Latest Odisha News

ବିବାହ ପରେ ପରକୀୟା ପ୍ରୀତି ଅପରାଧ ହେଉ, କେନ୍ଦ୍ରକୁ ଗୃହମନ୍ତ୍ରାଳୟ ସଂସଦୀୟ କମିଟିର ପ୍ରସ୍ତାବ

ନୂଆଦିଲ୍ଲୀ: ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ବଜାୟ ରଖିବା ଆବଶ୍ୟକ। ତେଣୁ ପରକୀୟା ପ୍ରତିକୁ ଅପରାଧ ବୋଲି ବିବେଚନା ହେଉ। କେନ୍ଦ୍ର ସରକାରଙ୍କୁ ଏଭଳି ଏକ ପ୍ରସ୍ତାବ ଦେଇଛି କେନ୍ଦ୍ର ଗୃହ ସଂସଦୀୟ କମିଟି। ଏହାର ଅର୍ଥ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୪୯୭କୁ ବଜାୟ ରଖିବାକୁ…

ଅମଳ ସମୟରେ ଭୟ ଦେଖାଇଲାଣି ବଡ ବର୍ଷା, ଚିନ୍ତାରେ ଚାଷୀ

ଭୁବନେଶ୍ଵର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଲଘୁଚାପ ଗତି କରିବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ଅବପାତ ରୂପ ନେବ । ପରେ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଆନ୍ଧ୍ର ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ୧୭ ତାରିଖ…

ଇଞ୍ଜାମାମ କହିଲେ ହରଭଜନ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାହୁଁଥିଲେ

ଚଣ୍ଡୀଗଡ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକଙ୍କ ଏକ ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଭାରତର ଅଫ ସ୍ପିନର ହରଭଜନ ସିଂ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି ।…

ସାଇକେଲ ଆରୋହୀଙ୍କୁ ପିଟିଲା କାର: ୨ ମୃତ

ସୁନ୍ଦରଗଡ: ସକାଳୁ ସକାଳୁ ଦୁର୍ଘଟଣା । ଚାଲିଗଲା ଦୁଇ ଜୀବନ । ଏହି ଘଟଣାରେ ସୁନ୍ଦରଗଡ ଜିଲ୍ଲା ବଡଗାଁ ଅନ୍ତର୍ଗତ ଝାରମୁଣ୍ଡା ଗାଁରେ ଖେଳି ଯାଇଛି ଶୋକର ଲହରୀ । ଝାରମୁଣ୍ଡା ଗାଁର ୨ ଜଣ ବ୍ୟକ୍ତି ସକାଳୁ ସକାଳୁ ସାଇକେଲରେ ଶୌଚ ହେବାକୁ ଯାଉଥିଲେ । ସେମାନେ ରାସ୍ତା ପାର ହେଉଥିବା ସମୟରେ…

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମୁକାବିଲା ପାଇଁ ଧୀମା ପିଚ

ମୁମ୍ବାଇ: ଚଳିତ ବିଶ୍ୱକପରେ ବୁଧବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ରିପୋର୍ଟ ମୁତାବକ ବିସିସିଆଇ ଧୀମା ଟ୍ରାକ ତିଆରି କରିବା ପାଇଁ ପିଚ କ୍ୟୁରେଟରଙ୍କୁ ନିର୍ଦ୍ଦେଶ ଦେଇଛି । ବଲ ଅଧିକ ଟର୍ଣ୍ଣ କରିବା ପରିବର୍ତେ ଧୀମା ରହିବ । ସେଥିପାଇଁ ପିଚରୁ ଘାସ କାଟି…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଘାଟି ତଳକୁ ଖସିଲା କାର, ୩ ମୃତ, ଜଣେ ଗୁରୁତର

କୋରାପୁଟ: ଘାଟି ତଳକୁ ଖସିଲା କାର । କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ଯୋଡ଼ିମାଡଦିଲି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ…

ଶୀତ ଦିନେ କିପରି ନେବେ ଶିଶୁ ଓ ବୟସ୍କଙ୍କ ଯତ୍ନ, ଜାଣନ୍ତୁ…

ଭୁବନେଶ୍ଵର: ଧିରେ ଧିରେ ବଢ଼ିବାରେ ଲାଗିଛି ଶୀତର ପ୍ରଭାବ । ଶୀତର ପ୍ରଭାବ ବଢିବା ସହ ଶରୀରରେ ଦେଖାଯାଏ ଅନେକ ପ୍ରକାର ରୋଗ । ଶୀତଦିନେ ବଦଳୁଥିବା ପାଣିପାଗ ଏବଂ ବାୟୁ ପ୍ରଦୂଷଣ ହେତୁ ପିଲାମାନଙ୍କଠାରେ ଭାଇରାଲ୍ ଜ୍ୱର, ଥଣ୍ଡା,କାଶ ଇତ୍ୟାଦି ଲକ୍ଷଣ ଦେଖାଦେଇଥାଏ । ସେହିପରି ନିଶ୍ୱାସ ନେବାରେ…

ବଚନ (୨)

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ପ୍ରଥମ ପୁରୁଷ ଏକବଚନ- ମୁଁ, ମୋତେ, ମୋ’ ଦ୍ୱାରା, ମୋ’ଠାରୁ, ମୋ’ର, ମୋ’ଠାରେ । ପ୍ରଥମ ପୁରୁଷ ବହୁବଚନ- ଆମେ, ଆମେମାନେ, ଆମକୁ, ଆମମାନଙ୍କୁ, ଆମ ଦ୍ୱାରା, ଆମମାନଙ୍କଦ୍ୱାରା, ଆମଠାରୁ, ଆମମାନଙ୍କଠାରୁ, ଆମମାନଙ୍କର, ଆମଠାରେ,…

କବିତା : ପରିଚୟ

ରୋଜାଲିନ୍ ମିଶ୍ର ଯଦି କେବେ ତୁମେ ବର୍ଷ। ହୋଇ ଏ ଜୀବନ ମରୁଦ୍ୟାନେ ପଡ଼ ଝରି, ମୁଁ ତୁମକୁ ଆବୋରି ନେବି ଅଧର ଆଶ୍ଲେଷ ଦେଇ, ଏଇ ବିରାଟ ସତ୍ତାର ପ୍ରତ୍ୟେକଟି ନୂତନ ପଲ୍ଲବର ଅନ୍ତରାଳେ ଲୁକ୍କାୟିତ ଅସ୍ତିତ୍ବ ପାଇଁ ମୁଁ ତୁମକୁ ଖୋଜିବି, ଆଉ ଜୀବନର ରନ୍ଧ୍ରେ…

ବାଇକରେ ଯାଉଥିଲେ ଦୁଇ ଭାଇ: ପିଟିଦେଲା ଆଇରନ ବୋଝେଇ ଟ୍ରକ

ପାରାଦୀପ: ଦୁଇଭାଇ ଯାଉଥିଲେ ବାଇକରେ । ମାଡିଗଲା ଆଇରନ ବୋଝେଇ ଟ୍ରକ । ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟିଛି ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ହରିଦାସ ପୁର ୫୩ ନମ୍ବର ଜାତୀୟ ରାଜପଥ…