ମୃତ୍ୟୁର ୪୦ମିନିଟ୍ ପରେ ପାଇଲେ ଜୀବନ, ସେୟାର କଲେ ମୃତ୍ୟ ପରର ଅନୁଭୂତି
ବ୍ରିଟେନ୍: ନିୟର ଡେଥ୍ ଅଭିଜ୍ଞତାର ମାମଲା ଅନେକ ଥର ଦୁନିଆରେ ଦେଖିବାକୁ ମିଳିଥାଏ । ଏଥିରେ ଲୋକମାନେ ଆଶ୍ଚର୍ଯ୍ୟ ଚକିତ କରିଦେଉଥିବା ଭଳି ଅନେକ ଜିନିଷ ଦେଖେଇବାର ଦାବି କରିଥାନ୍ତି । ସାମ୍ପ୍ରତିକ ସମୟରେ, ଏପରି ଅନେକ ଖବର ଆସିଛି ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ମୃତ୍ୟୁର କିଛି…