ଏସୀୟ କ୍ରୀଡା ୨୦୨୩: ୧୦୦ ପାର ହେଲା ପଦକ ସଂଖ୍ୟା, ତୀରନ୍ଦାଜରେ ଭାରତକୁ ପୁଣି ମିଳିଲା ସ୍ଵର୍ଣ୍ଣ
ହାଙ୍ଗଝୋଉ: ଚୀନର ହାଙ୍ଗଝୋଉ ସହରରେ ଚାଲିଥିବା ଏସିଆନ କ୍ରୀଡାରେ ଇତିହାସ ରଚୁଛି ଭାରତ । ଭାରତୀୟ ଖେଳାଳିମାନେ ଗୋଟିଏ ପରେ ଗୋଟିଏ ପଦକ ଜିତୁଛନ୍ତି । ଭାଙ୍ଗୁଛନ୍ତି ୭୨ବର୍ଷର ରେକର୍ଡ । ଏସୀୟ କ୍ରୀଡାର ଆଜି ୧୪ତମ ଦିବସରେ ତୀରନ୍ଦାଜରେ ଭାରତକୁ ପୁଣି ମିଳିଛି ସ୍ଵର୍ଣ୍ଣ । ମହିଳା କମ୍ପାଉଣ୍ଡ…