ବୋରଓ୍ୱଲରୁ ନବଜାତ ଶିଶୁ ଉଦ୍ଧାର ପରେ ବୁର୍ଲାରେ ଚାଲିଛି ଚିକିତ୍ସା
ସମ୍ବଲପୁର: ଦୀର୍ଘ ୭ ଘଣ୍ଟାର କସରତ ପରେ ବୋରଓ୍ବେଲରୁ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ନବଜାତ ଶିଶୁ କୁ ବୁର୍ଲା ରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଶିଶୁ ଟିର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଡାକ୍ତର । ତେବେ ଉଦ୍ଧାର ହୋଇଥିବା ନବଜାତ ଟି ଶିଶୁ କନ୍ୟା ବୋଲି ଜଣାପଡିଛି ।…