Latest Odisha News

BREAKING NEWS

ଖୁବ୍ ଶିଘ୍ର ବନ୍ଦ ହେବ ‘ତାରକ୍ ମେହେତା କି ଉଲଟା ଚଷମା’, କାରଣ ଜାଣି ଫ୍ୟାନ୍ସଙ୍କ ଉଡିଗଲା ହୋସ୍…

ମୁମ୍ବାଇ: ଖୁବ୍ ଶିଘ୍ର ବନ୍ଦ ହେବ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ସିରିଏଲ ‘ତାରକ୍ ମେହେତା କି ଉଲଟା ଚଷମା’ । ଦୀର୍ଘଦିନ ଧରି ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇଆସୁଥିବା ଏହି ସୋ କୁ ନେଇ ଗତ କିଛି ଦିନ ଧରି ବିବାଦ ଲାଗିରହିଛି । କିଛି ଦର୍ଶକ ଦୟାବେନଙ୍କ ନଫେରିବା କାରଣରୁ ଏହି…

ଏଠାରେ ଶସ୍ତାରେ ମିଳୁଛି ଶୀତବସ୍ତ୍ର, ଶୀଘ୍ର କିଣିନିଅନ୍ତୁ…

ନୂଆଦିଲ୍ଲୀ : ଆସିଲାଣି ଶୀତ ଋତୁ । ଦିନକୁ ଦିନ ଶୀତ ବଢିବାରେ ଲାଗିଛି  । ଅନେକ ସ୍ଥାନରେ ଏପରି ସ୍ଥିତି ହୋଇଛି , ଯେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଏହି ସମୟରେ ଲୋକମାନେ ଉଷ୍ମ ଓ ଆରାମଦାୟକ ପୋଷାକ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ମନକୁ ପ୍ରଶ୍ନ ଆସୁଛି…

ଆସନ୍ତାକାଲି ହେବାକୁ ଥିବା ‘ଇଣ୍ଡିଆ’ ବୈଠକକୁ ବାତିଲା କଲା କଂଗ୍ରେସ: ଆସିବାକୁ ମନା କଲେ ଏହିସବୁ ଦଳ

ନୂଆଦିଲ୍ଲୀ:ଡିସେମ୍ବର ୬ ତାରିଖରେ ହେବାକୁ ଥିବା ‘ଇଣ୍ଡିଆ’ ମେଣ୍ଟର ବୈଠକକୁ ବାତିଲ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଏହି ବୈଠକ ଡାକିଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମ ବଙ୍ଗ ମମତା ବାନାର୍ଜୀ, ସମତାପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଝାରଖଣ୍ଡ…

ବିଧାନସଭା ନିର୍ବାଚନ ଫଳାଫଳ: ହାରିଲା କ୍ଷମତା ଆଉ ବାହୁବଳ, ଗଣତନ୍ତ୍ର ଉପରେ ବଢିଲା ଆସ୍ଥା !

ନୂଆଦିଲ୍ଲୀ: କାମ କଲାନି ଅର୍ଥ । କାମ କଲାନି କ୍ଷମତା । ଫେଲ ମାରିଲା ପରିବାର ରାଜନୀତି, ବାହୁବଳ । ଉଡିଲା ଗଣତନ୍ତ୍ରର ବିଜୟ ଧ୍ୱଜା  । ଜିତିଲେ ଶ୍ରମିକ..ହାରିଲେ ଚାରି ଚାରିଥରର ମୁଖ୍ୟମନ୍ତ୍ରୀ । ସେତିକି ନୁହେଁ, ଗୋଟିଏ ଆସନରେ ଦୁଇ ଦୁଇଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ  ହରାଇ ଜିତିଲେ …

ଆରମ୍ଭ ହେଲା ବାତ୍ୟା ‘ମିଗଜୋମ୍’ର ଲ୍ୟାଣ୍ଡଫଲ ପ୍ରକ୍ରିୟା

ଆନ୍ଧ୍ରପ୍ରଦେଶ: ଆରମ୍ଭ ହେଲା ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଦକ୍ଷିଣ ଆନ୍ଧ୍ରର ବାପାଟଲା ନିକଟରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା ମିଗଜୋମ୍ । ଦୀର୍ଘ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ । ବର୍ତ୍ତମାନ ୯୦ ରୁ ୧୧୦ ବେଗରେ ପବନ ବହୁଥିବା ବେଳେ ପ୍ରବଳ ବର୍ଷା ଲାଗି…

ଫୁଲ ଆକ୍ସନ ମୋଡରେ ବାବା ବାଲମୁକୁନ୍ଦ: ନନଭେଜ ହୋଟେଲରେ ଚଢଉ କରି କହିଲେ-‘ ଏହାକୁ କରାଚି କରିବାକୁ ଚାହୁଁଛ ?’

ଜୟପୁର: ରାଜସ୍ଥାନରେ ବିଜେପି ବହୁମତ ପାଇବା ପରେ ଫୁଲ ଆକ୍ସନ ମୋଡରେ ଅଛନ୍ତି ନବ ନିର୍ବାଚିତ ବିଧାୟକ ବାଲାମୁକୁନ୍ଦ ଆଚାର୍ଯ୍ୟ ।  ରାଜଧାନୀ ଜୟପୁରରେ ଏବେ ବାଲମୁକୁନ୍ଦଙ୍କୁ ନେଇ ଚର୍ଚ୍ଚା । ବାଲମୁକୁନ୍ଦଙ୍କ ଭିଡିଓ ଖୁବ ଭାଇରାଲ ହେଉଛି । ବାଲମୁକୁନ୍ଦଙ୍କ ଟାର୍ଗେଟରେ ଏବେ ନନଭେଜ ଫୁଡ ଷ୍ଟଲ…

ପ୍ରାକୃତିକ ବୁଲେଟ ପ୍ରୁଫ ପିନ୍ଧିଥିବା ଜୀବ

ନୂଆଦିଲ୍ଲୀ: ଏହି ବିଶ୍ୱ ରହସ୍ୟମୟ । ସ୍ରଷ୍ଟା ନିଜସ୍ୱ ଶୈଳୀରେ ସମସ୍ତ ଜୀବଙ୍କୁ ଏକ ସ୍ୱତନ୍ତ୍ର ଜୀବନ ଓ ପରିଚୟ ଦେଇଛନ୍ତି । ଆମେମାନେ ଅସ୍ତ୍ରଶସ୍ତ୍ର ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ବୁଲେଟପ୍ରୁଫ ଜ୍ୟାକେଟ ପିନ୍ଧୁଛେ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏପରି ଏକ ଜୀବ ଅଛି…

ରିଲିଜ ହେଲା କିଙ୍ଗ୍ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡଙ୍କି’ର ଟ୍ରେଲର୍

ମୁମ୍ବାଇ: ଚଳିତବର୍ଷ ଦୁଇ ଦୁଇଟି ବଡ ବ୍ଲକବଷ୍ଟର ଚଳଚ୍ଚିତ୍ର ରିଲିଜ ପରେ ଏବେ ତୃତୀୟ ଚଳଚ୍ଚିତ୍ରକୁ ନେଇ ଧମାଲ କରିବାକୁ କିଙ୍ଗ୍ ଖାନ ପ୍ରସ୍ତୁତ । କାରଣ ଖୁବ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଡଙ୍କି । ଏହାରି ଭିତରେ ରିଲିଜ ହୋଇଛି ଡଙ୍କିର…

ହମାସ ଟନେଲରେ ସମୂଦ୍ର ପାଣି ଛାଡିବ ଇସ୍ରାଏଲ

ଗାଜା: ହମାସ ଆତଙ୍କବାଦୀଙ୍କୁ ଗାଜାର ଟନେଲ ମଧ୍ୟରୁ ବାହାର କରିବା ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ନୂତନ ରଣ କୌଶଳ ବ୍ୟବହାର କରିବାକୁ ଯାଉଛି । ରିପୋର୍ଟ ମୁତାବକ ଆଇଡିଏଫ ସମୂଦ୍ର ପାଣିକୁ ଟନେଲ ମଧ୍ୟରେ ଛାଡିବା ପାଇ ଯୋଜନା କରୁଛି । ଗାଜାର ଅଲ ଶାତୀ ଡାକ୍ତରଖାନା ତଳେ ଥିବା ଟନେଲ ନିକଟରେ…

ଶୀତ ଋତୁରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହୁଁଛନ୍ତି କି ? ତେବେ ଫଲୋ କରନ୍ତୁ ଏହି ଫ୍ୟାସନ ଟିପ୍ସ…

ଭୁବନେଶ୍ଵର: ଚାଲିଛି ଶୀତଋତୁ । ଏହି ଋତୁରେ ସାଧାରଣତଃ ଲୋକେ ବୁଝିପାରନ୍ତିନି ଯେ କି ସେମାନେ କଣ ପିନ୍ଧିବା ଉଚିତ୍ ଯଦ୍ଵାରା ସେମାନଙ୍କୁ ଥଣ୍ଡା ଲାଗିବନି ଓ ଷ୍ଟାଇଲିସ ମଧ୍ୟ ଦେଖାଯିବେ । ଆମେ ଆପଣଙ୍କ ସହ ଏପରି କିଛି ଫ୍ୟାସନ ଟିପ୍ସ ସେୟାର କରିବାକୁ ଯାଉଛୁ ଯାହାକୁ ଆପଣେଇ ଆପଣ ଶୀତଋତୁରେ…