Latest Odisha News

BREAKING NEWS

କଣ୍ଟାବାଞ୍ଝିରେ ଟ୍ରକ-ବୋଲେରୋ ଧକ୍କା : ଦୁଇ ମୃତ, ଦୁଇ ଗୁରୁତର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ୫୯ ନଂ ଜାତୀୟ ରାଜପଥ ଫୁଗୁଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ମଧ୍ୟ ହୋଇଥିବା ସୂଚନା ମିଳିଛି  । ମୃତକ ବରଗଡ଼ ଜିଲ୍ଲା…

ନଷ୍ଟ ହୋଇଗଲା ଫସଲ, ଚିନ୍ତାରେ ବିଷ ପିଇଲେ ଚାଷୀ

ଯାଜପୁର: ଫସଲ ନଷ୍ଟ ହେବା କାରଣରୁ ଚିନ୍ତାରେ ପଡିଲେ ଚାଷୀ । କୌଣସି ବାଟ ନ ପାଇ ଶେଷରେ ନେଲେ ଚରମ ନିଷ୍ପତି । ବିଲ ମଝିରେ ବିଷ ପିଇ କଲେ ଆତ୍ମହତ୍ୟା । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଜବାଟି ମୌଜାରେ । ସୂଚନା ଅନୁସାରେ, ବାଜବାଟି ଗ୍ରାମର ନିତ୍ୟାନନ୍ଦ ପରିଡା ତାଙ୍କ…

ଷୋଡ଼ଶ ଉପଚାରରେ କମ୍ପୁଛି ଶକ୍ତିପୀଠ: ଗଡ଼ିଛି ମା ବିରଜାଙ୍କର ରଥ, ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ

ଯାଜପୁର: ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଞ୍ଚଳ । ଏହି ଅବସରରେ ବଢ଼ି ଭୋରୁ ମାଙ୍କୁ ପବିତ୍ର ବୈତରଣୀ ଜଳରେ ସ୍ନାନ କରାଯିବା ପରେ ମାଙ୍କ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ…

ଆଜି ବିଶ୍ୱ ଖାଦ୍ୟ ଦିବସ, ଖାଦ୍ୟ ନଷ୍ଟ ଉପରେ ରଖନ୍ତୁ ନିୟନ୍ତ୍ରଣ

ଭୁବନେଶ୍ଵର: ସାରା ବିଶ୍ୱରେ ଆଜି ପାଳନ ହେଉଛି ବିଶ୍ୱ ଖାଦ୍ୟ ଦିବସ। ବିଶ୍ୱ ଖାଦ୍ୟ ଦିବସ ୧୯୮୦ ପରଠାରୁ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୁଏ । ମିଳିତ ଜାତିସଂଘଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନକୁ ବିଶ୍ୱ…

୭୮@ ନବୀନ: ସମର୍ଥକଙ୍କ ଗହଣରେ ପାଳିବେନି ଜନ୍ମଦିନ

ଭୁବନେଶ୍ଵର: ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି ବିଶିଷ୍ଟ ରାଜନେତା ନବୀନ ପଟ୍ଟନାୟକ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ସରଳ…

କବିତା : ଦେବୀ

ବନ୍ଦନା ପଣ୍ଡା  ଧରା ପରେ ଏ କାହା ପାଦର ଅମୃତମୟୀ ସ୍ପର୍ଶ ପବନରେ ପ୍ରବାହିତ ସୁଗନ୍ଧର ମଧୁ , ଆକାଶରୁ ଝରିପଡେ ଅବାରିତ ଅମୃତ ଆଶିଷ କାଶତାଣ୍ଡୀର କୋମଳ ଆବାହନ ଗଙ୍ଗଶିଉଳୀର ପାଦପଦ୍ମ ଆଲିଙ୍ଗନ ସତେ ଅବା କେଉଁ ଚିତ୍ରକରର ସ୍ୱର୍ଗୀୟ ଜୀବନ୍ତ ସ୍ୱପ୍ନ ଚିରନ୍ତନ !!! ଶରତର ଉଆସରେ ଦେବୀ…

ଭାଷା ଭାଗବତ : ଋତୁ ଚର୍ଚା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଖରା, ବରଷା ଆଉ ଶୀତ କଲେ ହେଁ ପୃଥିବୀର ହିତ ମନୁଷ୍ଯ ହୋଇ ବିଚଳିତ ଋତୁଂକୁ କରଇ ଚର୍ଚିତ ସତେ ଯେମିତି ଚର୍ଚା କଲେ ଋତୁର ଚରିତ୍ର ବଦଳେ ଏହା ତ ହୋଇନି ସଂଭବ କିଆଁ କରୁନୁ ଅନୁଭବ ? ପ୍ରକୃତି ନିଜ ମାର୍ଗ ଧରି ଆସେ ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : କାର୍ତ୍ତିକ ମାସର ପର୍ବପର୍ବାଣୀ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମ୍ପରାରେ କାର୍ତ୍ତିକ ମାସର ମହତ୍ତ୍ଵ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ କାର୍ତ୍ତିକ ବ୍ରତ କଥା ସମ୍ପୂର୍ଣ୍ଣ ଜାଣିଲେ। ଏବେ ଜାଣିବା ସେହି କାର୍ତ୍ତିକ ମାସରେ…

‘ଟିଏମସି ସାଂସଦ ମହୁଆ ମୈତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନିଅନ୍ତି’

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୈତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ଆକାରରେ ନଗଦ ଟଙ୍କା ଓ ଉପହାର ନେଇଥିବା ଅଭିଯୋଗ ହୋଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଅଭିଯୋଗ ଆଣିଛନ୍ତି। ସେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ…

୮୭ ବର୍ଷ ବୟସରେ ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଗିଲଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ତଥା ମନମୋହନ ସିଂହ ସରକାରର ମନ୍ତ୍ରୀ ମନୋହର ସିଂହ ଗିଲଙ୍କ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୧ତମ ମୁଖ୍ୟ…