Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ କାହାକୁ କହିଲେ ଉଠ, ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳ…

ଅହମ୍ମଦାବାଦ: ଚଳିତ ବିଶ୍ୱକପ କ୍ରିକେଟରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଶନିବାର ଅହମ୍ମଦାବାଦରେ ଖେଳାଯିବ । ଓପନର ଶୁଭମନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହେବା ଯୋଗୁ ପ୍ରଥମ ୨ଟି ମ୍ୟାଚ ଖେଳିପାରି ନାହାନ୍ତି । ସେ ଏହି ମ୍ୟାଚରେ ଖେଳିବା ନେଇ ଆଶା କରାଯାଉଛି । ପୂର୍ବତନ ଷ୍ଟାର…

“ଆଦିରନ ୨୦୨୩ ରେ” ଦୌଡିଲେ ରାୟଗଡାର ଯୁବ ପ୍ରତିଭା, ଦୁଲୁକିଲା ଗୋବିନ୍ଦ ଚନ୍ଦ୍ର ପଡ଼ିଆ

ରାୟଗଡା: ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆୟୋଜିତ ଆଦିରନ ୨୦୨୩ କାର୍ଯ୍ୟକ୍ରମରେ ଆଜି ଦୁଲୁକିଛି ରାୟଗଡା ଗୋବିନ୍ଦ ଚନ୍ଦ୍ର ପଡିଆ। ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୫୦୦ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବକ, ଯୁବତୀଙ୍କ ସହ ନେତା ମନ୍ତ୍ରୀ ଓ ଅଧିକାରୀ ଭାଗ ନେଇ ଥିବା…

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ ୭, ପାକିସ୍ତାନ ୦

ଦିନିକିଆ ବିଶ୍ୱକପ କ୍ରିକେଟର ନିଶା ଏବେ ପ୍ରଶଂସକଙ୍କ ଉପରେ ଚଢ଼ିବାରେ ଲାଗିଛି । ଅକ୍ଟୋବର ୧୪ରେ ଭାରତ-ପାକିସ୍ତାନ ମଧ୍ୟରେ ଚଳିତ ବିଶ୍ୱକପର ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ପାକିସ୍ତାନ ବିପକ୍ଷରେ ଭାରତ ଦିନିକିଆ ବିଶ୍ୱକପରେ କେବେ ହେଲେ ହାରି ନାହିଁ । ଭାରତ ୭ଟି ମ୍ୟାଚରେ ଜିତିଥିବା…

ଶ୍ରୀମନ୍ଦିର ଗର୍ଭଗୃହରେ ମାରପିଟ୍ ଘଟି ପଡ଼ିଲା ରକ୍ତଛିଟା, ବଢିଲା ମହାପ୍ରଭୁଙ୍କ ମହାସ୍ନାନ ନୀତି

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ରକ୍ତଛିଟା। ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍। ଖେଇକୁ ନେଇ ଜଣେ ପତ୍ରୀବଡୁ ସେବାୟତଙ୍କ ମୁଥ ମାଡ଼ରେ ଅନ୍ୟ ଜଣେ ଅଣସେବାୟତଙ୍କ ଫାଟିଲା ନାକ। ରକ୍ତଛିଟା ପଡ଼ିବାରୁ ଠାକୁରଙ୍କ ବଡ଼ ମହାସ୍ନାନ। ମଧ୍ୟାହ୍ନ ଧୂପ ନୀତି ଶେଷ ପରେ…

ପୁରୀରୁ ନିର୍ବାଚନ ଲଢିବେ କି ନବୀନ ? ଉତ୍ତର ରଖିଲେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା

ଭୁବନେଶ୍ୱର:ପୁରୀରୁ ନିର୍ବାଚନ ଲଢିବେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ଚିରାଚରିତ ହିଞ୍ଜିଳି ଆସିନ ଛାଡି ଏଥର ପୁରୀରୁ ଛିଡା ହେବ କି ? ଏମିତି ପ୍ରଶ୍ନ ଜନତାଙ୍କ ଭିତରେ ଥିବାବେଳେ ଉତ୍ତର ରଖିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଶଶୀ ଭୂଷଣ ବେହାରା । ଶୁକ୍ରବାର ମିଡିଆକୁ ବକ୍ତବ୍ୟ ଦେଇ…

କାର୍ଗୋ ପରିଚାଳନାରେ ରେକର୍ଡ କଲା ଆଦାନୀ ଧାମରା ପୋର୍ଟ

ଧାମରା:ଆଦାନି ଧାମରା ପୋର୍ଟର ରେକର୍ଡ । କାର୍ଗୋ ପରିଚାଳନାରେ ଆଦାନୀ ଧାମରା ପୋର୍ଟ ସର୍ବକାଳୀନ ରେକର୍ଡ କରିଛି । ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ ଅଧିନରେ ଥିବା ଧାମରା ବନ୍ଦର ଗତ ୨୪ ଘଣ୍ଟା  ମଧ୍ୟରେ୨, ୨୬. ୬୧୦ ମେଟ୍ରିକ ଟନ କାର୍ଗୋ ପରିଚାଳନା କରି ପୂର୍ବର ସମସ୍ତ…

ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା: ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ

କଟକ: ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ  । ଏକ ମିଥ୍ୟା ସତ୍ୟପାଠ ମାମଲାରେ ହାଜର ନ ହେବା କାରଣରୁ ବିଧାୟକ ମୋକିମଙ୍କୁ ଶୁକ୍ରବାର ଏହି ଜରିମାନା ଦେବାକୁ ଆଦେଶ ଦେଇଛନ୍ତି କୋର୍ଟ । ବିଧାୟକ ମିଥ୍ୟା ସତ୍ୟପାଠ…

୧୨୮ ବର୍ଷ ପରେ ଅଲମ୍ପିକକୁ ଫେରିବ କ୍ରିକେଟ: ଏଥିସହ ସାମିଲ ହେଲେ ଏହି ସବୁ ଗେମ୍ସ

ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଅଲମ୍ପିକକୁ ଫେରିବ କ୍ରିକେଟ । ଖାଲି କ୍ରିକେଟ ନୁହେଁ, ଆହୁରି ୫ଟି ଗେମକୁ ଅଲମ୍ପିକରେ ସାମିଲ କରାଯାଇଛି । ଆଇଓସି ଅଧ୍ୟକ୍ଷ ଥାମସ ବାକ୍ ଏହି ସୂଚନା ଦେଇଛନ୍ତି । ଆଇଓସି ଅଧ୍ୟକ୍ଷ କହିଛନ୍ତି, ଆମେ ଆଇସିସି ସହ କାମ କରିବୁ । ଆମେ କୌଣସି ଦେଶର ବ୍ୟକ୍ତିଗତ…

ପୁରୀ ନଗର କଂଗ୍ରେସ (କ) ପକ୍ଷରୁ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ: ପୁରୀ ନଗର କଂଗ୍ରେସ (କ) ପକ୍ଷରୁ ସଭାପତି ଛବିନ୍ଦ୍ର ପଢ଼ିଆରୀଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ'। ବିଜେଡ଼ି/ବିଜେପିର…