଦିଲ୍ଲୀ: ହିଟ ଆଣ୍ଡ ରନ ମାମଲାରେ ସରକାର ଆଣିଥିବା ନୂଆ ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଟ୍ରକ ଚାଳକ। ତେବେ ମଧ୍ୟପ୍ରଦେଶରେ ଆନ୍ଦୋଳନରତ ଟ୍ରକ ଚାଳକଙ୍କୁ ଦୁର୍ବ୍ୟବହାର କରିବା ଜିଲ୍ଲାପାଳଙ୍କ ପାଇଁ ମହଙ୍ଗା ପଡ଼ିଲା। କ୍ଷମା ପ୍ରାର୍ଥନା କରିବା ସତ୍ତ୍ୱେ ଜିଲ୍ଲାପାଳ କିଶୋର…

ଏମିତି ବି ଆସେ ମୃତ୍ୟୁ, ଟ୍ରେନିଂ ଚାଲିଥିବାବେଳେ ଟଳିପଡିଲେ ହୋମଗାର୍ଡ

ଭୁବନେଶ୍ୱର: ଭୁବନେଶ୍ୱର ରିଜର୍ଭ ଅଫିସ୍ ରେ ଅଘଟଣ । ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ମୃତ ହୋମଗାର୍ଡ ଜଣଙ୍କ ହେଲେ ବାସୁଦେବ ମାନସିଂହ । ବାସୁଦେବ ଏୟାରଫିଲ୍‌ଡ ଥାନାରେ ଡ୍ୟୁଟି କରୁଥିଲେ । ରିଫ୍ରେସର କୋର୍ସ ପାଇଁ ଟ୍ରେନିଂ ନେଉଥିବାବେଳେ ହୋମଗାର୍ଡ ବାସୁଦେବ ଙ୍କ ର…

ବହୁ ସମସ୍ୟା ଭିତରେ ଚାଲିଛି ଖଡ଼ିଆଳ ସରକାରୀ ମୋଡେଲ ଡିଗ୍ରୀ କଲେଜରେ ପାଠପଢା, ଅଧ୍ୟାପକ ନିଯୁକ୍ତି ପାଇଁ ଦାବି

ନୂଆପଡ଼ା: ପ୍ରତି କଲେଜରେ ଯୁବ ଓଡିଶା କାର୍ଯ୍ୟକ୍ରମ କରିବାରେ ଏବେ ବ୍ୟସ୍ତ ଅଛନ୍ତି ରାଜ୍ୟ ସରକାର l ହେଲେ କଲେଜ ସମସ୍ୟା ପ୍ରତି ତିଳେ ମାତ୍ର ନିଘା ନାହିଁ । ନୂଆପଡା ଜିଲ୍ଲା ଖଡ଼ିଆଳ ସରକାରୀ ମୋଡେଲ ଡିଗ୍ରୀ କଲେଜରେ ବର୍ଷ ବର୍ଷ ଧରି ନାହାନ୍ତି ଆବଶ୍ୟକ ଅଧ୍ୟାପକ l ଖଡ଼ିଆଳ ଠାରେ ୨୦୧୬…

ଐତିହାସିକ ଟାଇମ ସ୍କୋୟାର ବିଲବୋର୍ଡରେ ପ୍ରଦର୍ଶିତ ହେଲା ଓଡ଼ିଆଫିଲ୍ମ ‘ଡ଼ିଅର ପୁରୁଷ’ ର ଟ୍ରେଲର

ଭୁବନେଶ୍ଵର: ଖ୍ୟାତନାମା ନିର୍ଦ୍ଦେଶକ ଜିତ୍ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର 'ଡ଼ିଅର୍ ପୁରୁଷ'ର ଟ୍ରେଲର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଆମେରିକା, ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇ ଇତିହାସ ସୃଷ୍ଟି କରିଛି। ଯାହା…

ରାଜ୍ୟରେ ଆଉ ୫ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୭ କୁ ବୃଦ୍ଧି

ଭୁବନେଶ୍ବର: ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମଧ୍ୟ ଧୀରେ ଧୀରେ ଉପରମୁହାଁ ହେଉଛି ସଂକ୍ରମିତଙ୍କ ଗ୍ରାଫ । ଆଜି ମଧ୍ୟ ରାଜ୍ୟରେ ଆଉ ୫ ନୂଆ ଆକ୍ତାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମିତଙ୍କ…

ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଇଁ ରାବଣ ଦେଶରୁ ଆସିଛି ଜଳ, ଅନେକ ମୁସଲିମ ଦେଶରୁ ମଧ୍ୟ ଆସିଛି ଜଳ

ନୂଆଦିଲ୍ଲୀ: ଅଯୋଧ୍ୟା ମନ୍ଦିର ପାଇଁ ରାମଲାଲାର ମୂର୍ତ୍ତି ଚୂଡାନ୍ତ ହୋଇଛି । ଆସନ୍ତା ୧୭ ତାରିଖରେ ତାହା ସାର୍ବଜନୀନ ହେବ। ସେହି ଦିନ ଏକ ନଗର ଭ୍ରମଣ କାର୍ଯ୍ୟକ୍ରମ ମଧ୍ୟ ଅଛି | ଆସନ୍ତା ଜାନୁଆରୀ ୨୨ରେ ଭବ୍ୟ ଅଯୋଧ୍ୟା ମନ୍ଦିରରେ ପ୍ରଭୁ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବ । ସେଥିପାଇଁ…

ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା,ଡଙ୍ଗାରେ ଅଛନ୍ତି ୨୫ ଯାତ୍ରୀ

କୃଷ୍ଣପ୍ରସାଦ: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଛି ଡଙ୍ଗା । ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଫସି ରହିଲା ଡଙ୍ଗା । ଡଙ୍ଗାରେ ୨୫ ଯାତ୍ରୀ ଙ୍କ ସହ ୧୦ଟି ବାଇକ ଥିବା ସୂଚନା । ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ…