ଆଜିଠୁ ରାଜସ୍ଥାନରେ ଭଜନ୍ ରାଜ୍ : ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ
ନୂଆଦିଲ୍ଲୀ : ରାଜସ୍ଥାନରେ ଭଜନ୍ ରାଜ୍ । ଆଜିଠୁ ଆରମ୍ଭ ହୋଇଛି ଭଜନରାଜ୍ ସରକାର । ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଭଜନଲାଲ୍ ଶର୍ମା । ଜୟପୁରର ରାମ ନିବାସ ବାଗରେ ଶପଥ ସମାରୋହ ଆୟୋଜିତ ହୋଇଛି । ରାଜ୍ୟପାଳ କଲରାଜ୍ ମିଶ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି ।…