ଭାଇରାଲ ହେଲା ମୋଦି-ମେଲୋନୀ ସେଲଫି: ବେଷ୍ଟ ଫ୍ରେଣ୍ଡ #ମେଲୋଡି
ନୂଆଦିଲ୍ଲୀ:ସଂଯୁକ୍ତ ଆରବ ଏମିରେଟ (ୟୁଏଇ)ରେ ଚାଲିଥିବା କୋପ-୨୮ (COP28)ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ବିଶ୍ୱର ବହୁ ବଡ ବଡ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଇଟାଲି ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀ । …