Latest Odisha News

BREAKING NEWS

ନିରାକାରପୁରରେ ରହଣି କରିବ ପ୍ରଶାନ୍ତି ଏକ୍ସପ୍ରେସ

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ଏଣିକି ନିରାକାରପୁରଠାରେ ରହଣି କରିବ ପ୍ରଶାନ୍ତି ଏକ୍ସପ୍ରେସ୍ । ୧୮୪୬୩/୧୮୪୬୪ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବେଙ୍ଗାଲୁରୁରୁ ଡିସେମ୍ବର ୨୯ ତାରିଖରେ ଛାଡି…

ବାହା ହେଲେ ‘ଇସ୍‌ ପ୍ୟାର୍‌ କୋ କ୍ୟାୟ ନାମ ଦୁଁ ’ ଅଭିନେତ୍ରୀ

ମୁମ୍ବାଇ: ଇସ୍କବାଜ୍ ସିରିଏଲରେ ଗୌରୀ ଭୂମିକା ନିଭାଇଥିବା ଶ୍ରୀନୁ ପାରିଖଙ୍କୁ ଆପଣମାନେ ଖୁବ୍ ଭଲ ରେ ଜାଣିଥିବେ । ଟେଲିଭିଜନ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଅନ୍ୟତମ। ଡିସେମ୍ବର ୨୧ ତାରିଖରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୀର୍ଘ ଦିନର…

କଳିଙ୍ଗ ହସ୍ପିଟାଲ୍ ସମ୍ପ୍ରସାରଣ ଅନାବରଣ ଉତ୍ସବ: ଉଲ୍ଲେଖନୀୟ ରୋଗୀ ସେବା ପ୍ରତି ପ୍ରତିବଦ୍ଧତା

ଭୁବନେଶ୍ୱର: ରୋଗୀ ସେବାରେ ଉତ୍କର୍ଷତା ପ୍ରଦାନ ପାଇଁ ଉତ୍ସର୍ଗୀକୃତ ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କଳିଙ୍ଗ ହସ୍ପିଟାଲ ଲିମିଟେଡ୍, ଭୁବନେଶ୍ୱର ପକ୍ଷରୁ ହସ୍ପିଟାଲର ସମ୍ପ୍ରସାରଣ ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ଅତ୍ୟାଧୁନିକ ସୁବିଧାଗୁଡ଼ିକର ଉନ୍ମୋଚନ ଏବଂ…

ଫେରିଲା କରୋନା, ଫେରିଲା ମାସ୍କ : ରାଜ୍ୟରେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ବର : କରୋନା କଡ ଲେଉଟାଇବା ପରେ ତତ୍ପର ହେଲା ସ୍ବାସ୍ଥ୍ୟ ବିଭାଗ  । ଆଜି ରାଜ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ ପାଇଛି । କରୋନା ପାଇଁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବୟସ୍କ ଓ ବହୁବିଧ…

ଘର ଛାଡିବାକୁ କହିବାରୁ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମାମ ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗାଁ ଶଅର ସାହିରେ ହତ୍ୟା । ଘର ଛାଡିବାକୁ କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ମଦ୍ୟପ ଯୁବକ । ମୃତକ ଜଣଙ୍କ ହେଉଛନ୍ତି ବାଉଁଶପାଳ ଶଅରସାହିର ରୋହିତ ପ୍ରଧାନ । ସୂଚନା ଅନୁସାରେ, ରୋହିତ ଆଜକୁ ବର୍ଷେ ତଳେ…

ଭାରତର ଏହି ସ୍ଥାନରେ ଖୁବ୍ ଧୁମଧାମରେ ପାଳନ କରାଯାଏ ଖ୍ରୀଷ୍ଟମାସ୍, ଆପଣ ମଧ୍ୟ ଚାହିଁଲେ ହୋଇପାରିବେ ସାମିଲ

ଭୁବନେଶ୍ଵର: ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ନେଇ ପ୍ରତିବର୍ଷ ୨୫ ଡିସେମ୍ବରରେ ମେରୀ ଖ୍ରୀଷ୍ଟମାସ ପାଳନ କରାଯାଏ । ପ୍ରତିବର୍ଷ ପ୍ରଭୁ ଯୀଶୁଙ୍କ ଜନ୍ମଦିନରେ ସାଣ୍ଟା କ୍ଲଜ୍ ମଧ୍ୟ ଖୁସି ବଣ୍ଟନ କରନ୍ତି ଏବଂ ପିଲାମାନଙ୍କୁ ଉପହାର ଦିଅନ୍ତି । ଲମ୍ବା ଧଳା ଦାଢ଼ି, ନାଲି ପୋଷାକ, ହାତରେ…

ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଗୁଣୁପୁରବାସୀ, ଚଇତି ଇଡିତାଲର ପ୍ରଥମ ଦିନରେ ଯୋଗ ଦେଲେ ଆଦିବାସୀ ମନ୍ତ୍ରୀ…

ରାୟଗଡା: ଗୁଣୁପୁର ସଦର ଚଇତି ମଣ୍ଡପରେ ଚାଲିଛି ରାୟଗଡା ଜିଲ୍ଲାର ଲୋକ ମହୋତ୍ସବ ଚଇତି ଇଡିତାଲ । ମନ ମୋହୁଛି ରଙ୍ଗ ବେରଙ୍ଗର ଆଲୋକମାଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ । ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଗୁଣୁପୁରବାସୀ । ଲୋକମହୋତ୍ସବ ଚଇତି ଇଡିତାଲର ପ୍ରଥମ ଦିନରେ ଯୋଗ ଦେଇଥିଲେ…

ରେକର୍ଡ ଭାଙ୍ଗିଲା ସଲାର , ଜାଣନ୍ତୁ ପ୍ରଥମ ଦିନର ପୁରା କଲେକସନ୍

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଗତକାଲି ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ସାଲାର ଫିଲ୍ମ । ଏହି ଚଳଚିତ୍ରର କ୍ରେଜ୍ ସାରା ବିଶ୍ବରେ ଦେଖାଯାଉଛି । ଆଡଭାନ୍ସ ବୁକିଂରେ ଶାହାରୁଖଙ୍କ ଡଙ୍କିକୁ ପଛରେ ପକାଇ ଦେଇଛି ପ୍ରଭାସଙ୍କ ସଲାର୍  । ପ୍ରଥମ ଦିନରେ…

ପୁଣି ଫେରିବ କି ଲକଡାଉନ, ଓଡିଶାରୁ ଚିହ୍ନଟ ହେଲେ ଜଣେ କୋଭିଡ ଆକ୍ରାନ୍ତ

ଭୁବନେଶ୍ଵର: ଦେଶରେ ଉତ୍କଟ ହେଉଛି କରୋନା ସମସ୍ୟା । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ନଜରରେ ରଖି ପୁଣି ଥରେ ଲକଡାଉନ ଭଳି ସମସ୍ୟା ଦେଖାଦେବା ନେଇ ସନ୍ଦେହ ଉପୁଜିଛି । ଏକ ମାସ ମଧ୍ୟରେ ସାରା ବିଶ୍ୱରେ ୮.୫ ଲକ୍ଷ ନୂଆ ମାମଲା ରିପୋର୍ଟ ପ୍ରକାଶ ପାଇଛି । ଏନେଇ ଚିନ୍ତା ପ୍ରକଟ କରିଛି WHO ।…

ଓଜନ କମାଇବ : ରୋଗ ପ୍ରତିରୋଧକ ଶକ୍ତି ବି ବଢାଇବ

ନୂଆଦିଲ୍ଲୀ : ଶୀତଦିନେ ସାଧରଣତଃ କୋବି ବଜାରରେ ବହୁଳ ପରିମାଣରେ ଉପଲବ୍ଧ ହୋଇଥାଏ  । କୋବି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ଆମେ ଏହାକୁ ଅନେକ ଉପାୟରେ ଖାଇଥାଉ  । କେହି ଏହାକୁ ଭାଜି କରି ଖାଇଥାନ୍ତି ତ , କେହି ଏହାକୁ ତରକାରୀ କରି ଖାଆନ୍ତି  । ଆସନ୍ତୁ ଜାଣିବା ଏହା ଆମ…