ସୟେଦ ମୁସ୍ତାକ ଅଲୀ ଟ୍ରଫି: ୪ ବଲରେ ୩ ୱିକେଟ ନେଇ କମାଲ କଲେ ଅର୍ଜୁନ ତେନ୍ଦୁଲକର
ରାଂଚୀ: ଅର୍ଜୁନ ତେନ୍ଦୁଲକର ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ କମାଲ କରିଛନ୍ତି । ଗୋଆ ପକ୍ଷରୁ ଖେଳୁଥିବା ଅର୍ଜୁନ ଆନ୍ଧ୍ରପ୍ରଦେଶ ବିପକ୍ଷରେ ୪ଟି ବଲରେ ୩ଟି ୱିକେଟ ଅକ୍ତିଆର କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସୂଚନାଯୋଗ୍ୟ, ଅର୍ଜୁନ ମାଷ୍ଟର ବ୍ଲାଷ୍ଟର ଭାବେ…