Latest Odisha News

BREAKING NEWS

ରଗଡି ଜେଲରେ ଏସଟିଏଫ ଟିମ: ପାଞ୍ଚ ଦିନଆ ରିମାଣ୍ଡରେ ଗଲା ବୁଖାରୀ

ଯାଜପୁର: ଯାଜପୁର ଜିଲ୍ଲା ରଗଡି ଜେଲରେ ପହଁଚିଲା ଏସଟିଏଫ ଟିମ ।  ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀକୁ ପାଞ୍ଚ ଦିନ ପାଇଁ ନେଲା ରିମାଣ୍ଡରେ ନେଲା ଏସଟିଏଫ ।  ଧର୍ମଶାଳା ଥାନା ନେଉଳୁପୁର ସ୍ଥିତ ମିଲତନଗରରୁ ଏସଟିଏଫ ଟିମ ସନ୍ଦିଗ୍ଧ  କାଶ୍ମିରୀ ଆତଙ୍କୀ ସୟଦ ଇସାନ ବୁଖାରିକୁ ଗିରଫ କରିବା ପରେ…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଚତୁର୍ଥ ସନ୍ଧ୍ୟା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆଜି ମେଳାର ଚତୁର୍ଥ ସନ୍ଧ୍ୟାରେ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ବୟନିକାର ପରିଚାଳକ ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ ଏବଂ…

ଟପ୍ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷରେ କିଙ୍ଗଖାନ୍

ମୁମ୍ବାଇ: ଚଳିତବର୍ଷ ଶାହରୁଖ ଖାନ୍‌ଙ୍କୁ ତାଙ୍କ ଫିଲ୍ମ ପାଇଁ ଅନେକ ସଫଳତା ମିଳିଛି । ଏହାରି ମଧ୍ୟରେ ତାଙ୍କୁ ଆଉ ଏକ ସଫଳତା ମିଳିଛି। କିଙ୍ଗ୍‌ ଖାନ୍‌ ତାଙ୍କ ସଫଳତାର ତାଲିକାରେ ଆଉ ଏକ ଧାଡି ଯୋଡିଛନ୍ତି। ବ୍ରିଟେନରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକା ତାଲିକାରେ ଶାହାରୁଖଙ୍କ ନାମ…

ରାଉରକେଲା ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଉରକେଲା ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ ରହିଛି । ସେପଟେ ରାଉରକେଲା ଝାଡାବାନ୍ତିରେ ମୃତ୍ୟୁ ପଛରେ ହଇଜା ଜୀବାଣୁ ଥିବା ସ୍ପଷ୍ଟ ହୋଇଛି । ହଇଜା ଜୀବାଣୁ ଚିହ୍ନଟ…

ରକ୍ତ ଚାପ ପାଇଁ ସର୍ବଶ୍ରେଷ୍ଠ ଓୗଷଧ

ନୂଆଦିଲ୍ଲୀ:  ଅଧିକାଂଶ ଲୋକ ସାଧାରଣତଃ ମୁଗ ଡାଲି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ମାନେ ଜାଣନ୍ତି କି ମୁଗଡାଲି ଆମ ଶରୀର ପାଇଁ କେତେ ଉପକାରୀ । ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ପ୍ରତିଦିନ ମୁଗ ଡାଲି ଖାଇବା ଦ୍ୱାରା ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିଥାଏ ।…

କାହିଁକି ବୋଲ୍ଡ ସିନଠୁ ଦୂରରେ ଏହି ଅଭିନେତ୍ରୀ ?

ମୁମ୍ବାଇ: ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ  । ଯିଏ କି ବଲିଉଡ୍ ଫିଲ୍ମ ଜଗତକୁ ଦୀର୍ଘ ବର୍ଷ ହେବ ଦେଇଆସୁଛନ୍ତି ଅନେକ ସୁପର ଡୁପର ହିଟ୍ ଫିଲ୍ମ  । ତାଙ୍କ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ସେ କରିଛନ୍ତି । ଯେଉଁଠିକି ସେ ଯାଆନ୍ତି ସେଠି ଏକ ନିଆରା ପରିବେଶ ସୃଷ୍ଟି କରନ୍ତି। କୌଣସି…

୧୦ ଡିଗ୍ରୀ ତଳେ ୧୦ସହର : ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର: ଜାଡରେ ଥରୁଛି ସାରା ଓଡିଶା । ଅସହ୍ୟ ଶୀତ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିଦେଇଛି । ଶୀତରୁ ରକ୍ଷା ପାଇବା ପାଇଁ କିଏ ନିଆଁ ପୋଇଁ ହେଉଛି ତ କିଏ ବ୍ୟାୟାମ କରୁଛି । ସକାଳୁ ସକାଳୁ ଚା ଦୋକାନରେ ବି ଭିଡ ପରିଲକ୍ଷିତ ହେଉଛି । ୧୦ ଡିଗ୍ରୀ ତଳେ ରହିଛି ୧୦ ସହର  । ୬.୫ ଡିଗ୍ରୀ ସହ…

ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ ସମ୍ବଲପୁର ଉନ୍ନୟନ କର୍ତ୍ତୁପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର । ସକାଳୁ ସକାଳୁ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘରେ ରେଡ୍ କରାଯାଉଛି । ଜୁନିଅର୍ କ୍ଲର୍କ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ବି ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ…

ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ ଦାଉଦ

ମୁମ୍ବାଇ: ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦାଉଦ୍ ଇବ୍ରାହିମ୍  । ଯାହାର ନାଁ ଶୁଣିଲେ ମନରେ ଭୟ ସଂଚାରିତ ହୁଏ  । ଗତକାଲି ପାକିସ୍ତାନର କରାଚିରେ ଦାଉଦକୁ  ବିଷ ଦିଆଯାଇଥିବାର ଖବର ଆସିଥିଲା । ଯାହା ପରେ ପୁରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଆଉ କରାଚିର ଏକ ହସ୍ପିଟାଲରେ କଡା…

ରାମମନ୍ଦିରେ ପୂଜା ପାଇବ ପ୍ରଭୁ ଶ୍ରୀରାମଙ୍କ ସୁନାରେ ତିଆରି ଚରଣ ପାଦୁକା: ସାରା ଦେଶ ବୁଲିବା ପରେ ଅଯୋଧ୍ୟାକୁ ଆସିବ

ନୂଆଦିଲ୍ଲୀ:ଅଯୋଧ୍ୟା ରାମମନ୍ଦିର ଉଦଘାଟନ ଜାନୁଆରୀ ୨୨ ତାରିଖରେ କରାଯିବ । ଦିନ ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ଜୋରଦାର ହୋଇଛି । ଇତି ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲି ମନୋହର ଯୋଶୀଙ୍କୁ ଉଦଘାଟନ ସମାରୋହକୁ…