Latest Odisha News

BREAKING NEWS

ରାଜଧାନୀରେ ଦୁର୍ଘଟଣା: ଦୁଇ ଗୁରୁତର, ରେଞ୍ଜରୋଭର ମାଲିକକୁ ସୁରକ୍ଷା ଦେଉଛି ପୋଲିସ?

ଭୁବନେଶ୍ୱର: ରାଜଧାନୀରେ ଥିବା ପାଓ୍ବାର ହାଉସ ଛକରେ ରେଞ୍ଜରୋଭର ଗାଡି ଘଟଇଥିବା ଦୁର୍ଘଟଣା ଏବେ ଚର୍ଚ୍ଚାରେ ରହିଛି। କାରଣ କାରଟି ଏତେ ଜୋର ଧକ୍କା ଦେଇଛି ଦୁଇ ଜଣ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଅନ୍ୟପଟେ କାରର ମାଲିକାନାକୁ ନେଇ ପ୍ରଶ୍ନ ଉଠିଛି। ଦୁର୍ଘଟଣା ବେଳେ କାରର ନମ୍ବର ଯାହା…

ଗମ୍ଭୀର ସ୍ଥିତିରେ ଦିଲ୍ଲୀର ବାୟୁ ଗୁଣବତ୍ତା, ଲାଗୁ ହେଲା ଜିଆରଏପି-୩

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ ଅସମ୍ଭାଳ ସ୍ଥିତିରେ ବାୟୁ ପ୍ରଦୂଷଣ । ଦିନିକୁ ଦିନ ଏହାର ସ୍ତର ଅତି ଗମ୍ଭୀର ହେବାରେ ଲାଗିଛି । ଯାହାକୁ ନଜରରେ ରଖି ତେବେ ଆଜି (ଗୁରୁବାର) ଦିଲ୍ଲୀରେ ଜିଆରଏପି (GRAP)ର ତୃତୀୟ ଚରଣ ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଟ…

ସୁପ୍ରିମକୋର୍ଟ ବିଚାରପତିଙ୍କ କହିଲେ ମୋତେ ମାଇ ଲର୍ଡ କହିବା ବନ୍ଦ କର, ନ ହେଲେ ଅଧା ଦରମା ଦେଇଦେବି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଏକ କେସ ଶୁଣାଣୀ ଅବସରରେ ମଜାଦାର ଘଟଣା ଘଟିଛି । ଜଣେ ଓକିଲ ବାରମ୍ବାର ବିଚାରପତିଙ୍କୁ ମାଇ ଲର୍ଡ, ୟୋର ଲର୍ଡଶିପ କହିବାରୁ ବିଚାରପତି ଜଣଙ୍କ ଅସନ୍ତୁଷ୍ଟ ହୋଇ ପଡିଥିଲେ । ସେ ମଜାକିଆ ଢ଼ଙ୍ଗରେ କହିଥିଲେ ତୁମେ ବାରମ୍ବାର ମୋତେ ଏ ଭଳି ସମ୍ବୋନ୍ଧନ କଲେ ମୁଁ ଅଧା…

ଟିମ୍ ଇଣ୍ଡିଆର ପୁରୁଖା ବୋଲରଙ୍କ ରେକର୍ଡ ଭାଙ୍ଗି ମହମ୍ମଦ ସାମି ରଚିଲେ ଇତିହାସ

ମୁମ୍ବାଇ: ଟିମ୍ ଇଣ୍ଡିଆର ରାଇଜିଂ ଷ୍ଟାର ବୋଲର ଦ୍ରୁତ ବୋଲର ମହମ୍ମଦ ସାମି ଦିନିକିଆ ବିଶ୍ୱକପରେ ତିନୋଟି ମ୍ୟାଚ୍ ଖେଳି ଇତିହାସ ସୃଷ୍ଟି କରିଛନ୍ତି। ସେ ଗୁରୁବାର ଦିନ ଶ୍ରୀଲଙ୍କା ବିପକ୍ଷରେ ପାଞ୍ଚଟି ୱିକେଟ୍ ନେଇ ଏକ ବଡ଼ ପ୍ରଦର୍ଶନ କରିଛନ୍ତି। ସେ ଏକଦିବସୀୟ ବିଶ୍ୱକପ୍‌ରେ ଭାରତ ପାଇଁ…

ବିଶ୍ୱକପର ବୃହତ ବିଜୟ ସହ ସେମିରେ ଭାରତ

ମୁମ୍ବାଇ: ଭାରତ ବିଶ୍ୱକପରେ ଶ୍ରୀଲଙ୍କାକୁ ବୃହତ ବ୍ୟବଧାନରେ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ୩୦୨ ରନରେ ଶ୍ରୀଲଙ୍କାକୁ ହରାଇଥିଲା । ଏହା ପୂର୍ବରୁ ୨୦୦୭ରେ ବରମୁଡାକୁ ଭାରତ ୨୫୭ ରନରେ ହରାଇଥିଲା । ନଭେମ୍ବର ୨ରେ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା…

ସର୍କିଟ ହାଉସ୍ ପାଲଟିଛି ମଦ୍ୟପଙ୍କ ଆଡ୍ଡା ସ୍ଥଳୀ

ଜଗତସିଂହପୁର: ସରକାରୀ ସର୍କିଟ ହାଉସ ଏବେ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ । ଯେଉଁ ସର୍କିଟ ହାଉସରେ ବିଭିନ୍ନ ସମୟରେ ନେତା, ମନ୍ତ୍ରୀ, ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ରାତ୍ରିଯାପନ ତଥା ବିଶ୍ରାମ କରିଥାନ୍ତି । ପରିତାପର ବିଷୟ ଯେ ଜଗତସିଂହପୁର ଜିଲ୍ଲାର ସଦରମହକୁମା ସ୍ଥିତ…

ଫେବୃୟାରୀ ୧୧ରେ ହେବ ପାକିସ୍ତାନରେ ସାଧାରଣ ନିର୍ବାଚନ

କରାଚୀ: ପାକିସ୍ତାନ ନିର୍ବାଚନ ଆୟୋଗ ଆଗାମୀ ଫେବୃୟାରୀ ୧୧ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଓକିଲ ପାକିସ୍ତାନର ସୁପ୍ରିମକୋର୍ଟଙ୍କୁ ଏହି ସମ୍ପର୍କରେ କହିଛନ୍ତି । ଜାନୁୟାରୀ ଶେଷ ସପ୍ତାହରେ ଏହା ହେବ ବୋଲି ସ୍ଥିର ହୋଇଥିଲେ ମଧ୍ୟ…

ରାତିରେ ପରିବାର ଲୋକେ ଶୋଇଥିବା ବେଳେ ଫାଟିଗଲା ମୋବାଇଲ ଫୋନ୍

ଭଦ୍ରକ: ମୋବାଇଲ୍ ଫୋନ୍ ଚାର୍ଜର ବିସ୍ଫୋରଣରେ ଘରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାର ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ବାଲିଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଚାର୍ଜରରେ ସଂଯୋଗ ହୋଇଥିବା ମୋବାଇଲରୁ ନିଆଁ ଲାଗିଯିବାରୁ ଏକ ପରିବାର ଅଳ୍ପକେ ବର୍ତ୍ତି…

ବ୍ରହ୍ମଗିରିରେ ଦଳୀୟ ନେତାଙ୍କ ବିରୋଧ ବେଳେ ସଂଗଠନକୁ ଫେରିଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ଗୋଟିଏ ପଟେ ନିଜ ନିର୍ବାଚନମଣ୍ଡଳୀ ପୁରୀ ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମା ବିରୋଧର ଶିକାର ହେଉଛନ୍ତି ଅନ୍ୟପଟେ ଦଳ ସଂପୃକ୍ତ ନେତା ତଥା ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ହଠାତ୍ ସଞ୍ଜୟଙ୍କୁ ଦଳ ପକ୍ଷରୁ…

କଟକରେ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ମାରପିଟ, ଜଣେ ମୃତ

କଟକ: କଟକରେ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ସାଙ୍ଘାତିକ ମାରପିଟ । ଏହି ମାରପିଟରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଅଟୋ ଚାଳକ ଜଣଙ୍କ ହେଲେ ମହମ୍ମଦ ରୋସନ । ତାଙ୍କ ଘର କଟକର ସତୀଚୌରାର ଇଦ୍‌ଘା କଲୋନୀରେ ବୋଲି ଜଣାପଡିଛି । ତେବେ ଅଭିଯୁକ୍ତ ଜଣକ ହେଲେ ଖଟବୀନ ସାହିର ସରିଫ ।…