ତୁର୍କିରେ ଭୂ-କମ୍ପ ଝଟକା, ଜାଣନ୍ତୁ କେତେ ରହିଛି ତୀବ୍ରତା
ଅଙ୍କାରା: ପାକିସ୍ତାନ ପରେ ତୁର୍କୀରେ ପ୍ରବଳ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପ୍ରବଳ ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ତୁର୍କୀରେ ପୂର୍ବରୁ ମଧ୍ୟ ଏକ ଭୟଙ୍କର ଭୂକମ୍ପ ଘଟିଥିଲା ଯାହା ଦ୍ବାରା ବିପୁଳ ପରିମାଣର ଧ୍ୱଂସ ଘଟିଥିଲା । ଆଜିର ଏହି…