ଏମିତି ଏକ ଦେଶ ଯେଉଁଠି ନାହିଁ ଗୋଟିଏ ହେଲେ ମସଜିଦ୍
ନୂଆଦିଲ୍ଲୀ: ଭିନ୍ନ ସଂସ୍କୃତି, ଭିନ୍ନ ପରମ୍ପରା ଓ ଅଜବ ନିୟମର ସମ୍ମିଶ୍ରଣ ହେଉଛି ପୃଥିବୀ। ବିଶ୍ୱରେ ଏମିତି ଅନେକ ଅଜବ ସ୍ଥାନ ରହିଛି, ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତର ଦ୍ଵିତୀୟ ବୃହତ୍ତମ ସଂପ୍ରଦାୟ ହେଉଛନ୍ତି ମୁସଲିମ । ହିନ୍ଦୁଙ୍କ ପରେ ଭାରତରେ ସର୍ବାଧିକ ମୁସଲମାନ ବାସ…