Latest Odisha News

BREAKING NEWS

କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ: ଆତଙ୍କବାଦ ବିରୋଧରେ ଲଢିଥିଲେ କାଶ୍ମୀର ପଣ୍ଡିତ ବିସ୍ଥାପିତ ହୋଇ ନ ଥାନ୍ତେ

ନୂଆଦିଲ୍ଲୀ:ଜମ୍ମୁକଶ୍ମୀର ପୁନର୍ଗଠନ ଏବଂ ସଂରକ୍ଷଣ ବିଲ ଉପରେ ଲୋକସଭାରେ ଚର୍ଚ୍ଚା ସମୟରେ ଗୃହମନ୍ତ୍ରୀ ଅମିତ ସାହ  ଜବାବ ଦେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ଶାହ କହିଛନ୍ତି, ଯେଉଁମାନେ୭୦ ବର୍ଷ ଧରି ଅବହେଳିତ ହୋଇ ପଡିଛନ୍ତି ଏବଂ ଯେଉଁମାନଙ୍କୁ ଅପମାନିତ କରାଯାଇଛି ସେହିମାନଙ୍କୁ…

କାହିଁକି ଜେଲରେ ଆତ୍ମହତ୍ୟା କଲେ ବିଚାରଧୀନ କଏଦୀ ? କାରଣ ଖୋଜୁଛି ପୋଲିସ

ଯାଜପୁର: ରଗଡି ସବଜେଲରେ ବିଚାରଧୀନ କଏଦୀ ଙ୍କ ଆତ୍ମହତ୍ୟା। ସୂଚନା ମୁତାବକ ଆଜି ସକାଳ ପ୍ରାୟ ୧୧ଟା ବେଳେ  ଜେଲ ଭିତରେ ଥିବା ନିର୍ମାଣଧୀନ ଗୃହ ମଧ୍ୟରେ କଏଦୀ ଜଣକ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀ ଙ୍କ ସହାୟତା ରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

IRCTCର ଆଣ୍ଡାମାନ ଟୁର୍ ପ୍ୟାକେଜ୍, ମଗାଣାରେ କରିପାରିବେ ବ୍ରେକଫାଷ୍ଟ ଓ ଡିନର୍, ଜାଣନ୍ତୁ ମୋଟ କେତେ ହେବ ଖର୍ଚ୍ଚ

ନୂଆଦିଲ୍ଲୀ: ଆସୁଛି ନୂଆବର୍ଷ । ନୂଆବର୍ଷ ଆସୁ ଆସୁ ମନରେ ଉଙ୍କି ମାରେ ପରିଭ୍ରମଣର ଚିନ୍ତାଧାରା । କାର୍ଯ୍ୟମୟ ଜୀବନ ଭିତରୁ ଟିକିଏ ଫୁରସତ ବାହାର କରି ଲୋକେ ବୁଲିବାକୁ ଯାଆନ୍ତି ବିଭିନ୍ନ ସ୍ଥାନକୁ । ତେବେ ଯଦି ଆପଣ ନୂଆ ବର୍ଷରେ ଆଣ୍ଡାମାନ ପରିଦର୍ଶନ କରିବାକୁ ଯୋଜନା କରୁଛନ୍ତି, ତେବେ…

ବିଧାନସଭା ନିର୍ବାଚନ ଜିତିବା ପରେ ଇସ୍ତଫା ଦେଲେ ୧୨ ସାଂସଦ

ନୂଆଦିଲ୍ଲୀ:ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସି ସାରିଛି । ଯେଉଁ ସାଂସଦମାନେ ବିଧାନସଭା ନିର୍ବାଚନରେ ଜିତିଛନ୍ତି ସେମାନେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୧୨ ଜଣ ବିଜେପି ସାଂସଦ । ଆଜି ଏହି ୧୨ ଜଣ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।…

ପ୍ରଥମ ଫିଲ୍ମରୁ ବେଶ୍ ସଫଳତା ପାଇଲା ପରେ ଲାଗିଲା ସତେ କି ଗ୍ରହଣ, ଗତ ୧୦ ବର୍ଷରେ ହୋଇନାହିଁ ଗୋଟେ ବି ଫିଲ୍ମ ହିଟ୍

ମୁମ୍ବାଇ: ବଲିଉଡ ଜଗତରେ ହିଟ୍ ହେବା କିମ୍ବା ମେଗାଷ୍ଟାର ହେବା ଏଇଟା ହୁଏତ ସମସ୍ତଙ୍କ ଭାଗ୍ୟରେ ନଥାଏ । ଅନେକ କଳାକାର ଷ୍ଟାରକିଡ୍ ହୋଇ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ନାଁ ସେତେଟା କରିପାରିନାହାନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ଷ୍ଟାରକିଡ ବିଷୟରେ କହିବାକୁ ଯାଉଛୁ ଯାହାର ପୁରା…

ଗୋଟିଏ ଦିନରେ ଆଜି ୫ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ଭାରତୀୟ କ୍ରିକେଟ୍ ଟିମ ପାଇଁ ଏକ ସ୍ବତନ୍ତ୍ର ଦିନ ଅଟେ । ଆଜି ଗୋଟିଏ ଦିନରେ ୫ ଜଣ ଖେଳାଳୀଙ୍କ ଜନ୍ମଦିନ  । ଏଥିମଧ୍ୟରୁ ଜଣେ ଖେଳାଳୀ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଛନ୍ତି  । ତ ଆଉ ଜଣେ ରିଟାର୍ରମେଣ୍ଟ ନେଇସାରିଛନ୍ତି । ଏହି ୫ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ଯଶପ୍ରୀତ୍…

ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ବାତ୍ୟା: କୋହଲା ପାଗକୁ ଲାଗି ରହିଛି ବର୍ଷା

ଭୁବନେଶ୍ୱର: ଦୁର୍ବଳ ହୋଇଛି ବାତ୍ୟା ମିଗଜୋମ । ଏବେ ଉତ୍ତରପୂର୍ବ ତେଲେଙ୍ଗାନା ଅଞ୍ଚଳରେ ସକ୍ରିୟ ଅବପାତ ଦୁର୍ବଳ ହୋଇ ଏବେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଆଜି ସକାଳ ୮.୩୦ରେ ଉତ୍ତର-ପୂର୍ବ ତେଲେଙ୍ଗାନା ପାଶ୍ୱବର୍ତ୍ତୀ ଦକ୍ଷିଣ ଛତିଶଗଡ-ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ତତସଲଂଗ୍ନ…

ସମ୍ପର୍କୀୟ କହି ଜିତିଲେ ବିଶ୍ଵାସ, ଶେଷରେ ଚୂନା ଲଗାଇ ଚୋରି କରିନେଲେ ଗାଡି

ଉଦଳା: ପ୍ରଥମେ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟ ସାଜିବାର ଅଭିନୟ କଲେ । ପରେ ପରିବାର ସଦସ୍ୟଙ୍କୁ ସାହାର୍ଯ୍ୟ କଲେ । ଶେଷରେ ଚିତା କାଟି ରୋଗୀଙ୍କ ସମ୍ପର୍କୀୟଙ୍କ ଗା଼ଡି ଚୋରି କରି ନେଇଗଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଚିକିତ୍ସାଳୟରେ । ଆଉ ଏ ସବୁ ଘଟଣାର କଏଦ…

ମଙ୍ଗୁ ମଠର ସ୍ଥିତି ଅନୁଧ୍ୟାନ କଲେ ଜାତୀୟ ସଂଖ୍ୟାଲଘୁ କମିଶନ

ପୁରୀ: ପୁରୀରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ । ମଙ୍ଗୁ ମଠ ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷ ସର୍ଦ୍ଦାର ଇକବାଲ ସିଂ ଲାଲପୁରାଙ୍କ ସହ ଆଜି ଜିଲ୍ଲା ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୁରୁଦ୍ୱାର କମିଟିର ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ଜିଲ୍ଲା ପ୍ରଶାସନ ସହ ମଠ…

ଗୋଗାମେଡି ହତ୍ୟାକାଣ୍ଡ ଅଭିଯୁକ୍ତ ଜଣେ ଆର୍ମି ଯବାନ: ବାହାଘର କାର୍ଡ ଦେବା ନାଁରେ ଘରେ ପଶି କରିଥିଲେ ହତ୍ୟା

ନୂଆଦିଲ୍ଲୀ: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରଣୀ ସେବାର ଜାତୀୟ ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡି ହତ୍ୟାକାଣ୍ଡର  ଚେର ହରିଆନା ଯାଏ ବ୍ୟାପିଛି । ହରିଆନା ଜିଲ୍ଲା ମହେନ୍ଦ୍ରଗଡର ଶୁଟର ନୀତିନ ଫୌଜୀ ମହେନ୍ଦ୍ରଗଡର ଦୌଂଗଡର ଜାଟର ନିବାସୀ ଅଟନ୍ତି । ସବୁଠାରୁ ବଡ କଥା ହେଉଛି, ନୀତିନ ଜଣେ…