ବାଲି ବୋଝେଇ ହାଇଓ୍ୱା ସହ ବାଇକ ମୁହାଁମୁହିଁ ଧକ୍କା, ଯୁବକ ମୃତ, ଅନ୍ୟ ଜଣେ ଗୁରୁତର
ବଲାଙ୍ଗୀର: ଦଶାହ କର୍ମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଘଟଣ । ବାଲି ବୋଝେଇ ହାଇୱା ସହିତ ମୁହାଁମୁହିଁ ଧକ୍କା ପରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧୀନ ବାଗବାହାଲ ଛକର କେନାଲ ନିକଟରେ ।…