Latest Odisha News

BREAKING NEWS

ବଦଳିଲେ କଟକ ଜିଲ୍ଲାପାଳ : ନରହରି ସେଠୀ ହେଲେ ନୂଆ ଜିଲ୍ଲାପାଳ

କଟକ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବଦଳି । କଟକ ଜିଲ୍ଲାପାଳ ଭବାନୀ ଶଙ୍କରଙ୍କର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି ।  ନରହରି ସେଠୀ ହେଲେ କଟକ ଜିଲ୍ଲାପାଳ । ଭବାନୀ ଶଙ୍କରଙ୍କ ସ୍ଥାନରେ ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।…

୩୧ରେ ଶପଥ ଗ୍ରହଣ କରିବେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ଵର: ଆସନ୍ତା ୩୧ ତାରିଖରେ ଶପଥ ନେବେ ରାଜ୍ୟର ନୂଆ ରାଜ୍ୟପାଳ ରଘୁବର ଦାସ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।  ୧୯୮୦ ମସିହାରୁ ଜନସାଧରଙ୍କ…

କଂଗ୍ରେସରୁ ନିର୍ବାଚନ ଲଢିବି: ମହମ୍ମଦ ମୋକିମ

ଭୁବନେଶ୍ବର : କଟକରେ ମୋକିମ୍ ଓ ପିସିସି ସଭାପତିଙ୍କ ଭେଟ ଘାଟକୁ ନେଇ ବଢିଲା ଚର୍ଚ୍ଚା। କିଛି ଦିନର ନୀରବତା ପରେ ପୁଣି ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ୍  । ସେ କହିଛନ୍ତି ଗୋଟେ ଦଳର ନେତା ଆମେ ସବୁ ଏକାଠି ହେବା ବହୁତ୍ ଖୁସି ଲାଗିଲା। ପୂଜା ଘରେ ଏକତ୍ରିତ ହେଲୁ  । ଦଳ…

ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି: ବିଏସ ୟେଦ୍ୟୁରପ୍ପାଙ୍କୁ ଯୋଗାଇ ଦିଆଯିବ Z+ ସୁରକ୍ଷା

ବେଙ୍ଗାଲୁରୁ: ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ Z+ ସୁରକ୍ଷା ମିଳିଛି। ଗୃହ ମନ୍ତ୍ରଣାଳୟ ୟେଦ୍ୟୁରପ୍ପାଙ୍କୁ Z ବର୍ଗର ସିଆରପିଏଫ୍ ସୁରକ୍ଷା ଯୋଗାଇ ଦେଇଛି। ଏହି ସୁରକ୍ଷା କେବଳ କର୍ଣ୍ଣାଟକରେ ଯୋଗାଇ ଦିଆଯିବ ଏବଂ ଖୁବ ଶୀଘ୍ର…

ଭୟଙ୍କର ଦୁର୍ଘଟଣା: ୧୨ ମୃତ, ଜଣେ ଗୁରୁତର

କର୍ଣ୍ଣାଟକ: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏସୟୁଭି ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି କର୍ଣ୍ଣାଟକର ଚିକ୍କାବାଲାପୁରରେ । ସୂଚନାନୁସାରେ, ଆଜି ସକାଳେ ଚିକ୍କାବାଲାପୁରର ଏନଏଚ୍ ୪୪ ଚତ୍ରାବତୀ ଟ୍ରାଫିକ୍ ପୋଲିସ…

ପାରାଦ୍ବୀପ NQ-2, ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସିଥିବା ଜାହାଜ ସମୁଦ୍ର କୌସ୍ତୁଭ

ପାରାଦ୍ବୀପ : କୂଳରେ ଲାଗିଲା ଜାହାଜ ସମୁଦ୍ର କୌସ୍ତୁଭ  । ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ ଗତକାଲି ବିଳମ୍ବିତ ରାତିରେ ପାରାଦ୍ବୀପ NQ-2, ବର୍ଥରେ ଲାଗିଲା  । ଏହା ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା  । ଇଞ୍ଜିନ ଖରାପ…

ଇସ୍ରାଏଲରେ ଆକ୍ରମଣ ପାଇଁ ଇରାନରେ ପ୍ରଶିକ୍ଷଣ ନେଇଥିଲେ ହମାସ ଆତଙ୍କବାଦୀ

ତେହେରାନ: ଇସ୍ରାଏଲ ସୀମାରେ ପ୍ରବେଶ କରି ନାରକୀୟ କାଣ୍ଡ ରଚିଥିବା ହମାସ ଆତଙ୍କବାଦୀ ଇରାନରେ ପ୍ରଶିକ୍ଷଣ ନେଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ହମାସ ଓ ଫିଲିସ୍ତାନୀ ଇସଲାମିକ ଜିହାଦର ୫୦୦ ସଦସ୍ୟ ଗତ ମାସରେ ଇରାନର ଇସଲାମିକ…

ଚିଲିକାରେ ପର୍ଯ୍ୟଟକଙ୍କୁ ବୁଲାଇବାବେଳେ ହୋଇଥିଲେ ନିଖୋଜ : ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ

ବ୍ରହ୍ମଗିରି :  ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକାରେ ଡଙ୍ଗାରୁ ଖସିପଡି ନିଖୋଜ ହୋଇଥିଲେ ଡଙ୍ଗା ଚାଳକ ବିକ୍ରମ ଜାଲି । ଭାସୁଥିବା ଅବସ୍ଥାରେ ବିକ୍ରମଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ମୂତାବକ ଗତକାଲିଠାରୁ ବିକ୍ରମ ଟ୍ୟୁରିଷ୍ଟ ବୋଟ ନେଇ ୫ ଜଣଙ୍କୁ ବୁଲାଇବା ପାଇଁ ଚିଲିକା…

OAS ସ୍ତରରେ ବଡ଼ଧରଣ ଅଦଳବଦଳ: ବଦଳିଲେ ୫୩ ଅଧିକାରୀ

ଭୁବନେଶ୍ଵର: OAS ସ୍ତରରେ ବଡ ଧରଣର ଅଦଳବଦଳ । ୫୩ ଜଣ OAS ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନା ଅନୁସାରେ, ଗତ ୨୨ ତାରିଖରେ ୨୨୦ଜଣ OAS ଅଦୀକାରୀଙ୍କ ବଦଳି ଗୋଇଥିବା ବେଳେ…