ଏସୀୟ କ୍ରୀଡା: ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ
ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ । ତୀରନ୍ଦାଜରେ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଜ୍ୟୋତି ସୁରେଖା ଓ ଓଜାସ ଦେଓତାଲେ ଏହି ପଦକ ହାସଲ କରିଛନ୍ତି । ୧୬ଟି ସ୍ୱର୍ଣ୍ଣ ସହ ବର୍ତ୍ତମାନ ଭାରତର ମୋଟ ପଦକ ସଂଖ୍ୟା ୭୧କୁ ବୃଦ୍ଧି ହୋଇଛି । ସେପଟେ ଆଜି ୩୫…