ବାର୍ରେ ମଦ୍ୟପାନ କରିବା ହେବ ମହଙ୍ଗା, ମଦ ଉପରେ ଭାଟ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି
ମୁମ୍ବାଇ: ବାରରେ ମଦ୍ୟପାନ କରିବା ହେବ ମହଙ୍ଗା। କାରଣ ୧ ନଭେମ୍ବରଠାରୁ ମହାରାଷ୍ଟ୍ରରେ ବାର, ଲାଉଞ୍ଜ ଏବଂ କାଫେରେ ଦିଆଯାଉଥିବା ମଦ ମୂଲ୍ୟ ବୃଦ୍ଧି ପାଇବ। ଏସି ବାର୍, ଲାଉଞ୍ଜ ଏବଂ କାଫେଗୁଡିକର ଆରାମଦାୟକ ସୋଫା ଏବଂ ଚେୟାରରେ ବସି ମଦ୍ୟପାନ କରିବାକୁ ଭଲ ପାଉଥିବା ଲୋକଙ୍କୁ ବର୍ତ୍ତମାନ…