Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ବ୍ୟାନ୍ ହେଲା ତେହରିକ୍-ଏ-ହୁରିୟତ

ନୂଆଦିଲ୍ଲୀ: ମୋଦି ସରାକର ନେଇଛନ୍ତି ଆଉ ଏକ ବଡ଼ ନିଷ୍ପତ୍ତି । ତେହରିକ୍‌-ଏ-ହୁରିୟତ ବ୍ୟାନ୍ ଘୋଷଣା କଲେ କେନ୍ଦ୍ର ସରକାର । ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ସଙ୍ଗଠନ ତେହରିକ୍‌-ଏ-ହୁରିୟତ । ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟାନ୍ ହୋଇଥିବା ଘୋଷଣା କରାଯାଇଛି । ବର୍ତ୍ତମାନ ଏହି…

ଅଭୁଲା ୨୦୨୩: ତୁନିଶା ଶର୍ମାଙ୍କ ମୃତ୍ୟୁ ଠାରୁ ଆରମ୍ଭ କରି ଏଲଭିଶ ଯାଦବଙ୍କ ରେଭ ପାର୍ଟୀ, ଏପରିଥିଲା ଟେଲିଭିଜନ ଦୁନିଆର…

ଭୁବନେଶ୍ଵର: ଟେଲିଭିଜନ ଦୁନିଆ ପାଇଁ ୨୦୨୩ ଏକ ବିଶେଷ ବର୍ଷ ଥିଲା | ଏହି ବର୍ଷ, କେତେଜଣ ସକାରାତ୍ମକ କାରଣ ପାଇଁ ଚର୍ଚ୍ଚାରେ ଥିବା ବେଳେ ଅନ୍ୟ କେତେକ ବିବାଦରେ ଛନ୍ଦି ହୋଇପଡିଥିଲେ | ତୁନିଶା ଶର୍ମାଙ୍କ ଅସ୍ଵଭାବିକ ମୃତ୍ୟୁରୁ ଆରମ୍ଭ କରି ଆଦିଲ ଖାନ ଦୁରାନୀଙ୍କ ସହ ରାଖୀ ସାୱନ୍ତଙ୍କ ଅଶାନ୍ତ…

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଭୁବନେଶ୍ଵର: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ଆଖିବୁଜିଲେ ଜଣେ ଆହତ । ୪ଜଣ ଆହତଙ୍କ ମଧ୍ୟରୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳି ପାରିନି। ଏନେଇ ସୂଚନା ଦେଇଛନ୍ତି ଜୋନ୍‌-୨ ଏସିପି ଗୌତମ କିଶାନ । ସୂଚନା…

ସାହିତ୍ୟ ପରିକ୍ରମା – ୨୦୨୩

ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୩ର ଶେଷ ଦିନ। ଗୋଟିଏ ବର୍ଷ ଭିତରେ ଓଡ଼ିଆ…

ଭାବନାକୁ ଶବ୍ଦର ରୂପ ଦେବା ପ୍ରୟାସରେ ମୁଁ ସାହିତ୍ୟ ପ୍ରତି ଆକୃଷ୍ଟ ହେଲି : ସଂଗ୍ରାମ କେଶରୀ ସେନାପତି

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସଂଗ୍ରାମ କେଶରୀ ସେନାପତି ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା, ପ୍ରବନ୍ଧ ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଜଣେ ସସହିତ୍ୟ…

ଜାନୁଆରୀ ୨ ଓ ୩ ରେ ତାମିଲନାଡୁ, ଲାକ୍ଷାଦ୍ୱୀପ ଏବଂ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜାନୁଆରୀ ୨ ଏବଂ ୩ ରେ ତାମିଲନାଡୁ ଏବଂ ଲାକ୍ଷାଦ୍ୱୀପ ଗସ୍ତ କରିବେ । ଜାନୁଆରୀ ୨, ୨୦୨୪ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ତିରୁଚିରାପଲ୍ଲୀରେ ପହଞ୍ଚିବେ । ସେଠାରେ ତିରୁଚିରାପଲ୍ଲୀସ୍ଥିତ ଭାରତୀଦସନ…

ଲୋକମହୋତ୍ସବ ଚଇତିର ଉଦଯାପନୀ ଦିବସରେ ଯୋଗ ଦେଲେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା

ରାୟଗଡା: ସରିଲା ରାୟଗଡା ଜିଲ୍ଲାର ଲୋକମହୋତ୍ସବ ‘ଚଇତି’ । ଚଳିତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଲୋକମହୋତ୍ସବ ଚଇତିର ଗତକାଲି ଥିଲା ଅନ୍ତିମ ତଥା ଉଦଯାପନୀ ଦିବସ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା, ଆଦିବାସୀ ଏବଂ ଆଇନ…

ଚଳିତ ବର୍ଷର ‘ଶେଷ ମନ୍ କି ବାତ୍’, ନୂତନ ବର୍ଷର ଶୁଭେଚ୍ଛା ଜଳେଇଲେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବର୍ଷର ଶେଷ 'ମନ୍ କି ବାତ୍' । ଦେଶବାସୀଙ୍କୁ ୨୦୨୪ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ନୂଆବର୍ଷରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ସହ ସଫଳତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ପିଏମ ମୋଦି କହିଛନ୍ତି ଯେ, ମୋ ପରିବାରର ଲୋକଙ୍କୁ…

ଓଡ଼ିଶା ମଧ୍ୟ ଦେଇ ଗଡ଼ିଲା ଅମୃତ ଭାରତ ଏକ୍ସପ୍ରେସ୍, ପଶ୍ଚିମବଙ୍ଗ ମାଲଦାରୁ ବେଙ୍ଗାଲୁରୁ ଯାଏ ଗଡ଼ିବ ଟ୍ରେନ

ଭୁବନେଶ୍ଵର: ଓଡ଼ିଶାରେ ପହଞ୍ଚିଲା ଅମୃତ ଭାରତ ଏକ୍ସପ୍ରେସ୍‌। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବା ପରେ ଆଜି ଓଡ଼ିଶା ମଧ୍ୟ ଦେଇ ଗଡ଼ିଛି ଅମୃତ ଭାରତ ଏକ୍ସପ୍ରେସ୍‌ । ପ୍ରଧାନମନ୍ତ୍ରୀ ଗତକାଲି ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।…

ରାଜ୍ୟରେ କମିବ ଶୀତର ପରିମାଣ, ନୂଆବର୍ଷର ପ୍ରଥମ ସପ୍ତାହରେ ବର୍ଷା ସମ୍ଭାବନା

ଭୁବନେଶ୍ଵର: ନୂଆ ବର୍ଷ ଆରମ୍ଭରୁ ରାଜ୍ୟରେ ବର୍ଷା ସମ୍ଭାବନା । ଜାନୁଆରୀ ପ୍ରଥମ ସପ୍ତାହର ଶେଷ ଆଡ଼କୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ୪ ଓ ୫ ତାରିଖରେ ବର୍ଷା…