Latest Odisha News

BREAKING NEWS

‘ଲେକେ ପ୍ରଭୁକା ନାମ୍’: ଟାଇଗର-୩ ରେ ସଲମାନ ଖାନଙ୍କ ପାଇଁ ଅରିଜିତ ସିଂଙ୍କ ପ୍ରଥମ ଗୀତ

ମୁମ୍ବାଇ: ସଲମାନ ଖାନ ଏବଂ ଅରିଜିତ ସିଂଙ୍କ ମଧ୍ୟରେ ତିକ୍ତତା ଲାଗି ରହିବା ଆପଣମାନେ ତ ନିଶ୍ଚୟ ଶୁଣିଥିବେ। ୯ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା ବାଦ-ବିବାଦ। ଏହି ଝଗଡା ପରେ ଅରିଜିତ ସିଂ ସଲମାନଙ୍କ କୌଣସି ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇନଥିଲେ। ତା ଛଡା ସେ ଗାଇଥିବା ଗୀତ ମଧ୍ୟ ହାତ…

ଶକ୍ତିପୀଠର କାହାଣୀ: ଶ୍ରୀମନ୍ଦିର ଚତୁର୍ଭୁଜା ଦେବୀ ମା’ ବିମଳା

ଭୁବନେଶ୍ଵର: ମା’ ଆସୁଛନ୍ତି । ଖୁସିରେ ନାଚୁଛି ଧର। । ହସୁଛି କାସତଣ୍ଡି ଫୁଲ । ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ପୂଜା । ସମସ୍ତ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ । ଷୋଡ଼ଶ ଉପଚାରରେ…

କ୍ୟାପିଟାଲ ହସ୍ପିଟାଲରେ ହେବ ରାଜ୍ୟର ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର

ଭୁବନେଶ୍ବର: ଓଡ଼ିଶାରେ ହେବ ପ୍ରଥମ ନାର୍କୋ ଟେଷ୍ଟ ସେଣ୍ଟର । ଖୁବଶୀଘ୍ର କ୍ୟାପିଟାଲ ହସ୍ପିଟାଲରେ କରାଯିବ ବ୍ୟବସ୍ଥା। ଆସନ୍ତା ମାସରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ନାର୍କୋ ଆନାଲିସିସ ଟେଷ୍ଟ। ଏଣିକି ଖର୍ଚ୍ଚାନ୍ତ ହୋଇ ପୁନେ ଯାଇ ଆଉ ନାର୍କୋ ଟେଷ୍ଟ କରିବାକୁ ପଡ଼ିବନି। ଏନେଇ ଆସି…

ସୁଭାଷ ଶତପଥୀଙ୍କ ଅନୂଦିତ ସଙ୍କଳନ ‘ମରୀଚିକା ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

ଭୁବନେଶ୍ୱର : ଅନୁବାଦ ସାହିତ୍ୟ 'ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ' ଆନୁକୂଲ୍ୟରେ ଜ୍ଞାନପୀଠ ପୁରସ୍କାର ବିଜେତା ବିଶିଷ୍ଟ କୋଙ୍କଣୀ ଗାଳ୍ପିକ ଦାମୋଦର ମାଜୋଙ୍କ ୧୨ଗୋଟି ନିର୍ବାଚିତ ଗଳ୍ପକୁ ନେଇ ଅନୁଦିତ ସଙ୍କଳନ"ମରାଚିକା ଓ ଅନ୍ୟାନ୍ୟ ଗଳ୍ପ” ସ୍ଥାନୀୟ 'ଆମ ଓଡ଼ିଶା' ସଭାଗୃହରେ ଉନ୍ମୋଚିତ…

ଟଙ୍କା ଦେଲାନି ମାଆ : ଲୁହା ଶାବଳରେ ପିଟି ପିଟି ହତ୍ୟା କଲା ସୈତାନ୍ ପୁଅ

କରଞ୍ଜିଆ: ଜନ୍ମକଲା ମାଆକୁ ଶାବଳର ପିଟି ପିଟି ହତ୍ୟା କଲା ସୈତାନ୍ ପୁଅ । ତାହା ପୁଣି ସାମାନ୍ୟ ବଚସାକୁ କେନ୍ଦ୍ର କରି । ଏମିତି କିଛି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ନକ୍ସରା ଗାଁରେ । ମୃତକ ଫୁଲମଣି ଗିରି ବୋଲି ଜଣାପଡିଛି । ସୂଚନା ଅନୁସାରେ ପୁଅ…

ଡାବର ଇଣ୍ଡିଆ ପ୍ରଡକ୍ଟସ ସୃଷ୍ଟି କରୁଛି କ୍ୟାନସର ! ଆମେରିକା ଓ କାନାଡ଼ା ଗ୍ରାହକଙ୍କ ଅଭିଯୋଗ

ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟଙ୍କ ଘରେ ଘରେ ପରିଚିତ ଡାବର ପ୍ରଡକ୍ଟ। ସେ ହେୟାର କେୟାର ପାଇଁ ତେଲ, ସାମ୍ପୁ ହେଉ କିମ୍ବା ଖାଇବା ସାମଗ୍ରୀ। ସମସ୍ତେ ଡାବର ସହ ଅଭ୍ୟସ୍ତ। କିନ୍ତୁ ଆପଣ ଜାଣନ୍ତି କି ଡାବର ପ୍ରଡକ୍ଟ ବ୍ୟବହାର କରିବା କେତେ ଦୂର ହାନୀକାରକ ? ଡାବର ଇଣ୍ଡିଆ ସହାୟକ କମ୍ପାନୀର…

ହୃଦୟ ଏବଂ ମସ୍ତିଷ୍କ ପାଇଁ ଲାଭଦାୟକ ଶୁଖିଲା ନଡ଼ିଆ

ଭୁବନେଶ୍ଵର: ଆପଣ ପିଲାଦିନରୁ ଶୁଖିଲା ନଡ଼ିଆ ଖାଇଆସୁଥିବେ। ଶୁଖିଲା ନଡ଼ିଆରୁ ତିଆରି ଆଇସକ୍ରିମ୍ ହେଉ କିମ୍ବା ଘରେ ତିଆରି କୌଣସି ଖାଦ୍ୟ, ଶୁଖିଲା ନଡ଼ିଆକୁ ଏକ ଭଲ ସ୍ଵାଦ ପାଇଁ ବ୍ୟବହାର କରାଯାଇଛି। କିନ୍ତୁ ଆପଣ ଜାଣନ୍ତି କି, ଶୁଖିଲା ନଡ଼ିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ ।…

ଫିଲ୍ମ ‘ଲିଓ’କୁ ନେଇ କ୍ରେଜ୍, ଗୋଟେ ଟିକେଟକୁ ଲକ୍ଷେ ୧୦ ହଜାର ୧ ଟଙ୍କା ଦେଇ କିଣିଲେ ଫ୍ୟାନ୍

ହାଇଦ୍ରାବାଦ: ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ସାଉଥ୍ ଷ୍ଟାର ବିଜୟଙ୍କ ନୂଆ ଲୋକପ୍ରିୟ ଫିଲ୍ମ ‘ଲିଓ’। ଫିଲ୍ମ ରିଲିଜ ହେବା ପରେ ସବୁଠି ପ୍ରଶଂସକ କରୁଛନ୍ତି ସେଲିବ୍ରେସନ। ବିଜୟଙ୍କ ମୁଭି ଦେଖିବାକୁ ପ୍ରଶଂସକ ଉତ୍ସାହର ସହ ଅପେକ୍ଷାରେ ଥିଲେ। ଶେଷରେ ଆଜି ଅପେକ୍ଷାର ଅନ୍ତ ଘଟିଛି। ମୁଭିର…

ଦଶହରା ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି : ମୁତୟନ ହେବେ ୩୧ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର: ପାର୍ବଣ ସମୟରେ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି । ଭୁବନେଶ୍ବରରେ ୩୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୨ ଅତିରିକ୍ତ ଡିଏସପି , ୨୩ ଏସିପି , ୪୧ ଇନ୍ସପେକ୍ଟର , ୫୦୦…

ଇସ୍ରାଏଲରେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ: କହିଲେ, ଆତଙ୍କବାଦ ବିରୋଧରେ ଆମେ ଇସ୍ରାଏଲ ସହ ଅଛୁ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧସ୍ଥିତି ମଧ୍ୟରେ ଇସ୍ରାଏଲକୁ ଛୁଟିଛନ୍ତି ବିଶ୍ୱର ବଡ ବଡ ନେତା । ଗତକାଲି ଅର୍ଥାତ ବୁଧବାର ଜୋ ବାଇଡେନଙ୍କ ପରେ ଆଜି ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ ପହଞ୍ଚିଛନ୍ତି ଇସ୍ରାଏଲରେ । ଦୁଇଦିନିଆ ଇସ୍ରାଏଲ ଗସ୍ତରେ ଆସିଛନ୍ତି ଋଷି ସୁନକ କାହିଁକି…