Latest Odisha News

BREAKING NEWS

ଇସ୍ରୋରୁ ଆସିଲା ବଡ ଖବର: ଆଦିତ୍ୟ L1 ପଠାଇଲା ସୂର୍ଯ୍ୟ ସହ ପ୍ରଥମ ସେଲଫି

ନୂଆଦିଲ୍ଲୀ: ଇସ୍ରୋର ସୂର୍ଯ୍ୟ ମିଶନକୁ ବଡ ସଫଳତା । ଆଦିତ୍ୟ-L1 ପଠାଇଲା ସୂର୍ଯ୍ୟର ପ୍ରଥମ ଫଟୋ । ସୂର୍ଯ୍ୟର ଅଲଟ୍ରା-ଭାଓଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଇଛି ଆଦିତ୍ୟ । ଭାରତର ପ୍ରଥମ ମହାକାଶ ସୂର୍ଯ୍ୟ ପର୍ଯ୍ୟବେକ୍ଷଣାଗାର ସଫଳତାର ସହିତ ସୂର୍ଯ୍ୟଙ୍କ ପୂର୍ଣ୍ଣାଙ୍ଗ ଫଟୋକୁ ୨୦୦ରୁ…

ହୋଟେଲରେ ମହଙ୍ଗା ହେଲା ଥାଳି

ନୂଆଦିଲ୍ଲୀ: ଦାଉ ସାଧିଛି ଅଦିନିଆ ବର୍ଷା । ଘରଦ୍ବାର , ଚାଷ ଜମି ସବୁ କିଛି କୁ ଉଡାଡି ଦେଇଛି  । ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ଅଦିନିଆ ବର୍ଷା ହେତୁ ମହଙ୍ଗା ମାଡ଼ ସିଧାସଳଖ ହୋଟେଲ ଥାଳି ଉପରେ ମଧ୍ୟ ପଡ଼ିଛି। ସାଧାରଣତଃ ହୋଟେଲ ଗଲେ ଅଧିକାଂଶ ଲୋକ ଥାଳି ଖାଇବାକୁ ପସନ୍ଦ…

ହଷ୍ଟେଲରେ ଲାଗିଲା ଭୟଙ୍କର ନିଆଁ, ୧୪ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଇରାକର ଏରବିଲ୍‌ ସ୍ଥିତ ଏଜ ୟୁନିଭରସିଟିର ହଷ୍ଟେଲରେ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ୧୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ଉତ୍ତର ଇରାକର ସୋରାନରେ ଏକ ବଡ ଦୁର୍ଘଟଣା ଘଟିଛି । ସୋରାନ ବିଶ୍ଵବିଦ୍ୟାଳୟର…

କୋଲ୍ଡଡ୍ରିଙ୍କ୍ସ ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ ହୋଇପାରେ ଏହି ଭୟଙ୍କର ରୋଗ…

ଭୁବନେଶ୍ଵର: କଣ ଆପଣ ସବୁଦିନ କୋଲ୍ଡଡ୍ରିଙ୍କ୍ସ ପିଉଛନ୍ତି କି ? ଯଦି ହଁ ତେବେ ଏହି ଖବର ଶୁଣି ଆପଣ ନିଶ୍ଚୟ ଚିନ୍ତାରେ ପଡିଯିବେ । ଯଦି ଆପଣ ସବୁଦିନ କୋଲ୍ଡଡ୍ରିଙ୍କ୍ସ ପିଇବାରେ ଅଭ୍ୟସ୍ତ ତେବେ ଭୟଙ୍କର ରୋଗର ଶିକାର ହୋଇପାରନ୍ତି ଆପଣ । ଯାହା ବିଷୟରେ ବୋଧ ହୁଏ ଆପଣ କେବେ ଭାବି ବି ନଥିବେ ।…

କବିତା : ଭଲ ପାଇବାର ଋତୁ

ସୁଜାତା ମିଶ୍ର  କିଛି ଅନ୍ୟ ମନସ୍କତାର ଓଦା ଓଦା ଶିହରଣ.. ଅଳ୍ପ ମିଛି ମିଛିକା ଲାଜର ଟୋପା ଟୋପା ଆତ୍ମହରା ପଣ.. ନେଇ ଆସୁଛି ନିଃଶବ୍ଦରେ ଭଲ ପାଇବାର ଋତୁ, ପଣତ ସାରା ମେଲାଇଛି ମହ ମହ ଉଚ୍ଛ୍ୱାସ.. ପଲକରେ ଖଞ୍ଜିଚି ସ୍ବପ୍ନ ବିଭୋର ତାରା ଫୁଲ, ଫୁଲର ଫୁଲେଇ ପଣକୁ ନେଇ କୁଞ୍ଚ…

ଭାଷା ଭାଗବତ : ଜ୍ଞାନର କ୍ଷେତ୍ର ବୃଦ୍ଧି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କେହି ଆସଂତିନାହିଁ ଦେଖି ଲୋକଟି ଥକିଗଲାଣି କି କିଂବା ଘରେ ରହିଛି ଲୁଚି ଶବ୍ଦ-ମାଳିକା ଗୁଂଥୁଅଛି ଦେହେ, ମନେ ଥିଲେ ହେଁ ଶକ୍ତି କମିଗଲାଣି ଅନୁରକ୍ତି ସଭା ଲାଗୁନି ମନଲୋଭା ତେଣୁ ହେଉନି ସେଠି ଉଭା ପାଠ ଲେଖୁଛିଁ ଶବ୍ଦ ଯୋଡ଼ି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପୁରୁଷୋତ୍ତମ କ୍ଷେତ୍ରର ଯାତ୍ରା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଜଗନ୍ନାଥଙ୍କ କ୍ଷେତ୍ରରେ ବାର ମାସରେ ତେର ଯାତ୍ରା ହୁଏ ବୋଲି ଲୋକମୁଖରେ ପ୍ରଚଳିତ ପ୍ରବାଦରୁ ଜଣାଯାଏ । ପ୍ରାଚୀନ ଗ୍ରନ୍ଥ ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ଇତ୍ୟାଦିରେ ଏ ବିଷୟରେ…

ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ‘ସରଗି ଫୁଲ୍‌’ ହେଉଛି ଉପଯୁକ୍ତ ପ୍ଲାଟଫର୍ମ

ସୁନ୍ଦରଗଡ: ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଛି ଉତ୍ତର-ଓଡ଼ିଶା ଜୋନସ୍ତରୀୟ ଶିଶୁ ମହୋତ୍ସବ ‘ସରଗି ଫୁଲ୍‌’ । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁକ୍ରବାର ଦିନ ବିଭିନ୍ନ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ…

ଜୋନସ୍ତରୀୟ ‘ସରଗି ଫୁଲ୍‌’ କାର୍ଯ୍ୟକ୍ରମ ଆରମ୍ଭ: ୧୫ଟି ଜିଲ୍ଲାର ୬୩୮ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ସୁନ୍ଦରଗଡ଼: ଓଡ଼ିଶାର ଜନଜାତି ବର୍ଗର ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ରହିଥିବା ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଛି ବାର୍ଷିକ ଶିଶୁ ମହୋତ୍ସବ ‘ସରଗି ଫୁଲ୍‌’ । ଗୁରୁବାର ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଉତ୍ତର ଓଡ଼ିଶା…

ନାଟକ ଉତ୍ସବର ତୃତୀୟ ସନ୍ଧ୍ୟା, ରମାଦେବୀ ଚୌଧୁରୀଙ୍କ ଜୀବନୀ ଆଧାରିତ ନାଟକ ‘ରମାଦେବୀ’ ମଞ୍ଚସ୍ଥ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ନାରାୟଣ ସାହୁଙ୍କ ରଚିତ ଓ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିର୍ଦ୍ଦେଶିତ ବେଲପାହାଡ଼, ଝାରସୁଗୁଡ଼ାର…