Latest Odisha News

BREAKING NEWS

ଦେବଗଡରୁ ଅପହୃତ ପିହୁ ସୁନ୍ଦରଗଡରୁ ଉଦ୍ଧାର: ପୋଲିସକୁ ପରିଚୟ ସହ ଫୋନ ନମ୍ବର ବି ଦେଲା କୁନିଝିଅ

ଦେବଗଡ:ଉଦ୍ଧାର ହେଲା କୁନି ଝିଅ ପିହୁ । ଦେବଗଡ ମୁଖ୍ୟ ବଜାରରୁ ଗତକାଲି ସନ୍ଧ୍ୟାରେ ସମସ୍ତଙ୍କ ସାମ୍ନାରେ ପିହୁକୁ ଉଠାଇ ନେଇ ପଳାଇଥିଲେ ଦୁର୍ବୃତ୍ତ  । ଆଜି ତାକୁ ସୁନ୍ଦରଗଡ ଜିଲ୍ଲା ବଡଗାଁର ଏକ ପୋଲ ତଳୁ ଉଦ୍ଧାର କରିଛି ପୋଲିସ । ସବୁଠାରୁ ବଡକଥା ହେଲା, କୁନି ପିହୁ ପୋଲିସକୁ ନିଜ ପରିଚୟ…

ରାଉରକେଲାରେ ଥମୁନି ଝାଡାବାନ୍ତି; ପୁଣି ଆଖି ବୁଜିଲେ ୨, ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲା

ରାଉରକେଲା:ରାଉରକେଲାରେ ବଢୁଛି ଝାଡାବାନ୍ତି । ୮ ଦିନ ବିତି ଯାଇଥିଲେ ବି ଲଗାମ ଲାଗିପାରୁନି  । ଗତକାଲି ପୁଣି ଡାଇରିଆରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ  ସେକ୍ଟର ୨୧ ନୟାବଜାରର ସରୋଜନୀ ଖଣ୍ଡାୟତ(୪୦ବର୍ଷ) ଏବଂ କିସାନଟୋଲାର ବିଜୟ କିସାନ(୫୨ ବର୍ଷ) । ଏହାକୁ ମିଶାଇ ୩…

କବିତା : ଘୋଡ଼ଲାଗି ବେଶ

ଗଦାଧର ସାହୁ ମାର୍ଗଶିର ମାସ ଓଢଣ ଷଷ୍ଠୀରେ ଘୋଡ଼ଲାଗି ବେଶ ହେବେ, ପ୍ରଭୁ ଜଗନ୍ନାଥ ଶୀତବସ୍ତ୍ର ପିନ୍ଧି ପିନ୍ଧିବା ନିର୍ଦ୍ଦେଶ ଦେବେ । ସାତ ବାର ସବୁ ତାଙ୍କରି ଭିଆଣ ସାତ ରଙ୍ଗ ବସ୍ତ୍ର ପିନ୍ଧି, ନିତି ନୂଆ ନୁହେଁ ବ୍ୟବହାର ପରେ ପାଲଟାଇବାର ବିଧି । ପଷମ ବସ୍ତ୍ରରେ…

ଭାଷା ଭାଗବତ : ପରଂପରା ଲୁପ୍ତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପରଂପରା ହେଲାଣି ଲୁପ୍ତ ତାହା ହେବା ପୁନର୍ଜୀବିତ ନୁହେ ସହଜସାଧ୍ୟ କାର୍ଯ ଅଥବା ନୁହେ ଅନିବାର୍ଯ ଯାହା ହୋଇଗଲାଣି ମୃତ ତାହା ହେଲାଣି ସ୍ମୃତିଗତ ସେହି ରୂପରେ ତାହା ଥାଉ ଅତୀତ ତୃପ୍ତିଦାୟୀ ହେଉ ଇତିହାସରେ କରି ବାସ ଯେ ପାଏ…

ଦାଉଦ ଭାଇ ପୂରା ଠିକ ଅଛନ୍ତି..:ଅଣ୍ଡରୱାର୍ଲ୍ଡ ଡନ ଛୋଟା ସକିଲ ଖୋଲିଲା ଭିତରର ରହସ୍ୟ

ନୂଆଦିଲ୍ଲୀ: ବିଷ କ୍ରିୟା ଯୋଗୁ ଭାରତର ମୋଷ୍ଟ ୱାଣ୍ଟେଡ ଦାଉଦ ଇବ୍ରାହିମ ଗୁରୁତର ଏବଂ ତାଙ୍କର ମୃତ୍ୟୁ  ଘଟିଥିବା ଖବର ଗୁଜବ ବୋଲି ଦାବି କରିଛି ଦାଉଦ ଇବ୍ରାହିମର ଅତି ନିକଟତର ଛୋଟା ସକିଲ । ଛୋଟା ସକିଲ କହିଛି, ଭାଇଙ୍କ ମୃତ୍ୟୁ ଖବର ଏକ ଗୁଜବ । ଏହର କୌଣସି ଆଧାର ନାହିଁ । ଭାଇ ୧୦୦୦…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଲୀଳାମୟ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଲୀଳାମୟ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣଙ୍କୁ ଯେତେ ଭାବରେ ଜାଣିଲ ମଧ୍ୟ ସମ୍ପୂର୍ଣ୍ଣ ରୂପେ ତାଙ୍କୁ ଚିତ୍ରିତ କରି ହୁଏନି । ଅର୍ଥାତ ତାଙ୍କର ଗୁଣାବଳୀକୁ ପ୍ରକାଶ କରିହୁଏନି ।…

ବିଳମ୍ବିତ ରାତିରେ ବଡ ଧରଣର ଭୂକମ୍ପରେ ଥରିଲା ଚୀନ : ୧୧୧ ମୃତ

ବେଜିଂ:ଚୀନର ଗାଂସୁ ପାନ୍ତରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ରହିଛି । ଚୀନର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ…

ଏମ୍‌ପିଙ୍କ ନିଲମ୍ବନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ସୋମବାର ଉତ୍ତେଜନା ଯୋଗୁ ଗୃହକାର୍ଯ୍ୟ ଚାଲିପାରିନାହିଁ । ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀଦଳ ସଦସ୍ୟମାନେ ସଂସଦର ସୁରକ୍ଷା ଅଭାବ ମାମଲାକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ବିବୃତ୍ତି ଦାବି କରିଥିଲେ । ଗୃହରେ…

ରାମଙ୍କ ପ୍ରତିଷ୍ଠା ଉତ୍ସବରେ ନ ଆସିବାକୁ ଆଡ଼ଭାନୀ, ମନୋହର ଯୋଶୀଙ୍କୁ ଅନୁରୋଧ

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ଉତ୍ସବ ସହିତ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ଭବ୍ୟ ମୁହୂର୍ତ୍ତରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଆନ୍ଦୋଳନର ଅଗ୍ରଭାଗରେ ଥିବା ଭାଜପା ଭେଟେରାନ ଏଲ.କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ସ୍ୱାସ୍ଥ୍ୟ ଏବଂ…

ମଝି ଆକାଶରେ ସ୍କୁଟର ଚଳାଇଲେ ଯୁବକ,ଲୋକେ ଆଶ୍ଚର୍ଯ୍ୟ

ହିମାଚଳ ପ୍ରଦେଶ: ଆଜିକାଲି ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି । ନିଜ ଜୀବନକୁ ବାଜି ବି ଲଗାଇ ଦେଇଥାନ୍ତି । ଏପରି ଜଣେ ଯୁବକ ତାଙ୍କ ଦକ୍ଷତା ହେତୁ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ସେ ଆକାଶରେ ସ୍କୁଟର ଚଳାଉଥିବା ଭାଇରାଲ…