ମଣିଷ କେଶରୁ ପ୍ରସ୍ତୁତ ହେଲା ଶୀତବସ୍ତ୍ର : ଚାହିଦା ଅଧିକ
ହଲାଣ୍ଡ : ସାଧାରଣତଃ ମେଣ୍ଢା ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଲୋମରେ ଶୀତବସ୍ତ୍ରମାନ ପ୍ରସ୍ତୁତ କରାଯାଇଥାଏ । ଏଭଳି ଶୀତ ବସ୍ତ୍ରର ଆଦର କ୍ରମାଗତ ଭାବରେ ରହି ଆସିଛି । ତେବେ ହଲାଣ୍ଡର ‘ହ୍ୟୁମାନ୍ ମାଟେରିଆଲ୍ ଲୁପ୍’ ନାମକ ଏକ କମ୍ପାନି ମଣିଷର କେଶ ପରି ଏକ ଅସ୍ୱାଭାବିକ ବର୍ଜ୍ୟ ଉତ୍ସକୁ ବ୍ୟବହାର…