ନୂଆବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ: ଡିସେମ୍ବର ୩୧ରେ ସରୁଛି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ
ଭୁବନେଶ୍ବର: ନୂଆ ବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ । ବର୍ତ୍ତମାନର ପୋଲିସ ଡ଼ିଜି ସୁନୀଲ ଵଂଶଲଙ୍କର କାର୍ଯ୍ୟକାଳ ଡିସେମ୍ବର ୩୧ ରେ ଶେଷ ହେବାକୁ ଯାଉଛି । ପରବର୍ତ୍ତୀ ନୂଆ ପୋଲିସ ଡିଜି କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି ।
ଏହାରି ଭିତରେ ନୂଆ ପୋଲିସ ଡ଼ିଜିଙ୍କ ପାଇଁ ୭…