Latest Odisha News

BREAKING NEWS

ମଣିଷଠାରୁ ଭିନ୍ନ ରାସାୟନିକ ପ୍ରକ୍ରିୟାରେ ଏଲିୟନ୍ସଙ୍କ ଜନ୍ମ !

ନୂଆଦିଲ୍ଲୀ: ଏଲିୟନ୍ସଙ୍କ ଅସ୍ତିତ୍ୱ ନେଇ ବୈଜ୍ଞାନିକମାନେ ଗବେଷଣା ଜାରୀ ରଖିଛନ୍ତି । ଏବେ ଗବେଷକମାନେ ଏକ ମହତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଯେଉଁ ରାସାୟନିକ ପ୍ରକ୍ରିୟା ଏବଂ ପରିବେଶରେ ମନୁଷ୍ୟର ସୃଷ୍ଟି ତା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏଲିୟନ୍ସ ଉତ୍ପତି…

ରତ୍ନଭଣ୍ଡାର ପ୍ରସଙ୍ଗ : ହାଇକୋର୍ଟଙ୍କ ରାୟ ପରେ ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଲା ଜଗନ୍ନାଥ ସେନା

ପୁରୀ: ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ  । ହାଇ ପାଓ୍ବାର କମିଟି ଗଠନ କରିବା ଲାଗି ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ଏହି ପ୍ରସଙ୍ଗରେ ଆଜି ଜଗନ୍ନାଥ ସେନା ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଥିବା ଦେଖିବାକୁ…

୩ ରୁ ୪ ହେବାକୁ ଯାଉଛନ୍ତି ବିରୁଷ୍କା, ଦେଲେ ପୁଣି ଖୁସି ଖବର

ମୁମ୍ବାଇ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର । ପୁଣି ଥରେ ପିତା ମାତା ହେବାକୁ ଯାଉଛନ୍ତି ଏହି ଷ୍ଟାର ଦମ୍ପତି । ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି । ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହି ଦମ୍ପତି ଖୁବ୍ ଶୀଘ୍ର ନିଜ ପ୍ରଶଂସକଙ୍କ…

ସ୍କଟଲାଣ୍ଡରେ ଭାରତୀୟ ଦୂତାବାସଙ୍କୁ ଗୁରୁଦ୍ବାର ଯିବାକୁ ବାରଣ କଲେ ଖଲିସ୍ତାନୀ ସମର୍ଥକ

ନୂଆଦିଲ୍ଲୀ : ବ୍ରିଟେନରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ୍ତ ।  ଗତକାଲି ସ୍କଟଲାଣ୍ଡରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ଦୋରଇସ୍ବାମୀଙ୍କୁ ଗୁରୁଦ୍ବାରରେ ପ୍ରବେଶ କରିବାକୁ ବାରଣ କରିଛନ୍ତି  । ଏପରିକି ସ୍କଟଲାଣ୍ଡରେ ଭାରତ ବିରୋଧରେ ନାରାବାଜି କରିଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ…

୯ ମାସରେ ୧୪୬ ବାଘଙ୍କ ମୃତ୍ୟୁ , ଗତ ୧୧ ବର୍ଷ ମଧ୍ୟରେ ସର୍ବାଧିକ : NTCA

ପୁଣେ: ଦେଶରେ କମୁଛି ବାଘ ସଂଖ୍ୟା । ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ଭାରତ ୧୪୬ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି  । ଏ ନେଇ ବୋଲି ଏନଟିସିଏ ତଥ୍ୟାବଳିରୁ ଜଣାପଡ଼ିଛି। ଗତ ୧୧ ବର୍ଷ ମଧ୍ୟରେ ଏହା ସର୍ବାଧିକ  । ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।…

ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ, ଗୃହକୁ ୪ଟା ଯାଏଁ ମୁଲତବି କଲେ ବାଚସ୍ପତି

ଭୁବନେଶ୍ଵର: ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ବିରୋଧୀ ମାନଙ୍କର ପ୍ରବଳ ହଟ୍ଟଗୋଳ । ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ପୋଡିୟମ ପାଖରେ ପ୍ଲାକାର୍ଡ ଧରି ବିଜେପି ବିଧାୟକ…

ବଜ୍ରାଘାତ ନେଲା ଜୀବନ: ଜଣେ ମହିଳା ମୃତ, ୩ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁରେ ଅଘଟଣ । ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି  । ମୃତ ମହିଳା ଜଣକ ସୁବାସିନୀ ନାୟକ ବୋଲି ଜଣାପଡିଛି  । ଗତକାଲି ଅପରାହ୍ନରେ ୪ଜଣ ମହିଳା ବିଳରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା  । ଫଳରେ ୪ ମହିଳା…

ରିଲିଜ୍ ହେଲା ଟାଇଗର ଶ୍ରଫଙ୍କ ବହୁ ପତୀକ୍ଷିତ ଫିଲ୍ମ ‘ଗଣପତ’ର ଟିଜର, ଏହି ଦିନ କରିବ ପ୍ରେକ୍ଷାଳୟରେ…

ମୁମ୍ବାଇ: ରିଲିଜ୍ ହେଲା ଟାଇଗର ଶ୍ରଫ ଓ କ୍ରିତି ସାନନଙ୍କ ବହୁ ପତୀକ୍ଷିତ ଫିଲ୍ମ  'ଗଣପତ'ର ଟିଜର । ଇଣ୍ଟରନ୍ୟାସନାଲ ଫିଲ୍ମକୁ ଟକ୍କର ଦେବା ପାଇଁ ରହିଛି ଏହାର ଭିଜୁଆଲ୍ ଯାହା ଦର୍ଶକଙ୍କୁ ମତୁଆଲା କରିଛି । ପୂଜା ଏଣ୍ଟରଟେନମେଣ୍ଟ ‘ଗଣପତ: ଏ ହିରୋ ଇଜ୍‌ ବର୍ନ’ର ରୋମାଞ୍ଚକର ଟିଜର ରିଲିଜ…

ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର , ଆଜିଠୁ ପ୍ରବଳ ବର୍ଷିବ !

ଭୁବନେଶ୍ୱର : ବଙ୍ଗୋପସଗାରରେ ସୁଦୃଶ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ  । ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମକୁ ଗତି କରି ଉତ୍ତର ଓଡିଶା ମୁହାଁ ହେବ…

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ରାସ୍ତାକଡକୁ ଖସିପଡିଛି  । ଫଳରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଆର.ବି. କୋଚ୍ ନାମକ ଘରୋଇ…