Latest Odisha News

BREAKING NEWS

ଚାଷ ଜମିକୁ ହାତୀ ଘଉଡାଇବାକୁ ଯାଇ ଗୁରୁତର ହେଲେ ଯୁବକ

ଗଞ୍ଜାମ : ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା  । ଜଗନ୍ନାଥପ୍ରସାଦ ରେଞ୍ଜ ପାଲପଡ଼ା ଵୋଡା ନଦୀ ନିକଟରେ ୧୩ ଟିକିଆ ହାତୀପଲଙ୍କ ଉତ୍ପାତ୍ତ…

କବିତା : ତୁମେ

ମୈତ୍ରୀମୟୀ ନାୟକ ତୁମେ ଭିନ୍ନ ବହୁତ ଭିନ୍ନ ମୋ ଭାବନା ପୁରୁଷଠାରୁ, ସମସ୍ତଙ୍କଠାରୁ ତ କହିପାରିବିନି କିନ୍ତୁ ମୋ ନଜରରେ ଆସିଥିବା ପୁରୁଷଙ୍କଠାରୁ । ତୁମ ଚିନ୍ତାଧାରା ଖୋଜୁଥିବା ସମସ୍ୟାର ସମାଧାନ, ସମାଜକୁ ଦେଖିବାର ଦୃଷ୍ଟିଭଙ୍ଗୀ ସବୁଠାରୁ ଅଲଗା । ପ୍ରେମର ପରିଭାଷା ଆଉ…

ଗଳ୍ପ : କାର୍ତ୍ତିକ ହବିଷ

ରବି ପଣ୍ଡା  ବଡ଼ ଓଷାରେ ବଡଦେଉଳକୁ ଆସି ବଡଠାକୁରଙ୍କୁ ଦର୍ଶନ ବେଳେ ଦଳାଚକଟାରେ କେତେକ ବ୍ରୁଦ୍ଧା ହବିଷ୍ୟାଳୀଙ୍କ ମୃତ୍ୟୁ ଖବର ଶୁଣି ଉଚ୍ଛନ୍ନ ହେଇଗଲା ଅକ୍ରୁର। ଘରକୁ ଦୌଡି ଯାଇ ଟିଭିରୁ ସମ୍ବାଦ ଶୁଣିବାକୁ ଖୋଲି ଦେଇଚି ତ ପତ୍ନୀ ହାଉଆ ପାଟିଟେ କଲେ, କ’ଣ ହେଲା? ଇମିତି ନଙ୍ଗଳା ମୁକୁଳା…

ପୋଲରୁ ୨୦ ଫୁଟ ତଳକୁ ଖସିଲା କାର୍ , ୩ ଆହତ

ବଣାଇ : ବଣାଇ ମହୁଲପଦା ଫୁଲଝର ନିକଟରେ ଅଭାବନୀୟ ଘଟଣା ଘଟିଛି  । ଏକ କାର୍ ପୋଲରୁ ୨୦ ଫୁଟ ତଳକୁ ଖସିପଡିଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ୩ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଉରକେଲା ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି । କେନ୍ଦୁଝରରୁ ରାଉରକେଲାକୁ ଆସୁଥିବାବେଳେ ଏଭଳି…

ଘରୋଇ ଉପାୟରେ କେମିତି ଦୂର ହେବ ଡାର୍କ ସର୍କଲ ?

ନୂଆଦିଲ୍ଲୀ : ଆଜିକାଲିକା ବ୍ୟସ୍ତବହୁଳ ସମୟ ମଧ୍ୟରେ ଲୋକଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଛି  । ବର୍ତ୍ତମାନ ସମୟରେ ଆଖି ଚାରିପାଖେ ଡାର୍କ ସର୍କଲ ଦେଖାଯିବା ଏକ ବଡ ସମସ୍ୟା ପାଲଟିଛି ।  କୁହାଯାଏ ନିଦ ପୂରା ନ ହେବା, ମାନସିକ ଚିନ୍ତା, ବେଶୀ ସମୟ ଖରାରେ ବୁଲିବା, ଏବଂ…

ଭାଷା ଭାଗବତ : ଦୁଶୁଚି କି ଏ ଦଶା ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଋ ଯଦି ସତେ ରୁ ହୁଅଂତା ଅଋଣ, କଋଣ ଦିଶଂତା ଲେଖିଲେ ଋଚି ଅବା ଋଟି କେହି କରଂତେନାହିଁ ପାଟି ହାତ ଲେଖିଲେ ସୁଦ୍ଧା ହ୍ୟ ପାଟି ତ କହୁଥାଏ ଝ୍ୟ ବାହ୍ୟ : ବାଝ୍ୟ ଓ ସହ୍ୟ : ସଝ୍ୟ କେଉଁଟି ଆମ ପରିଚୟ ? ଲେଖୁଛୁଁ ଯୁଦ୍ଧ, କହୁଁ ଜୁଧ୍ୟ…

ସୁପର ସନଣ୍ଡେରେ ସୁପର ଫାଇଟ୍ : ଆଜି ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାଲଢେଇ , ପ୍ରଧାନମନ୍ତ୍ରୀ ଦେଖିବେ ମ୍ୟାଚ୍

ନୂଆଦିଲ୍ଲୀ : ସୁପର ସନଣ୍ଡେରେ ସୁପର ଫାଇଟ୍  । ବିଶ୍ବକପ୍ କ୍ରିକେଟର ଆଜି ଗ୍ରାଣ୍ଡ ଫିନାଲେ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାଲଢେଇ  । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ହାଇଭୋଲଟେଜ୍ ଟକ୍କର । ୩ଥର ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ  । ଆଉ କିଛି ଘଣ୍ଟାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମୁକ୍ତିର ପଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମୁକ୍ତି ଦାତା ଶ୍ରୀ ଜଗନ୍ନାଥଙ୍କୁ ଅନ୍ତରଙ୍ଗ ଭକ୍ତଟିଏ ମୁକ୍ତି ଛଡା ଅନ୍ୟକିଛି ମାଗିପାରେନି । ମୁକ୍ତି ମାର୍ଗର ତିନୋଟି ପଥ ହେଲା ଜ୍ଞାନ, କର୍ମ ଓ ଭକ୍ତି, ଜ୍ଞାନ ଓ କର୍ମ ନିଷ୍ଠାପର ତଥା କଠୋର…

ଥମୁନି ଧଳା ଜହର କାରବାର : ଅନୁଗୁଳରୁ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଗିରଫ

ଅନୁଗୁଳ : ଥମୁନି ଧଳା ଜହର କାରବାର  । ବ୍ରାଉନ ସୁଗାର ବିକ୍ରି ପାଇଁ ଡିଲ ବେଳେ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଜଣଙ୍କୁ ଗିରଫ କରିଛି ଅନୁଗୁଳ ଅବକାରୀ ବିଭାଗ  । ସୂଚନା ମୂତାବକ ନାଲକୋନଗର ଥାନା କନ୍ୟାବେଡା ଓ କେନ୍ଦୁପାଟଣା ଗାଁ ମୁଣ୍ଡରେ ଥିବା ବ୍ରିଜ ନିକଟରେ ବ୍ରାଉନସୁଗାର ବିକ୍ରି ପାଇଁ…

ସୁଡଙ୍ଗ ଭିତରେ ଶ୍ରମିକ: ପହଁଚିବା ପାଇଁ ବିକଳ୍ପ ରାସ୍ତା ତିଆରି କଲେ ଇଞ୍ଜିନିୟର

ଉତ୍ତରକାଶୀ: ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପାହାଡ ଉପରୁ ଏକ ଗାତ ଖୋଳିବା ପାଇଁ ଅଧିକାରୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରାଥମିକ ଭାବେ ଯେଉଁ 60 ମିଟର ଡ୍ରଲିଂ କରିବାକୁ ପ୍ରୟାସ ହୋଇଥିଲା ତାହା କୌଣସିମତେ ସଫଳ ନହେବାରୁ ଏହି ବିକଳ୍ପ ରାସ୍ତା ତିଆରି…