Latest Odisha News

BREAKING NEWS

ରିଲ୍ସ ପାଇଁ ଗଲା ଚାକିରି, ଦୁଇ ଦିନ ତଳେ ପାଇଥିଲେ ନିଯୁକ୍ତି

ଲକ୍ଷ୍ନୌ : ଆଜିକାଲି କମ୍ ସମୟରେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସମସ୍ତଙ୍କ ଇଛା । ଏଥିଲାଗି ଲୋକେ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି । ନିକଟରେ ୟୁପି ପୋଲିସରେ କାର୍ଯ୍ୟ କରୁଥିବା ଜଣେ ମହିଳା ପୋଲିସଙ୍କ ପାଇଁ ରିଲ୍ସ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି କାରଣରୁ…

ମିଜୋରାମ ବିଧାନସଭା ନିର୍ବାଚନ: ଘୋଷଣାପତ୍ର ଜାରି କଲା କଂଗ୍ରେସ, ଜାଣନ୍ତୁ ଏଥିରେ କ’ଣ ରହିଛି?

ଆଇଜାୱଲ: ମିଜୋରାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଘୋଷଣାପତ୍ର ଜାରି କରିଛି । ଏଥିରେ କୁହାଯାଇଛି ଯେ, ଯଦି ରାଜ୍ୟରେ ଦଳ କ୍ଷମତାକୁ ଆସେ ତେବେ ୭୫୦ ଟଙ୍କାରେ ଏଲପିଜି ସିଲିଣ୍ଡରର ସୁବିଧା, ମାସକୁ ୨ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା, ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା…

କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ କରାଯିବ: ଭୁପେଶ ବାଘେଲ

ଛତିଶଗଡ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୋମବାର ଘୋଷଣା କରିଛନ୍ତି ଯେ, ଯଦି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସେ ତେବେ କୃଷକଙ୍କ ଋଣ ଛାଡ କରାଯିବ । ମୁଖ୍ୟମନ୍ତ୍ରୀ ବାଘେଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରି କହିଛନ୍ତି, ପୂର୍ବ ପରି କଂଗ୍ରେସ…

ପାଲନପୁରରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ଦୁଇ ମୃତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗାନ୍ଧୀନଗର: ଗୁଜୁରାଟର ପାଲନପୁରରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡି ପଡିଛି। ବ୍ରିଜର ଭଙ୍ଗା ଅଂଶ ସିଧାସଳଖ ଟ୍ରାକ୍ଟର ଏବଂ ରିକ୍ସା ଉପରେ ପଡିଛି। ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବ୍ରିଜର ଭଙ୍ଗା ଅଂଶ ତଳେ ଜଣେ ବ୍ୟକ୍ତି ପୋତି ହୋଇଥିବାର ନଜର ଆସିଥିବା ବେଳେ ଉକ୍ତ ଘଟଣାରେ…

ଗୋଟିଏ ମାସରେ ଦୁଇ ଚର୍ଚ୍ଚିତ ଚେହେରାଙ୍କ ଅବସର

ଭୁବନେଶ୍ୱର: ଗୋଟିଏ ମାସରେ ଦୁଇ ଚର୍ଚ୍ଚିତ ବ୍ୟକ୍ତିଙ୍କ ଅବସର ଗ୍ରହଣ। 20 ଦିନ ବ୍ୟବଧାନରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିଆନ ଅବସର ଗ୍ରହଣ କରିଛନ୍ତି। ଜଣେ ସଚିବଙ୍କୁ ପ୍ରଶ୍ନ କରି ଚର୍ଚ୍ଚାକୁ ଆସି ନିଜ ଦ୍ବାରା ପ୍ରତିଷ୍ଠା ହୋଇଥିବା ଦୈନିକ ଖବରକାଗଜ ସମ୍ବାଦରୁ ଅବସର ଗ୍ରହଣ…

ଚୋରି ବେଳେ ଧରାପଡିଲା ଆମାଜାନ ବଏ, ସିସିଟିଭି ଫୁଟେଜ ଭାଇରାଲ

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ସମସ୍ତେ ଅନଲାଇନ ସପିଙ୍ଗ କରିବାକୁ ଖୁବ ପସନ୍ଦ କରୁଛନ୍ତି । ଘରେ ବସି ଖୁବ କମ ସମୟ ଭିତରେ ନିଜ ପସନ୍ଦର ଜିନିଷ ଅତି ନିକଟରେ ପାଇପାରିବା କିଛି କମ କଥା ନୁହେଁ । କୋରୋନା ମହାମାରୀ ସମୟରେ ମଧ୍ୟ ନିଜ ପ୍ରାଣକୁ ଖାତିର ନକରି ଲାଗୁ ହୋଇଥିବା ଲକଡାଉନରେ ଦୀର୍ଘ ୨…

ବିଶ୍ୱକପ କ୍ରିକେଟ: ଦିନିକିଆରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ହରାଇଲା ଆଫଗାନିସ୍ତାନ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ସୋମବାର ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନ ୮ ୱିକେଟରେ ଐତିହାସିକ ବିଜୟ ହାସଲ କରିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଆଫଗାନିସ୍ତାନ ଖେଳାଳି ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ । ୨୮୩ ରନର ଲକ୍ଷ୍ୟକୁ ଆଫଗାନିସ୍ତାନ ୪୯ ଓଭରରେ ୨ ୱିକେଟ ହରାଇ ହାସଲ…

ଲିଭ୍ ଇନ୍ ରିଲେସନସିପ୍ କେବଳ ଟାଇମ୍ ପାସ୍, ଦମ୍ପତିଙ୍କ ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଲିଭ-ଇନ୍ ସମ୍ପର୍କକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଲିଭ୍-ଇନ୍ ରିଲେସନସିପ୍ ଉପରେ ମନ୍ତବ୍ୟ ଦେଇ ହାଇକୋର୍ଟ ଏହାକୁ ଟାଇମ ପାସ୍ କହିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟ ନିଶ୍ଚିତ ଭାବରେ ଲିଭ-ଇନ୍ ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି, କିନ୍ତୁ…

ଡକାୟତି ଯୋଜନା ବେଳେ ମଞ୍ଚେଶ୍ଵର ପୋଲିସର ଚଢଉ, ୭ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ଦୁର୍ଗାପୂଜା ମଣ୍ଡପରୁ ଭୋତପଡା ତଥା ପଟିଆ ଅଭିମୁଖେ ଫେରୁଥିବା ଏକାକୀ ଲୋକଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ଲାଗି ଚାଲିଥିଲା ଯୋଜନା। ଯୋଜନା ସମ୍ପର୍କରେ ମଞ୍ଚେଶ୍ଵର ପୋଲିସ ସୂଚନା ପାଇବା ପରେ ପୋଲିସ ଚଢଉ କରି ୭ ଜଣଙ୍କୁ ଗିରଫ କରିଛି।…

5ଟି ସଚିବ ଭି.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବେ ଅବସର ନେଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭେ.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ବୋଲି ସୋମବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ଭି.କେ ପାଣ୍ଡିଆନ ଗତ କିଛି ମାସ ଧରି ସାରା…