Latest Odisha News

BREAKING NEWS

ମୋବାଇଲ ଛଡାଇ , ଟଙ୍କା ଲୁଟୁଥିଲେ : ବନ୍ଧା ହେଲେ ବର୍ଦ୍ଦି ବାବୁ

ସମ୍ବଲପୁର : ବର୍ଦ୍ଦି ବାବୁଙ୍କ ଦବଙ୍ଗଗିରି  । ମୋବାଇଲ ଛଡାଇବା ଓ ଟଙ୍କା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ । ସୂଚନା ଅନୁସାରେ ହଠାତ୍ କିଛି ଯୁବକ ଅଇଁଠାପାଲି ଥାନା ପାଞ୍ଚୋଗୋଚ୍ଛିଆ ନିକଟରେ ଥିବା…

ରେଳ ଧାରଣାରେ ଲାଗିଗଲା ଗୋଡ, ମୁକୁଳିବାକୁ ଚେଷ୍ଟା କରୁଥିଲେ… ମାଡ଼ି ଆସିଲା ମୃତ୍ୟୁଦୂତ

ନୂଆପଡା: ମୃତ୍ୟୁ ଏମିତି ଆସେ ଅତର୍କିତ । ଝାମ୍ପିନିଏ ଜୀବନ । ହଠାତ ମୃତ୍ୟୁକୁ ସାମ୍ନାରେ ଦେଖୁଥିବା ମଣିଷ ବି ଅସହାୟ ହୋଇପଡେ । ଚେଷ୍ଟା କରି ବି ନିଜକୁ ବଞ୍ଚାଇ ପାରେନି । ଏମିତି ଏକ ପରିସ୍ଥିତିରେ ସିଗନାଲ ଇଞ୍ଜିନିୟର ଅନୁପ ରାୟଙ୍କର ମୃତ୍ୟୁ ଘଟିଥିଲା । ସେ ଦେଖୁଛନ୍ତି ମୃତ୍ୟୁ ଦୂତ…

ସଂସଦରେ ପହଞ୍ଚିଲା ଆନିମଲ୍ ଫିଲ୍ମ ବିବାଦ, ମୋ ଝିଅ ହଲ୍ ରୁ କାନ୍ଦି କାନ୍ଦି ବାହାରିଲା ବୋଲି କହିଲେ ମହିଳା ଏମପି

ନୂଆଦିଲ୍ଲୀ: ବିବାଦ ଘେରରେ ଛନ୍ଦି ହେଉଛି ସନ୍ଦୀପ ବାଙ୍ଗା ରେଡ୍ଡିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆନିମଲ୍ । ଏହି ଚଳଚ୍ଚିତ୍ରରେ ଦେଖାଯାଇଥିବା ସମସ୍ତ ପ୍ରକାର ହିଂସା ଅତ୍ୟନ୍ତ ଭୟଭୀତ ଅଟେ । ଆକ୍ସନ୍, ଡ୍ରାମା, ଅପରାଧ, ନିବିଡ଼ତା, ସଂଳାପ ପରି ଅନେକ ଜିନିଷ ଏହି ଚଳଚ୍ଚିତ୍ରରେ ବିବାଦୀୟ ବୋଲି…

ସଂସଦରେ ‘ମହୁଆ’ ଝଡ: ‘ମୁଁ ଦୁର୍ଗା, ଆସିଗଲି.. ବସ୍ତ୍ରହରଣ କରିଥିଲ, ଏବେ ମହାଭାରତ ଯୁଦ୍ଧ ଦେଖ’

ନୂଆଦିଲ୍ଲୀ:ସଂସଦର ଶୀତକାଳୀନ ଅଧିବେଶନ ଆଜି ପଞ୍ଚମ ଦିନ । ଆଜି ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ କ୍ୟାଶ ଫର କୋରି ଅଭିଯୋଗରେ ଲୋକସଭାରେ ଏଥିକ୍ସ କିମିଟି ରିପୋର୍ଟ ପ୍ରଦାନ କରିଛି । ରିପୋର୍ଟରେ ମହୁଆ ମୋଇତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ କରିବା ପାଇଁ ସୁପାରିଶ କରାଯାଇଛି ।…

ହାତଠାରି ଡାକୁଥିଲା ମୃତ୍ୟୁ ହେଲେ ଭଗବାନଙ୍କ ଇଚ୍ଛା ଥିଲା କିଛି ଅଲଗା

ବାଙ୍କୀ : କଥାରେ ଅଛି ରଖେ ହରି ତ ମାରେ କିଏ  । ଧରାପୃଷ୍ଠରେ ଯିଏ ଜନ୍ମ ନେଇଛି ମାନେ , ମୃତ୍ୟୁ ସୁନିଶ୍ଚିତ  । ଏହା ନିରାଟ ସତ୍ୟ ହେଲେ  । ହେଲେ ଭଗବାନଙ୍କ ଇଚ୍ଛା ଆଗରେ ସବୁ କିଛି ଫେଲ ମାରିଥାଏ  । ଏମିତି କିଛି ଘଟଣା ଦେଖିବାକୁ କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ…

ମୋ ମା’ ମତେ ୪ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି, ମୋତେ ବଞ୍ଚାନ୍ତୁ … ପୋଲିସକୁ ୧୮ ବର୍ଷିୟ ଝିଅର ଗୁହାରି

ୟୁପି: “ମୋତେ ବଞ୍ଚେଇ ଦିଅନ୍ତୁ ପୋଲିସ ବାବୁ । ମୋ ମା’ ମତେ ୪ଲକ୍ଷ ଟଙ୍କାରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଛି । ଅନିଚ୍ଛା ସତ୍ଵେ ମଧ୍ୟ ମୋର ଜବରଦସ୍ତି ସେହି ଯୁବକଙ୍କ ସହ ବିବାହ କରିଦେଇଛନ୍ତି । ମୋ ସ୍ଵାମୀ ମୋତେ ଦେହ ବେପାର କରିବାକୁ ବାଧ୍ୟ କରୁଛନ୍ତି । ସେଥିପାଇଁ ମନା କରିବାରୁ…

ଗୋଡ଼ ଖସି ଯିବାରୁ ପଡିଗଲେ କେସିଆର, ଡାକ୍ତରଖାନାରେ ଭର୍ତ୍ତି

ହାଇଦ୍ରାବାଦ: ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ରାତିରେ ଗୋଡ ଖସି ଯିବାରୁ ପଡିଗଲେ କେସିଆର । ତାଙ୍କୁ ହାଇଦ୍ରାବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ କେସିଆର…

୩ଟି ରାଜ୍ୟରେ ରିସେପ୍ସନ, ୩ଲକ୍ଷ ଲୋକଙ୍କୁ ଇନଭିଟେସନ, ଜାଣନ୍ତୁ ଏହି ବିଜେପି ବିଧାୟକଙ୍କ ଗ୍ରାଣ୍ଡ ମ୍ୟାରେଜର ତାରିଖ

ହରିୟାଣା: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଧାୟକ ଭବ୍ୟ ବିଷ୍ଣୋଇ । ସେ ବିଜେପି ନେତା ତଥା ପୂର୍ବତନ ସାଂସଦ କୂଲଦୀପ ବିଷ୍ଣୋଇଙ୍କର ପୁଅ । ଆସନ୍ତା ଡିସେମ୍ବର ୨୨ ତାରିଖରେ ଆଇଏଏସ ପରୀ ବିଷ୍ଣୋଇଙ୍କୁ ବିବାହ କରିବେ ବିଧାୟକ ଭବ୍ୟ ବିଷ୍ଣୋଇ । ଏହି ବିବାହ ୨୦୨୩ ବର୍ଷର ସବୁଠାରୁ…

୫୦ ହଜାରରେ ମନ ପସନ୍ଦ ବର

ନୂଆଦିଲ୍ଲୀ : ଆଜିକାଲିର ଦୁନିଆରେ ବିବାହ ଏକ ବଡ ସମସ୍ୟା ପାଲଟିଛି । ଲଭ୍ ମ୍ୟାରେଜ ହେଉ କିମ୍ବା ଆରେଞ୍ଜ୍ ମ୍ୟାରେଜ ନିଜ ପସନ୍ଦର ଜୀବନ ସାଥୀଟିଏ ମିଳିବା ବହୁତ କଷ୍ଟ ହୋଇପଡ଼ିଛି   । କେତେବେଳେ ପୁଅଝିଅଙ୍କ ପସନ୍ଦ ବାପା ମାଆଙ୍କ ମନକୁ ଆସେନି , ତ କେତେବେଳେ ବାପା ମାଆଙ୍କ ପସନ୍ଦ ପିଲା…

ଫାଇଦା ଜାଣି ଚମକି ପଡିବେ..

ନୂଆଦିଲ୍ଲୀ : ସାଧାରଣତଃ ଆମେ ଆମ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ରହିଥାଉ  । ଏକ ସୁସ୍ଥ ଶରୀର ଲାଗି ଆମ ନିତିଦିନିଆ ଖାଦ୍ୟ ପ୍ରଣାଳୀ ସଠିକ୍ ରଖିବା ନିହାତି ଆବଶ୍ୟକ  । କିଛି ଲୋକ ସକାଳୁ ବାସି ରୁଟି ଖାଇଥାନ୍ତି । ରୁଟିରେ ସାଧାରଣତଃ ଭିଟାମିନ୍ସ , ମିନେରାଲ୍ସ , କ୍ୟାଲସିୟମ୍ , ଫସଫରସ୍ ,…