କିଛି ସମୟ ପାଇଁ ସ୍ଥଗିତ ରହିଲା ଇସ୍ରୋର ଗଗନାୟାନ ପରୀକ୍ଷଣ, ଜାଣନ୍ତୁ କ’ଣ ରହିଛି କାରଣ
ନୂଆଦିଲ୍ଲୀ: କିଛି ସମୟ ପାଇଁ ସ୍ଥଗିତ ରହିଲା ଇସ୍ରୋର ଗଗନାୟାନ ପରୀକ୍ଷଣ । ବୈଷୟିକ କାରଣରୁ ଉତକ୍ଷେପଣର ୫ ସେକେଣ୍ଡ ପୂର୍ବରୁ ପରୀକ୍ଷଣକୁ କିଛି ସମୟ ପାଇଁ ସ୍ଥଗିତ ରଖିଲା ଇସ୍ରୋ । ପୂର୍ବରୁ ପାଣିପାଗ ଅନୁକୂଳ ନଥିବାରୁ ଉତକ୍ଷେପଣରେ ବିଳମ୍ବ ହୋଇଥିଲା । ଏବଂ ତା'ପରେ ବୈଷୟିକ କାରଣରୁ…