Latest Odisha News

BREAKING NEWS

୧୯୯୯ ବିଶ୍ୱକପ: ସଚିନଙ୍କ ଲୋତକ ଭରା ଶତକ, ଅଷ୍ଟ୍ରେଲିଆ ଚାମ୍ପିୟନ, ଦକ୍ଷିଣ ଆଫ୍ରିକାର ହାତ ଛାଡିଲେ ଭାଗ୍ୟ ଲକ୍ଷ୍ମୀ

୧୯୯୯ ବିଶ୍ୱକପ କ୍ରିକେଟ ଇଂଲଣ୍ଡ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ, ୱେଲ୍ସ ଓ ନେଦରଲାଣ୍ଡରେ ମିଳିତ ଭାବେ ଆୟୋଜିତ ହୋଇଥିଲା । ଫାଇନାଲରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । ଏଥର ୪ ବର୍ଷ ବଦଳରେ ୩ ବର୍ଷ ବ୍ୟବଧାନରେ ବିଶ୍ୱକପ ଆୟୋଜିତ କରାଯାଇଥିଲା । ୧୨ଟି ଟିମ ୪୨ଟି…

ମହାରାଷ୍ଟ୍ରର ସରକାରୀ ହସ୍ପିଟାଲରେ ୨୪ ଘଣ୍ଟାରେ ୨୪ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରେ ଥିବା ଡାକ୍ତର ଶଙ୍କରରାଓ ଚହ୍ୱାନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାରରୁ ରବିବାର ମଧ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୨ ନବଜାତ ଶିଶୁଙ୍କ ସମେତ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା…

ବିବାହ ପୂର୍ବରୁ ରାଘବ ଓ ପରିଣୀତିଙ୍କ ପରିବାର ମଧ୍ୟରେ ହୋଇଥିଲା କ୍ରିକେଟ୍ ମ୍ୟାଚ୍‌; ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ…

ଜନ ସମ୍ପର୍କ ପଦଯାତ୍ରା ବେଳେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ

କଟକ: ସାଲେପୁରରେ ସୋମବାର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଘଟଣା ଦଳ ଭିତରେ ଚାଲିଥିବା ଅନ୍ତଃକନ୍ଦଳକୁ ପଦାରେ ପକାଇଛି। ସ୍ଥାନୀୟ ବିଜେଡି ନେତା ହିମାଂଶୁ ମହାନ୍ତି ଓ ତାଙ୍କ ସମର୍ଥକମାନେ ମହାତ୍ମାଗାନ୍ଧୀଙ୍କ ଫଟୋ ଓ ବ୍ୟାନର ଧରି…

ଯୁବକଙ୍କ କମାଲ: ୪୫ ହଜାର ଟଙ୍କାରେ ରୋଲ୍ସ ରଏସ

କେରଳ: ୪୫ ହଜାର ଟଙ୍କାରେ ରୋଲ୍ସ ରଏ୍‌ସ । ଏହା ଶୁଣିବା ପରେ ଆପଣଙ୍କୁ ଟିକେ ଖଟକା ଲାଗିପାରେ । କାରଣ ଏବେ ଆପଣ ଭାବୁଥିବେ ଏତେ ଦାମୀ କାର ପୁଣି ୪୫ ହଜାର ଟଙ୍କାରେ । ହଁ.. । ଘଟଣାଟି ପୁରା ସତ । କେରଳ ଜଣେ ଯୁବକ ଏଭଳି କିିଛି କରି ଚର୍ଚ୍ଚାକୁ ଆସିଛନ୍ତି । ଏହି କାରର ଭିଡ଼ିଓ ଓ ଫଟୋ ଏବେ…

କେନ୍ଦୁଝରରେ ହସ୍ପିଟାଲରେ ଅପରେସନ ବେଳେ ମହିଳାଙ୍କ ମୃତ୍ୟୁ, ପରିବାର ଲୋକଙ୍କ ପ୍ରତିବାଦ

କେନ୍ଦୁଝର: ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା ରୋଗୀଙ୍କ ଅପରେସନ ସମୟରେ ମୃତ୍ୟୁ ହେବା ପରେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣି ମୃତକଙ୍କ ପରିବାର ଲୋକେ ସୋମବାର ପ୍ରତିବାଦ କରିଛନ୍ତି। ପୁଷ୍ପଲତା ମହାନ୍ତି ନାମକ ଜଣେ ମହିଳା ପେଟରୁ ଟ୍ୟୁମର ବାହାର କରିବା ପାଇଁ ଅପରେସନ ପାଇଁ…

ମଦ ପିଇବା ବେଳେ ଦୁଇ ସାଙ୍ଗ ମଧ୍ୟରେ ବଚସା, ଜଣଙ୍କର ମୃତ୍ୟୁ

ଝାରସୁଗୁଡ଼ା: ସୋମବାର ଏକ ବିବାଦକୁ କେନ୍ଦ୍ର କରି ଝାରସୁଗୁଡାରେ ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବଳଦେବ ଚାନ୍ଦ ଓ ଅଭିଯୁକ୍ତ ଚୈତନ୍ୟ ରାଉତ ବଞ୍ଜାରୀ ଗ୍ରାମ ଉପକଣ୍ଠରେ ଥିବା ଏକ ଦୋକାନରେ ଏକାଠି ମଦ ପିଉଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।…

ଫ୍ଲାଇଙ୍ଗ କିସ୍ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଫ୍ଲାଇଙ୍ଗ କିସ୍ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଲେ ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ପ୍ୟାରିସ୍‌ରେ ରବିବାର ଆୟୋଜିତ ପ୍ୟାରିସ୍ ଫ୍ୟାଶନ ୱିକ୍‌ରେ ଐଶ୍ୱର୍ଯ୍ୟା ସାମିଲ ହୋଇ ସମସ୍ତଙ୍କ ମନ ଜିଣିଛନ୍ତି । ଲ’ରିଅଲ୍‌ର ଭାରତୀୟ ଆମ୍ବାସାଡ଼ାର ହୋଇ ଐଶ୍ୱର୍ଯ୍ୟା ପ୍ରତିବର୍ଷ ଏହି…

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର: ୨୫୯ ଜଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ପରଚାଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଗୀତ ଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକୃତ ୭୨ଜଣ ଶ୍ରମିକଙ୍କ…

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଜାମିନ ବିହୀନ ଓ୍ୱାରେଣ୍ଟ୍ ପାଇଁ କୋର୍ଟ ଯିବ ପୋଲିସ!

କଟକ: ତଦନ୍ତରେ ସହଯୋଗ ନକରିବାରୁ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ କମିଶନରେଟ ପୋଲିସ କୋର୍ଟରେ ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ୱାରେଣ୍ଟ୍ (ଏନବିଡବ୍ଲ୍ୟୁ) ଆବେଦନ କରିବାକୁ ଯୋଜନା କରିଛି। ଜଣେ ମହିଳା ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଫେରାର ଅଛନ୍ତି…