ଚୀନରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ଅଜଣା ରୋଗର ସଂକ୍ରମଣ: ଡାକ୍ତରଖାନାରେ ମିଳୁନି ଜାଗା
ବେଜିଂ: ମିଷ୍ଟ୍ରିୟସ ନିମୋନିଆ । ନିଦ ହଜାଇ ଦେଇଛି ଏହି ଭୟଙ୍କର ରୋଗ । ପୁଣି ଥରେ ମନରେ ଛନକା ପଶିଛି । କରୋନା ପରି ଏ ରୋଗ ଜୀବନଧାରାକୁ ପୁଟି ଅଟକାଇ ଦେବନି ତ ? ଚୀନରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ଅଜଣା ରୋଗର ସଂକ୍ରମଣ । ଲଙ୍ଗସରେ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ…