ସୋନମଙ୍କ ପାର୍ଟିରେ ଫୁଟବଲ ତାରକା ଡେଭିଡ୍ ବେକ୍ହାମ୍
ମୁମ୍ବାଇ: ମୁମ୍ବାଇ ଗସ୍ତରେ ଆସିଛନ୍ତି ଆନ୍ତର୍ଜାତିକ କିଂବଦନ୍ତି ଫୁଟ୍ବଲ୍ ତାରକା ଡେଭିଡ୍ ବେକହାମ୍ । ସେ ଅଭିନେତ୍ରୀ ସୋନମ କପୁରଙ୍କ ଘରେ ଅତିଥି ଭାବେ ଯୋଗ ଦେଇଥିଲେ । ଦୀପାବଳି ପର୍ବ ଅବସରରେ ଏକ ରାତ୍ରିଭୋଜନରେ ଆପ୍ୟାୟିତ କରିବା ଲାଗି ଅଭିନେତ୍ରୀ ସୋନମ ଓ ତାଙ୍କ ଉଦ୍ୟୋଗୀ ସ୍ୱାମୀ…