ଜଳ ଜୀବନ ମିଶନ ଦୁର୍ନୀତି ମାମଲା: ମନି ଲଣ୍ଡରିଂ ମାମଲାରେ ରାଜସ୍ଥାନର ୨୫ଟି ସ୍ଥାନରେ ଚଢଉ
ଜୟପୁର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଜସ୍ଥାନର ୨୫ରୁ ଅଧିକ ସ୍ଥାନରେ ଚଢାଉ କରିଛି। ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନରେ ଆଇଏଏସ୍ ଅଧିକାରୀଙ୍କ ସ୍ଥାନ ସମେତ ମୋଟ ୨୫ଟି ସ୍ଥାନରେ ଏହି ଚଢଉ କରାଯାଉଛି। ଜଳ ଜୀବନ ମିଶନ ଦୁର୍ନୀତିରେ ମନି ଲଣ୍ଡରିଂ ମାମଲାରେ ଏହି ଚଢାଉ କରାଯାଉଛି। ଯେଉଁ…