୩୦ କୋଟି ସମ୍ପତ୍ତିର ମାଲିକ ରେବନ୍ତ ରେଡ୍ଡି: ତାଙ୍କ ବିରୋଧରେ ରହିଛି ୮୯ ଅପରାଧିକ ମାମଲା
ହାଇଦ୍ରାବାଦ:ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି । ତେଲେଙ୍ଗାନାର ୧୧୯ରୁ ୬୪ଆସନ ହାତେଇ କଂଗ୍ରେସ ଏଠାରେ ସରକାର ଗଢିବାକୁ ଯାଉଛି । ଗତ ନିର୍ବାଚନରେ ୮୮ ଆସନ ହାତେଇ ଭାରତ ରାଷ୍ଟ୍ର ସମିତି ଏଠାରେ ସରକାର ଗଢିଥିଲା । ହେଲେ ଏଥର ମାତ୍ର ୩୯ ଆସନରେ ସନ୍ତୁଷ୍ଟ ହୋଇଛି ବିଆରଏସ ।…