Latest Odisha News

BREAKING NEWS

୧୦ ଡିଗ୍ରୀ ତଳେ ୭ ସହରର ସର୍ବନିମ୍ନ ତାପମାତ୍ରା : ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ । ଭୀଷଣ ଜାଡରେ ଥରୁଛି ସାରା ଓଡିଶା । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି  । ଫଳରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି  । ଶୀତରୁ ରକ୍ଷା ପାଇବା ପାଇଁ ସକାଳୁ କିଏ ମର୍ଣ୍ଣିଂ ଓ୍ବାକ୍ କରୁଛି ତ ଆଉ କିଏ ନିଆଁ ପୋଇଁ ହେଉଛି…

ଫୁଡ୍ ସହ ମିଳିବ ହୋଟେଲ୍ ଷ୍ଟେ! ଦେବାକୁ ପଡିବ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ : ଶୀତଋତୁ ଆରମ୍ଭ ହୋଇଯାଇଛି । ଏହି ସମୟରେ ଲୋକ କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଭଲ ପାଆନ୍ତି  । କେହି କେହି ଭାରତରେ ବୁଲିବାକୁ ପସନ୍ଦ କରନ୍ତି ତ ଆଉ କେହି କେହି ବିଦେଶ ଯାତ୍ରା କରନ୍ତି  । ବ୍ୟାଙ୍କକକ୍ , ଥାଇଲାଣ୍ଡ ଏବଂ ମାଲଦ୍ବିପ୍ ପରି ଦେଶ ଲୋକଙ୍କର ପ୍ରିୟ…

ପୋଲିସ-ମାଓବାଦୀ ମୁହାଁମୁହିଁ : ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି

ବୌଦ୍ଧ : ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ ପରେ ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି । କାଲି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କନ୍ଧମାଳରୁ ୭ ଓ ବୌଦ୍ଧରୁ ୫ ଏସଓଜି କମ୍ପାନୀ ଅପରେସନ୍ ରେ ସାମିଲ ହୋଇଛନ୍ତି । ବୌଦ୍ଧ,…

ଚୁଟକୀରେ ଦୂର ହେବ ଥଣ୍ଡା, କାଶ

ନୂଆଦିଲ୍ଲୀ : ମୂଳା ହେଉଛି ଏକ ଶୀତ ଦିନିଆ ପରିବା  ।  ଏହି ପରିବାଟି ଖୁବ୍ କମ୍ ଟଙ୍କାରେ ବଜାରରେ ମିଳିଥାଏ। ଯଦି ଆପଣ ଶୀତଦିନେ ବିଭିନ୍ନ ରୋଗ ଏବଂ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି । ତେବେ ପ୍ରତିଦିନ ମୂଳା ଖାଆନ୍ତୁ  । ମୂଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ…

ଭାଷା ଭାଗବତ : ନୂଆ ଜ୍ଞାନୋଦୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯଂତ୍ର ବିନା ବି ବହୁ ତତ୍ତ୍ବ ସେକାଳେ ହେଲା ଆବିଷ୍କୃତ ଲୋକେ ହୋଇଲେ ଉପକୃତ ଏହା ହିଁ ଆଦିମୂଳ ସତ୍ୟ ଏହା ହିଁ ଜ୍ଞାନର ଆଧାର ବିଜ୍ଞାନ ପ୍ରୟୋଗ-ନିର୍ଭର ଜ୍ଞାନ ପାଇଁ ଲୋଡ଼ା ମନନ ବିଜ୍ଞାନ…

ନବୀନଙ୍କ କଳା ଟଙ୍କା ଧରା ପଡ଼ିବା ପରେ ବିଜେଡି ନିରାଶାରେ ଭାଙ୍ଗି ପଡିଛି-ବିଜେପି

ଭୁୁବନେଶ୍ୱର: ମଦ ବ୍ୟବସାୟୀଙ୍କ ଘରୁ କଳାଟଙ୍କା ଜବତ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେପି ବିଜେଡି ସରକାରକୁ ଦୋଷ ଦେଉଥିବାବେଳେରାଜ୍ୟ ବିଜେପି କଂଗ୍ରେସକୁ ଘଣ୍ଟ ଘାେଡ଼ାଉଛି ବୋଲି ଅଭିଯୋଗ କରି ଆସୁଛି ବିଜେଡି । କଳା ଟଙ୍କା କାହାର, ମୁଖ୍ୟ ମନ୍ତ୍ରୀ କାହିଁକି…

ହୃଦଘାତର ଶିକାର ହେଲେ ଅଭିନେତା ଶ୍ରେୟସ୍ ତଲପଡେ : ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଶ୍ରେୟସ୍ ତଲପଡେ ହୃଦଘାତର ଶିକାର ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ହୃଦଘାତ ଶିକାର ହେବାପରେ ତାଙ୍କୁ  ମୁମ୍ବାଇ ଅନ୍ଧେରି ସ୍ଥିତ ବେଲଭିଉ ଡାକ୍ତରଖାନାରୀରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି ।…

ଭାରତରେ ଫିଲ୍ମ ନିର୍ମାଣ ପାଇଁ ୩୫ଟି ବିଦେଶୀ ଚଳଚ୍ଚିତ୍ର ପ୍ରକଳ୍ପକୁ ଅନୁମତି ମିଳିଛି : ଅନୁରାଗ ଠାକୁର

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ୩୫ଟି ବିଦେଶୀ ଚଳଚ୍ଚିତ୍ର ପ୍ରକଳ୍ପକୁ ଭାରତରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ସଂସଦକୁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଏକ ତାରକା ପ୍ରଶ୍ନର…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭଜନଲାଲ ଶର୍ମା: ସାମିଲ ହେବେ ପ୍ରଧାନମନ୍ତ୍ରୀ

ଜୟପୁର:ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭଜନଲାଲ ଶର୍ମା । ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶପଥ ଗ୍ରହଣ ସମାରୋହ ରାମନିବାସ ବାଗ ସ୍ଥିତ ଅଲବର୍ଟ ହଲ ବାହାରେ କରାଯିବ ।  ଏଥିପାଇଁ ଜୟପୁରରେ ପ୍ରସ୍ତୁତି ଜୋରଦାର ହୋଇଛି । ଏହି ଉତ୍ସବରେ ସାମିଲ ହେବେ…

ସଂସଦରେ ସ୍ମୋକ ଆଟାକ ମାମଲାର ମାଷ୍ଟର ମାଇଣ୍ଡ ସହ ଟିଏମସି ନେତାଙ୍କ ସେଲଫି :ଫଟୋ ସେୟାର କଲା ବିଜେପି

ନୂଆଦିଲ୍ଲୀ:ସଂସଦ ଭବନକୁ ଦୁଇ ଅଜଣା ବ୍ୟକ୍ତି ପଶିବା ଏବଂ କଲର ସ୍ମୋକ ଷ୍ଟିକ ଜଳାଇବା ଘଟଣାକୁ ନେଇ ଦେଶ ଏବେ ପଡୁଛି ଉଠୁଛି । ଜୋର ଧରିଛି ରାଜନୀତି । ବିରୋଧୀ ଦଳ ସରକାରଙ୍କୁ ଘେରିଥିବାବେଳେ ଗତକାଲି ସଂସଦରୁ ୧୫ ଏମପିଙ୍କୁ ପୂରା ଅଧିବେଶନରୁ ନିଲମ୍ବିତ କରାଯାଇଛି । ଏହି ଘଟଣା ପାଇଁ ପୂରା…