ଗେହଲୋଟ, ପାଇଲଟଙ୍କ କଥା ଶୁଣୁନାହାନ୍ତି ରାହୁଲ, ସର୍ଭେ ରିପୋର୍ଟ ଅନୁଯାୟୀ ନିଷ୍ପତ୍ତି !
ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଏଥର ସମ୍ପୂର୍ଣ୍ଣ ଭିନ୍ନ ରଣନୀତି ସହ ଲଢୁଛି। କୌଣସି ଶୀର୍ଷ ନେତୃତ୍ୱଙ୍କ କଥାରେ ନୁହେଁ ବରଂ ସମ୍ପୁର୍ଣ୍ଣ ସର୍ଭେ ରିପୋର୍ଟ ଆଧାରରେ ହିଁ ଦଳ କାର୍ଯ୍ୟ କରୁଛି।
ନା ମୁଖ୍ୟମନ୍ତ୍ରୀ ଗେହଲୋଟ ନା ଅନ୍ୟତମ ପ୍ରମୁଖ ନେତା ସଚିନ ପାଇଲଟ…