Latest Odisha News

BREAKING NEWS

ସାମ୍ନାକୁ ଆସିଲା ମେହେନ୍ଦି କାର୍ଯ୍ୟକ୍ରମ ଝଲକ, ନଜର ପକାନ୍ତୁ ପରିଣୀତିଙ୍କ ହାତରେ ରାଘବଙ୍କ ନାମର ମେହେନ୍ଦି ଉପରେ

ଉଦୟପୁର: ଆଜି ବଲିଉଡ଼ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢାଙ୍କ ବାହାଘର । ଏହି ସେଲିବ୍ରେଟିଙ୍କ ବିବାହ ନେଇ ସଜେଇ ହୋଇଛି ରାଜସ୍ଥାନ ଉଦୟପୁରର ଲିଲା ପ୍ୟାଲେସ୍ । ଶନିବାର ଦିନ ଏହି ଲବ୍ ବାର୍ଡଙ୍କର ହଳଦୀ ଓ ମେହେନ୍ଦୀ ରଶମ ଶେଷ ହୋଇଥିବା ବେଳେ ଆଜି ସେମାନଙ୍କ ବାହାଘର ।…

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ସିଦ୍ଧସାଧକ ଭାଗବତକାର ଜଗନ୍ନାଥ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରଦୀପ…

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଅନ୍ତିମ ଦିବସରେ କଂସ ମହାରାଜଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ

ପୁରୀ: କୃଷ୍ଣ ଜନ୍ମଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ହେଉଛି ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ କୃଷ୍ଣ ଲୀଳାର ଶେଷ ଦିବସରେ କଂସ ବଦ୍ଧ ବିଧି ସମ୍ପନ୍ନ ହେବ । ଆଜି ମହାରାଜ କଂସଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ । ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଏହି…

ଅଭୁଲା ଗୀତ : ଉଡ଼ିଗଲେ ଗେଣ୍ଡାଳିଆ

ଗାୟନ : ଅକ୍ଷୟ ମହାନ୍ତି ସଙ୍ଗୀତ : ଶ୍ରୀକୁମାର ଗୀତ : କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ମାଟିର ମଣିଷ (୧୯୬୮) ଉଡ଼ିଗଲେ ଗେଣ୍ଡାଳିଆ ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର ଝାଡ଼ିଦେଲେ ପର ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର ରେ ରଜାଝିଆ ବାହୁନୁଚି ଦେଖି ବୁଢ଼ାବର ଆହା…

ପାରିପାର୍ଶ୍ବିକ ପରିସ୍ଥିତି ମୋ ହାତରେ କଲମ ଧରେଇଦେଲା : ମଞ୍ଜୁ ରାଣୀ ବେହେରା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ମଞ୍ଜୁ ରାଣୀ ବେହେରାଙ୍କ ସହ ‘ସ୍ୱଳ୍ପ ଆଳାପ’…

ମାଆ ସାଜିଲା ପିଶାଚୀ: ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା

ବାଲେଶ୍ଵର: ନିଷ୍ଠୁର ହୋଇଗଲା ଜନ୍ମକଲା ମାଆ । ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା । ମେଡିକାଲ ପାଇଖାନା ନିକଟରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର । ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ।…

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ଜିତିବ କଂଗ୍ରେସ, ମିଜୋରାମରେ ମିଳିବ ସଫଳତା: ରାହୁଲ

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନେତାଙ୍କ ମଧ୍ୟରେ ଆରମ୍ଭ ହେଲାଣି ଅଙ୍କ କସା। କିଏ କେଉଁ ଆସନରେ ଜିତିବ ସେନେଇ ଅନୁମାନ ମଧ୍ୟ କଲେଣି ଅନେକ ରାଜନେତା। ଏହାରି ଭିତରେ କଂଗ୍ରେସ ନେତା ତଥା ଦଳର ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ରବିବାର ରାଜଧାନୀ ଦିଲ୍ଲୀରେ ଏକ କନକ୍ଲେଭ ସମୟରେ…

ଓଡିଶାରେ ଗଡିଲା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶକୁ ଉପହାର ଦେଲେ ପ୍ରଧାମନ୍ତ୍ରୀ । ଏକାସାଙ୍ଗରେ ଗଡିଲା ୯ଟି ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ୯ଟି ରାଜ୍ୟକୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫେରନ୍ସିଂ ଜରିଆରେ କରାଗଲା ଉଦାଘାଟନ । ଏହି ଉଦଘାଟନ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ…

ଚିକିତ୍ସା ଅବହେଳାରୁ ଚାଲିଗଲା ୫ ବର୍ଷ ଶିଶୁ କନ୍ୟାର ଜୀବନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା

ଯାଜପୁର: ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରରେ ଅଭାବନୀୟ ଘଟଣା। ଏଠାରେ ଚିକିତ୍ସା ଅବହେଳାରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବରୀ ବ୍ଲକ ଅଲିପୁର ପଞ୍ଚାୟତର ବିରଞ୍ଚି…

୧୦୫ତମ ମନ୍ କି ବାତ୍: ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ…

ନୂଆଦିଲ୍ଲୀ:୧୦୫ତମ  'ମନ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଆଜିକାଲି ମୁଁ ଦୁଇଟି ବିଷୟ ଉପରେ ଅନେକ ଚିଠି ପାଇଛି - ପ୍ରଥମଟି ହେଉଛି ଚନ୍ଦ୍ରଯାନ -୩ ର ସଫଳ ଅବତରଣ ଏବଂ ଦ୍ୱିତୀୟଟି…