Latest Odisha News

BREAKING NEWS

ସମଲେଶ୍ବରୀ ମନ୍ଦିରକୁ ପାନ ଗୁଟୁଖା ମନା, ଖୁବଶୀଘ୍ର ଲାଗିବ କଟକଣା

ସମ୍ବଲପୁର: ମନ୍ଦିରର ସ୍ବଚ୍ଛତାକୁ ନେଇ ଏବେ ତତ୍ପରତା ଦେଖାଇଛନ୍ତି ରାଜ୍ୟସରକାର । ପ୍ରଥମେ ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ପରେ ଏବେ ସମ୍ବଲପୁରର ମାଆ ସମଲେଶ୍ୱରୀ ମନ୍ଦିରକୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ଚାଲିଛି ଅଭିଯାନ । ପୂର୍ବରୁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ପାନଗୁଟଖା…

ନର୍ସିଂ, ଫାର୍ମାସି ଓ ଆଲାଇଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନର୍ସିଂ, ଫାର୍ମାସି ଓ ଆନୁଷଙ୍ଗିକ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ଉନ୍ନତ ସେବା ଯୋଗାଇବା ଏବଂ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି…

ବନ୍ଦ ହୋଇଯିବ କଟକର ହରିଣ ପାର୍କ; ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟା

କଟକ: ମଧୁସୂଦନ ନଗରରେ ଥିବା ଜନଗହଳିପୂର୍ଣ୍ଣ ହରିଣ ପାର୍କରୁ ହରିଣମାନଙ୍କୁ ଏକ ଅସ୍ଥାୟୀ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଛି। ଦୁଇଟି ପର୍ଯ୍ୟାୟରେ ୩୦ଟି ହରିଣଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ମାସକ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉଛି। କଟକ ମହାନଗର ନିଗମକୁ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସହଯୋଗୀଙ୍କ ଠିକଣାରେ ଇଡିର ଚଢ଼ାଉ

ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁଧବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମିଡିଆ ପରାମର୍ଶଦାତା, ସାହିବଗଞ୍ଜ ଜିଲ୍ଲାର ଅଧିକାରୀ ଏବଂ ଜଣେ ପୂର୍ବତନ ବିଧାୟକଙ୍କ ଘରେ ଚଢ଼ାଉ କରୁଛି। ରାଜଧାନୀ ରାଞ୍ଚି ସମେତ ରାଜ୍ୟର ପ୍ରାୟ ୧୦ରୁ ଅଧିକ ସ୍ଥାନ ଏବଂ ରାଜସ୍ଥାନର ଏକ ସ୍ଥାନରେ…

ସାଙ୍ଗମାନେ ଭୋଜି କରିବା ବେଳେ ବଚସା ନେଲା ହିଂସାତ୍ମକ ରୂପ, ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ପତ୍ରାପଲି ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକ ହତ୍ୟାର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଅଟକ ରଖାଯାଇଛି। ମୃତ ଯୁବକ ଜଣକ ହେଲେ ବିପିନ ଭୋଇ (୨୫)। ଭୋଜି ସମୟରେ ଝଗଡ଼ା ହେବାରୁ ତାଙ୍କ ସାଙ୍ଗମାନେ…

ସିଏଏ ନିୟମ ପ୍ରସ୍ତୁତ, ଲୋକସଭା ନିର୍ବାଚନ ପୂର୍ବରୁ ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଆଇନ (ସିଏଏ) ୨୦୧୯ ଲାଗୁ ହେବ। ଏହାଦ୍ୱାରା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ୬ଟି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ପ୍ରବାସୀ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରିବେ। ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଗୃହ…

ହିଟ୍ ଆଣ୍ଡ ରନ୍ ଆଇନ ଉପରେ ସରକାରଙ୍କ ପ୍ରତିଶ୍ରୁତି ପରେ ଟ୍ରକ ଡ୍ରାଇଭରଙ୍କ ଧର୍ମଘଟ ଶେଷ!

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ସଙ୍କଟ ସୃଷ୍ଟି କରିବାର ସମ୍ଭାବନା ଥିବାରୁ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏଟିସି) ସହ ବୈଠକ ପରେ ଗୃହ ମନ୍ତ୍ରଣାଳୟ ଟ୍ରକ୍ ଚାଳକମାନଙ୍କୁ ଧର୍ମଘଟ ଶେଷ କରିବାକୁ ନିବେଦନ କରିଛି। ବୁଧବାରଠାରୁ ଟ୍ରକ୍ ଚାଳକମାନେ ରାସ୍ତାକୁ…

କେଜ୍ରିଓ୍ବାଲଙ୍କୁ ଘାରିଛି ଗିରଫ ଭୟ? ଇଡିର ତୃତୀୟ ସମନକୁ ବି ଏଡ଼ାଇଲେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ଅବକାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ସମନକୁ ଏଡ଼ାଇଛନ୍ତି। ତୃତୀୟ ଥର ପାଇଁ ସେ ଇଡିର ସମନକୁ ଏଡାଇ ଦେଇଛନ୍ତି। ଇଡିର ନୋଟିସକୁ ବେଆଇନ ବୋଲି କହି କେଜ୍ରିୱାଲ ତଦନ୍ତକାରୀ ସଂସ୍ଥାକୁ ଲିଖିତ ଜବାବ ପଠାଇଥିବା…

ଯାତାୟତରେ ବାଧକ ସାଜୁଛି ଘନ କୁହୁଡି, ଆସନ୍ତା ୬ ଯାଏଁ ନିସ୍ତାର ନାହିଁ

ଭୁବନେଶ୍ବର: ରାଜ୍ୟରେ କମୁଛି ଶୀତ ବଢୁଛି କୁହୁଡି । ସକାଳୁ ସକାଳୁ ଚାରିଆଡେ ଘନ କୁହୁଡିର ବଳୟ ଦେଖିବାକୁ ମିଳୁଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହେଉଥିବାବେଳେ, ହଇରାଣ ହେଇଯାଉଛନ୍ତି ଲୋକେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ଅଧିକ ପ୍ରଭାବ ରହିବା ନେଇ ଆଲର୍ଟ କରିଛି ପାଣିପାଗ…

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ଗାଁର ନିବାସୀ ଶ୍ରୀତମ ସାହୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିିଳିଛି। ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଅନ୍ୟ ୨ ଗୁରୁତର ଏବେ ବି ଚିକିତ୍ସାଧୀନ ରହିଛନ୍ତି। ୨୯…